Home Left

ପ୍ରତିଷ୍ଠା ଦିବସରେ ଭାଜପା ଛାଡ଼ିଲେ ବରିଷ୍ଠ ନେତା ଦେବାନନ୍ଦ

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଭାଜପା ପ୍ରତିଷ୍ଠା ଦିବସରେ ଗଞ୍ଜାମ ଭାଜପାକୁ ଲାଗିଛି ଶକ୍ତ ଧକ୍କା। ଇସ୍ତଫା ଦେଲେ ହିଞ୍ଜିଳିର ଜଣାଶୁଣା ବରିଷ୍ଠ ଭାଜପା ନେତା ଦେବାନନ୍ଦ ମହାପାତ୍ର। ହିଞ୍ଜିଳିକାଟୁଠାରେ ବୁଧବାର ମହାପାତ୍ର ନିଜ ଇସ୍ତଫା ବିଷୟରେ ପ୍ରେସ ମିଟ୍‌ କରି ଜଣାଇଛନ୍ତି। ୧୯୮୮ରୁ ମହାପାତ୍ର…

ଜୋରିମନା ଦେଲେ ଅଲ୍ଲୁ ଅର୍ଜୁନ

ସାଉଥ୍‌ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଲୁ ଅର୍ଜୁନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫସିଯାଇଛନ୍ତି। ତାଙ୍କ ଜୋରମନା ଦେବାକୁ ପଡିଛି। ଅଲୁ ଅର୍ଜୁନ ରେଞ୍ଜ ରୋଭର ବିଳାସପୂର୍ଣ୍ଣ ଏସୟୁଭି ୱିଣ୍ଡୋରେ ଏକ କଳା କାଚ ଲଗାଯାଇଥିଲା। ଏହି କାରଣରୁ ହାଇଦ୍ରାବାଦ ପୋଲିସ…

ଜାଲ ସାର୍ଟିଫିକେଟ ଦେଇ ନାମ ଲେଖାଇଥିଲେ ଦଣ୍ଡିତ ହେବେ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୬।୪(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଜରିଆରେ ନାମ ଲେଖା ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି । ଜାଲ ସାର୍ଟିଫିକେଟ ଦେଇ ଯଦି କେହି ନାମ ଲେଖାଇଛନ୍ତି, ତାହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ।…

ମୋଦିଙ୍କୁ ଭେଟିଲେ ଏନ୍‌ସିପି ମୁଖ୍ୟ

ନୂଆଦିଲ୍ଲୀ,୬।୪: ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ପ୍ରାୟ ୨୦ରୁ ୨୫ ମିନିଟ ଧରି ଚାଲିଥିଲା। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ରର ପ୍ରସଙ୍ଗକୁ ନେଇ…

ସ୍ମୃତି ମନ୍ଧାନା ଉଠିଲେ, ଖସିଲେ ମିତାଲି ରାଜ

ଦୁବାଇ, ୬।୪- ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟିକା ମିତାଲି ରାଜ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ମାତ୍ର ଷ୍ଟାର ଓପନର ସ୍ମୃତି ମନ୍ଧାନା ଉପରକୁ ଉଠିଛନ୍ତି। ଏବେ ର଼୍ୟାଙ୍କିଙ୍ଗ୍‌ରେ ମିତାଲି ୭ମ ଓ ମନ୍ଧାନା ୯ମ ସ୍ଥାନରେ ଅଛନ୍ତି।…

ବଲାଙ୍ଗୀର ମ୍ୟୁନିସିପାଲଟିର ଦାୟିତ୍ୱ ଗ୍ରହଣ କଲେ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ,୬ା୪: ବଲାଙ୍ଗୀର ମ୍ୟୁନିସିପାଲଟିର ନବ ନିର୍ବାଚିତ ଅଧ୍ୟକ୍ଷା ଲିକା ସାହୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ନବ ନିର୍ବାଚିତ ଅଧ୍ୟକ୍ଷାଙ୍କ ସମେତ ୨୧ଜଣ କାଉନ୍‌ସିଲରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା…

୧୨ ବର୍ଷ ବୟସରେ ପ୍ରଥମ ଥର ରଣବୀରଙ୍କୁ ଭେଟିଥିଲେ ଆଲିଆ

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ କେବଳ ଏକାଠି କାମ କରିଛନ୍ତି ତା’ନୁହଁ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ବାଳିକା ବଧୂରେ ମଧ୍ୟ ଦୁହେଁ କାମ କରିସାରଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିଆ…

ଛେଳି ଚରାଉଥିବା ଯୁବକ ଏବେ ଆଇଏଏସ୍‌

ନୂଆଦିଲ୍ଲୀ,୬।୪: ପିଲାଦିନ ସହିତ ଜଡିତ ସମସ୍ତଙ୍କର କିଛି ନା କିଛି ସ୍ମୃତି ରହିଛି। ଯେତେବେଳେ ଲୋକମାନେ ସେମାନଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ବସିଥାନ୍ତି ସେହି ମସୟରେ ଏହି ପୁରୁଣା ମୁହୂର୍ତ୍ତଗୁଡ଼ିକୁ ମନେପଡ଼ିଯାଇଥାଏ। ଇତିମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କର କିଛି ଏଭଳି ସ୍ମୃତି…

ୟୁପିରେ ମିଳିବ ଶସ୍ତା ଖାଦ୍ୟ: ଖୁବ୍‌ଶୀଘ୍ର ଯୋଗୀ ସରକାର ଆରମ୍ଭ କରିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଆରମ୍ଭ କରିଦେଇଛି। ଏହିକ୍ରମରେ ୟୁପିରେ ଯୋଗୀ ସରକାର ଗରିବ…

ଏହି ଦିନଠୁ ଆରମ୍ଭ ହେବ ରଣବୀର-ଆଲିଆଙ୍କ ବିବାହ ରୀତିନୀତି

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବେଶ୍‌ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ଧରି ଡେଟିଂ କରୁଥିବା ଏହି ଯୋଡି ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ…

ବାଇଡେନ୍‌ଙ୍କୁ ଉପରାଷ୍ଟ୍ରପତି ଭାବେ ସମ୍ବୋଧନ କଲେ ଓବାମା

ଓ୍ବାଶିଂଟନ୍‌,୬।୪: ଜୋ ବାଇଡେନ୍‌ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଥମ ଥର ପାଇଁ ହ୍ବାଇଟ ହାଉସ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ସେ ବାଇଡେନ୍‌ଙ୍କୁ ଭେଟି ସାକ୍ଷାତକାର କରିଛନ୍ତି। ଏହି ସମୟରେ ହ୍ବାଇଟ…

ଏଲିଅନ ମଣିଷଙ୍କ ସାଙ୍ଗରେ ରହି ପୃଥିବୀ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଆମେରିକା ବୈଜ୍ଞାନିକଙ୍କ ଦାବି…

ଓ୍ବାଶିଂଟନ, ୬।୪ : ଆମେରିକୀୟ ପ୍ରଫେସର ଡ. ଡେଭିଡ ଜ୍ୟାକବ ପୃଥିବୀରେ ଏଲିଏନଙ୍କ ଉପସ୍ଥିତି ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଆମେରିକୀୟ ପ୍ରଫେସର କହିଛନ୍ତି ଯେ ପୃଥିବୀରେ ଏଲିଏନ ମଣିଷଙ୍କ ସାଙ୍ଗରେ ରହୁଛନ୍ତି। ସେମାନେ ମଣିଷମାନଙ୍କୁ ଅପହରଣ କରିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?