ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର,୧।୧୨(ବ୍ୟୁରୋ): ଗୃହକୁ ପ୍ରବେଶ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି। ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ କଂଗ୍ରେସ ବିକ୍ଷୋଭ ପଦର୍ଶନ କରିଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭା ପ୍ରବେଶ…
ଆଲିଆଙ୍କ ଲେହେଙ୍ଗାକୁ ଗୋଡରେ ଆଡେଇଲେ ରଣବୀର, ରାଗିଗଲେ ପ୍ରଶଂସକ
ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ବଲିଉଡର ହିଟ୍ ଭାବେ ବିବେଚନା କରାଯାଏ। ଉଭୟଙ୍କ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ କିନ୍ତୁ ଦୁଇ ବର୍ଷ ହେବ ସେମାନଙ୍କ ସମ୍ପର୍କ ଉପରେ ଆଲୋଚନା ହୋଇଛି। ପ୍ରାୟତଃ ଅନେକ ସମୟରେ ଉଭୟ…
ଅରୁଣାଚଳ ପ୍ରଦେଶର ବ୍ରାଣ୍ଡ ଆମ୍ବାସାଡର ହେଲେ ସଞ୍ଜୟ ଦତ୍ତ
ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଏ ବା ନ ଜାଣେ । ସେ ତାଙ୍କର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ଭାଜପା ନେତୃତ୍ୱାଧୀନ ଅରୁଣାଚଳ ପ୍ରଦେଶ ସରକାର ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କୁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର…
ଗୋଟିଏ ଗୀତ ବଦଳାଇ ଦେଇଥିଲା ଭାଗ୍ୟ ଏହି ଗାୟକଙ୍କ ଜୀବନ, ତଥାପି ମନରେ ଆସିଥିଲା ଆତ୍ମହତ୍ୟା ଚିନ୍ତା
ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ ଆଜି ୬୬ ବର୍ଷରେ ପଦାର୍ପଣ କରିଛନ୍ତି। ଆଜି ବି ବଲିଉଡରେ ତାଙ୍କ ନିଆରା ସ୍ବରକୁ କେହି ବଦଳାଇ ପାରି ନାହାଁନ୍ତି। ଉଦିତ ନାରାୟଣ ୧ ଡିସେମ୍ବର ୧୯୫୫ ରେ ବିହାରର ସୁପାଲ ଜିଲାରେ ଜନ୍ମଗ୍ରହଣ…
ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୧୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ ଢେଙ୍କାନାଳରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…
ସଂସଦରେ ବ୍ୟଭିଚାର, ଅଷ୍ଟ୍ରେଲିଆରେ ୬୩ ପ୍ରତିଶତ ମହିଳା ସାଂସଦ-କର୍ମଚାରୀଙ୍କୁ ଯୌନ ନିର୍ଯାତନା…
ମେଲବୋର୍ନ,୧।୧୨: ମହିଳା ସାଂସଦ ଏବଂ କର୍ମଚାରୀଙ୍କ ପ୍ରତି ଯୌନ ଉତ୍ପୀଡ଼ନର ଏକ ସମ୍ବେଦନଶୀଳ ମାମଲା ଅଷ୍ଟ୍ରେଲିଆ ସଂସଦରେ ସାମ୍ନାକୁ ଆସିଛି। ପ୍ରତି ତିନିଜଣ ମହିଳା କର୍ମଚାରୀଙ୍କ ମଧ୍ୟରୁ ଜଣେ ଯୌନ ଉତ୍ପୀଡ଼ନର ଶିକାର ହେଉଥିବା ପ୍ରକାଶିତ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ…
ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଅଗ୍ନିଶମର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବର:୧।୧୨(ବ୍ୟୁରୋ): ବରିଷ୍ଠ ଆଇପିଏସ୍ ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ସେବା ବାହିନୀ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଅଗ୍ନିଶମ ସେବା ଡିଜି ଏମ. ଅକ୍ଷୟ ଚାକିରିରୁ ଅବସର ନେବା ପରେ ଏହି ଅତିରିକ୍ତ ଦାୟିତ୍ୱ ଅରୁଣଙ୍କୁ ଦିଆଯାଇଛି । ୧୯୮୮ବ୍ୟାଚର…
ଆଜିଠୁ ବିଧାନସଭା
ଭୁବନେଶ୍ୱର,୧ା୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ୩୧ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି। ସେଥିରେ ୨୧ଟି ସରକାରୀ ଦିବସ ଥିବା ବେଳେ ୫ଟି ବେସରକାରୀ ଦିବସ ରହିଛି। ପ୍ରଥମ ଦିବସରେ…
ଚେନ୍ନାଇ ପାଇଁ ବଳିଦାନ ଦେଲେ ଧୋନୀ, ଜାଣିଲେ କହିବେ ବାଃ ବାଃ
ନୂଆଦିଲ୍ଲୀ,୧।୧୨:ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ଆଇପିଏଲ ୨୦୨୨ ପାଇଁ ପ୍ରକାଶିତ ଆଇପିଏଲ ୨୦୨୨ ରିଟେସନ୍ ତାଲିକା ପରେ ସ୍ପଷ୍ଟ ହୋଇଛି ଯେ ମହେନ୍ଦ୍ର ସିଂ ଧୋନୀ ଲିଗର ପରବର୍ତ୍ତୀ ସିଜନରେ ଖେଳିବେ। ଏହା ପୂର୍ବରୁ ସ୍ଥିର ହୋଇସାରିଛି ଯେ ସିଏସକେ ନିଶ୍ଚିତ…
ଚାଷୀଙ୍କୁ ଘାରିଲାଣି ବାତ୍ୟା ଭୟ
ରସୁଲପୁର,୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ପରିବା ଚାଷୀଙ୍କୁ ଘାରିଲାଣି ସମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’ର ଭୟ। ଲଘୁଚାପ ପ୍ରଭାବରେ ହେବାକୁ ଥିବା ବାତ୍ୟା ଯୋଗୁ ଶୀତଦିନିଆ ପରିବା ଚାଷ ବିଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବର୍ଷାକୁ ମୁକାବିଲା ପାଇଁ ଚାଷୀଙ୍କୁ…
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୩୭ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୯୮…
ଜାଲିଆତି ଧରିଲେ ଲୋକାୟୁକ୍ତ ନିର୍ଦ୍ଦେଶକ
ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୧ା୧୨:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରୁ କଳାପଥର ଲୁଟ୍ ସାଙ୍ଗକୁ ଜାଲିଆତି ହୋଇଥିବା ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଲିଜ୍ଧାରୀ ତ୍ରିନାଥ ଜେନା ଲିଜ୍ ପାଇଥିବା ଖାଦାନ ଏରିଆଠାରୁ ବହୁଗୁଣ ଅଧିକ ଅଞ୍ଚଳରୁ…
Archives


