Home Left

‘୧୫ ମହଲା ବାଲକୋନିରେ ମୋତେ ଟାଙ୍ଗି ଦେଇଥିଲେ’

ନୂଆଦିଲ୍ଲୀ,୮।୪: ଚଳିତ ଆଇପିଏଲ ସିଜନରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୟୁଜବେନ୍ଦ୍ର ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶୁକ୍ରବାର ଟୁଇଟ୍‌ କରାଯାଇଥିବା ଭିଡିଓରେ ଚହଲ ୨୦୧୩ରେ…

ବିଦେଶରେ ଦେଶୀ ଅନ୍ଦାଜରେ ପିସି

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ସବୁବେଳେ କିଛି ନା କିଛି କାରଣ ପାଇଁ ଥାଆନ୍ତି ଲାଇମ ଲାଇଟରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ନାୟିକା ପ୍ରିୟଙ୍କା ଚୋପ୍ରା ତାଙ୍କ ଆଉଟଫିଟକୁ ନେଇ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି ।…

ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ପୁଣେ,୮।୪: ଆଇପିଏଲ ୨୦୨୨ରେ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚ ଖେଳାଯାଇଛି। ଏହି ସମୟ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲ ଶୀର୍ଷରେ ଅଛି। କେକେଆର୍‌ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ୬-୬ ପଏଣ୍ଟ ପାଇଛନ୍ତ। କିନ୍ତୁ ନେଟ ରନ ହାର ଦୃଷ୍ଟିରୁ…

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ହନୁମାନ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ବାତୁଳା ଗଙ୍ଗାଧର, ଏସ୍‌ଏମ୍‌ସି କମିଶନର ପ୍ରଦୀପ କୁମାର ସାହୁ, ଏଡିଏମ୍‌ ଉମାକାନ୍ତ ରାଜ, ଉପଜିଲାପାଳ ମୟୁର…

ଝାରସୁଗୁଡ଼ା-ବରଗଡ଼କୁ ସଂଯୋଗ କରିବ ୩ କି.ମି. ଲମ୍ବା ହାଇ ଲେବଲ୍‌ ବ୍ରିଜ୍‌

ନୂଆଦିଲ୍ଲୀ/ଝାରସୁଗୁଡ଼ା ଅଫିସ: ୮।୪: ଝାରସୁଗୁଡା ଜିଲାକୁ ପଡୋଶୀ ବରଗଡ଼ ଜିଲା ସହିତ ସଂଯୋଗୀକରଣ କରିବା ପାଇଁ ମହାନଦୀ ଉପରେ ଏକ ହାଇଲେବଲ ବ୍ରିଜ୍‌ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି…

ବାଲକୋନିରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ପୁରୀ ଅଫିସ,୮।୪: ପୁରୀରେ ଏକ ଘରୋଇ ହୋଟେଲରେ ଜଣେ ପର୍ଯ୍ୟଟକ ମୃତ୍ୟୁ ଘଟିଛି । ସେ ହେଲେ ଚୟନ ରୟ । ଚୟନ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡିଛି। ଏହି ଘଟଣା ସମ୍ପର୍କରେ ହୋଟେଲ କର୍ତ୍ତୁପକ୍ଷ ପୁରୀ ସମୁଦ୍ରକୂଳ…

ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଚହଲ

ପୁଣେ,୮।୪: ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଖେଳୁଛନ୍ତି। ସେ ୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ଥିଲେ। ଚଳିତ ଆଇପିଏଲ୍‌ରେ ଚହଲ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମା’ ମୃତ, ଝିଅ-ଜ୍ୱାଇଁ ଗୁରୁତର

ବାଲେଶ୍ୱର ଅଫିସ,୮ା୪: ବାଲେଶ୍ୱର ସଦର ଥାନା ଅଧୀନସ୍ଥ ନହରପାଟଣା-ଫୁଲାଡ଼ି ଜାତୀୟ ରାଜପଥରେ ଶୁକ୍ରବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ , ୪୦୭ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା…

‘କ୍ରୁନାଲ, ମୋ ମଧ୍ୟରେ ଯାହା ଘଟିଗଲା’

ନବି ମୁମ୍ବାଇ,୮।୪: ଟିମ୍‌ ଇଣ୍ଡିଆ ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ (ଏଲ୍‌ଏସ୍‌ଜି) ଅଲରାଉଣ୍ଡର ଦୀପକ ହୁଡା ଦୀର୍ଘ ଦିନ ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ବିବାଦ ଉପରେ ମୁହଁ ଖୋଲିଛନ୍ତି। କୌତୁହଳର କଥା ହେଲା, ପ୍ରାୟ ବର୍ଷେ ତଳେ କ୍ରୁନାଲ ତାଙ୍କ…

ବଲିଉଡ୍‌ରେ ଡେବ୍ୟୁକୁ ନେଇ ଏଭଳି କହିଲେ ଅଭିନେତା

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ବେଶ୍‌ ଜଣାଶୁଣା ଆକ୍ଟର। ନିକଟରେ ଅଭିନେତାଙ୍କୁ ଏକ ସାକ୍ଷାତକାରରେ ବଲିଉଡ୍‌ରେ ଡେବ୍ୟୁ କରିବା ଉପରେ ପଚରାଯାଇଥିଲା। ଯାହାର ଉତ୍ତରରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ଅଭିନେତା କହିଛନ୍ତି,…

ମାଲିକଙ୍କୁ ଏମିତି ପ୍ରଶ୍ନ ପଚାରି ଚାକିରି ହରାଇଲେ କର୍ମଚାରୀ, ଜାଣିଲେ…

ସାଧାରଣତଃ ନୂଆ ଚାକିରି ପାଇଲେ ସମସ୍ତେ ଖୁସି ହୁଅନ୍ତି, କିନ୍ତୁ ଚାକିରି କରିବାକୁ ଯାଇଥିବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥାଏ। ଫଳରେ ସେମାନେ ଚାକିରିରେ ଯୋଗଦେବା ପୂର୍ବରୁ ଉତ୍ତର ଖୋଜିବାକୁ ଚେଷ୍ଟା କରନ୍ତି, କାରଣ ଯୋଗଦେବା ପରେ କୌଣସି ପ୍ରକାରର…

ମୁମ୍ବାଇରେ ଦେଶର ପ୍ରଥମ ଏକ୍ସଇ ଭାରିଆଣ୍ଟ ମାମଲା

ନୂଆଦିଲ୍ଲୀ,୮।୪: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଏକ୍ସଇ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଭାରତରେ ପ୍ରଥମ ଏକ୍ସଇ ମାମଲା। ସେହିପରି କାପ୍ପା ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?