ଶସ୍ତା ହେଲା ପେଟ୍ରୋଲ
ନୂଆଦିଲ୍ଲୀ,୧।୧୨: ରାଜଧାନୀ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି କେଜ୍ରିଓ୍ବାଲ୍ ସରକାର। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧ ଡିସେମ୍ବର ୨୦୨୧ ରେ ରାଜଧାନୀରେ ପେଟ୍ରୋଲ ଉପରେ ଭାଟ ହ୍ରାସ କରିଛନ୍ତି। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ପେଟ୍ରୋଲ ପ୍ରାୟ ୮…
ସ୍ବାମୀଙ୍କ ଘର ଆଗରେ ଧାରଣା ଦେଲେ ପ୍ରଥମ ସ୍ତ୍ରୀ
ଗଞ୍ଜାମ,୧।୧୨(ଡି.ଏନ୍.ଏ.): ସ୍ବାମୀର ଅଧିକାର ନେଇ ପ୍ରଥମ ସ୍ତ୍ରୀ ଘର ଆଗରେ ଧାରଣା ଦେଇଛନ୍ତି ଦ୍ୱିିିତୀୟ ସ୍ତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହର ୱାର୍ଡ ନଂ. ୪ ରାଉଳ ସାହିରେ। ରାୟଗଡା ଅଞ୍ଚଳର ସ୍ବପ୍ନା ମହାପାତ୍ର ନାମକ ଜଣେ…
ହାର୍ଟ ସର୍ଜରୀ ବଦଳାଇ ଦେଲା ଭାଗ୍ୟ, କାରଣ ଜାଣିଲେ…
ଜଣେ ବ୍ୟକ୍ତିଙ୍କର ହାର୍ଟ ସର୍ଜରୀ ପରେ ଭାଗ୍ୟ ବଦଳିଯାଇଛି। କାରଣ ତାଙ୍କ ଅଜାଣତରେ ଆକାଉଣ୍ଟକୁ ୭ କୋଟି ଟଙ୍କା ଆସିଛି। ଏହା ଜାଣିବା ପରେ ଏହି ବ୍ୟକ୍ତିଙ୍କର ଖୁସି କହିଲେ ନ ସରେ। ଆମେରିକାର ମାସାଚ୍ୟୁଟ୍ସରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ୧…
ବାଣ ତିଆରି ପାଇଁ ରଖାଯାଇଥିବା ବାରୁଦ ବିସ୍ଫୋରଣ, ୩ ମୃତ…
କୋଲକାତା,୧।୧୨: ବୁଧବାର ପୂର୍ବାହ୍ନରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲାର ମୋହନପୁର ଗାଁର ଏକ ଆବାସିକ କୋଠାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା…
ଫିଲ୍ମ‘ରାଧେ ଶ୍ୟାମ’ ପ୍ରଥମ ଗୀତ ରିଲିଜ୍
ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ ପୂଜା ହେଗଡେଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ‘ରାଧେ ଶ୍ୟାମ’କୁ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଫିଲ୍ମର ପ୍ରଥମ ଗୀତ ‘ଆଶିକି ଆ…
ସମ୍ଭାବ୍ୟ ବାତ୍ୟା ଭୟ: ଧାନ କାଟିଲେଣି ଚାଷୀ
ଛତ୍ରପୁର,୧ା୧୨(ଡି.ଏନ୍.ଏ.): ଆସୁଛି ବାତ୍ୟା ‘ଜଓ୍ବାଦ’ । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ। ୩ ତାରିଖରୁ ଉପକୂଳରେ ହେବ ବର୍ଷା । ଏନେଇ ଗଞ୍ଜାମ ଜିଲା ସମେତ ବିଭିନ୍ନ ଜିଲାରେ ପ୍ରବଳ…
ବୋନିଙ୍କୁ ଏମିତି କହିଲେ ପୁଅ ଅର୍ଜୁନ
ମୁମ୍ବାଇ: ବଲିଉଡ୍ର ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଛନ୍ତି। ଏବେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବୋନି କପୁର ମଧ୍ୟ ଇନ୍ଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଖୋଲିଛନ୍ତି। ଏହା…
କୋହଲି, ଧୋନୀଙ୍କ ବେତନ କମିଲା: ଜାଣନ୍ତୁ ଆଇପିଏଲ୍ କାହାକୁ ମିଳିବ କେତେ ଟଙ୍କା
ନୂଆଦିଲ୍ଲୀ,୧।୧୨: ସମସ୍ତ ୮ଟି ଫ୍ରାଞ୍ଚାଇଜ ଦ୍ୱାରା ରଖାଯାଇଥିବା ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏବେ ଖେଳାଳିଙ୍କ ବେତନକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଯେଉଁ ଖେଳାଳିମାନଙ୍କ ଉପରେ ଫ୍ରାଞ୍ଚାଇଜ ସେମାନଙ୍କ ବିଶ୍ୱାସକୁ ପୁନଃ ପ୍ରକାଶ କରିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ନାମ…
ଜେସିବିରେ ବସି ବେଦୀକୁ ଯାଉଥିଲେ ବରକନ୍ୟା, ହଠାତ୍ ଖସିପଡ଼ିଲେ; ଆଉ ତା’ ପରେ…
ସୋସିଆଲ ମିଡିଆରେ ଅନେକ ସମୟରେ ବହୁ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ କଷ୍ଟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ…
କରୋନାର ନୂଆ ଭାରିଆଣ୍ଟ୍ ପାଇଁ ବୁଷ୍ଟର ଡୋଜ୍ ଆଣିପାରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୧।୧୨: କରୋନାର ଓମିକ୍ରନ ଭାରିଆଣ୍ଟ ପାଇଁ ଏକ ବୁଷ୍ଟର୍ ଡୋଜ ଆଣିବାକୁ ପ୍ରସ୍ତୁତ ହେଉଛି ସେରମ ଇନଷ୍ଟିଚ୍ୟୁଟ। ତଥାପି, ଏହି ନୂତନ ପ୍ରକାର ବିଷୟରେ ଅଧ୍ୟୟନ ଏବଂ ସେମାନଙ୍କର ଅନୁସନ୍ଧାନକୁ ଅପେକ୍ଷା କରାଯାଇଛି। ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାୱାଲା ଏକ…
ଏହି କ୍ରିକେଟର୍ଙ୍କ ବଦଳିଗଲା ଭାଗ୍ୟ, ବେତନ ୪୦୦୦ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ,୧।୧୨: ଆଇପିଏଲ୍ ୨୦୨୨ ପାଇଁ ରିଟେସନ୍ ତାଲିକା ବାହାରିଛି। ପଞ୍ଜାବ ବ୍ୟତୀତ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କର ମୂଳ ଖେଳାଳିଙ୍କୁ ବଜାୟ ରଖିଛନ୍ତି। ଅନେକ ଦଳ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ। ଏଥି ସହିତ ଅନେକ ଖେଳାଳିଙ୍କ ଦରମା ଯଥେଷ୍ଟ…
ଭିଜିଲାନ୍ସ ଜାଲରେ ଥାନାଧିକାରୀ, କାର୍ ସିଟ୍ତଳୁ ବାହାରିଲା ବିଡ଼ା ବିଡ଼ା ଟଙ୍କା
ବଲାଙ୍ଗୀର ଅଫିସ,୧ା୧୨: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଦୀର୍ଘଦିନ ହେଲା ଭିଜିଲାନ୍ସ ବିଭାଗ ତାଙ୍କ ଉପରେ ନଜର ରଖିଥିଲା। ତେବେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର…
Archives


