ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ
ହାଇଦ୍ରାବାଦ,୪।୧୨: ବରିଷ୍ଠ ରାଜନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତି ରୋସାଇଆଙ୍କ ଶନିବାର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ଅସୁସ୍ଥ ହେବାରୁ ତାଙ୍କୁ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି…
ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ
ମାଲକାନଗିରି,୪ା୧୨(ଡି.ଏନ୍.ଏ.): ଜଣେ ଯବାନ ନିଜ ସର୍ଭିସ ରାଇଫଲ୍ରୁ ଗୁଳି ଫୁଟାଇ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ। ପୋଟେରୁ ପୋଲିସ କ୍ୟାମ୍ପ୍ରେ ନିୟୋଜିତ ଥିବା ଜଣେ ଯବାନ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ଯବାନ…
ଆସନ୍ତା ବର୍ଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ରୁଷିଆ…
ମସ୍କୋ,୪।୧୨: ୟୁକ୍ରେନ ଏବଂ ରୁଷିଆ ସୀମାରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ୟୁକ୍ରେନ ଦାବି କରିଛି ରୁଷିଆ ସୀମାରେ ୯୪ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ଆସନ୍ତା ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ସୈନ୍ୟ ସଂଖ୍ୟାରେ ପୁଣି…
ଟିକା ନେଇ ନ ଥିଲେ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ମନା
ମଦୁରାଇ,୪।୧୨: ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଟିକା ନେଇ ନ ଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ…
ଇନୋଭା -ଟ୍ରକ ମୁହାଁମୁହିଁ ଧକ୍କା,୨ମୃତ
ଛେଣ୍ଡିପଦା ,୪।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୋଳ- ଛେଣ୍ଡିପଦା ଯାଇଥିବା ୬୩ ନଂ ରାଜ୍ୟ ରାଜପଥର ଜିନ୍ଦଲଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର…
ପଲିଟିକ୍ସ୍ ଫିଜିକ୍ସ୍ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଶାହା କହିଛନ୍ତି ଯେ, ପଲିଟିକ୍ସ୍ ଫିଜିକ୍ସ୍…
ରାଜ୍ୟରେ କରୋନା ନେଲା ୨ ଜୀବନ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୨୦ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…
ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶର ଆଜି ଚତୁର୍ଥ ଦିନ। ଆଜି ବି ବିଧାନସଭା ଆରମ୍ଭରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ…
ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’!
ଭୁବନେଶର,୪।୧୨(ବ୍ୟୁରୋ) : ବାତ୍ୟା ‘ଜୱାଦ’ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ପୁରୀ ଜିଲାରେ ସ୍ଥଳଭାଗ ଛୁଇଁବା ବେଳେ ଏହା ଗଭୀର ଅବପାତର ରୂପ ନେବ। ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କି.ମି ରହିବ। ପରେ ଉତ୍ତର-ପୂର୍ବ…
ଉତ୍ତର ପ୍ରଦେଶ ନିର୍ବାଚନରେ ଲୁଙ୍ଗି-ଟୋପିର ଏଣ୍ଟ୍ରି କରାଇଲେ କେଶବ ପ୍ରସାଦ
ଲକ୍ଷ୍ନୌ,୪ ।୧୨: ଉତ୍ତର ପ୍ରଦେଶ ନିର୍ବାଚନର ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ବେଳକୁ ବେଳ ସରଗରମ ହୋଇ ଉଠୁଛି । ସମସ୍ତ ଦଳ ନିଜ ନିଜର ବିରୋଧୀଙ୍କୁ ଟାର୍ଗେଟ କରି ଚାଲିଛନ୍ତି । ଇତିମଧ୍ୟରେ ଉତ୍ତର ପ୍ରଦେଶର ଉପ…
ଭାରତରେ ଓମିକ୍ରନ୍ର ରହୁଛି ଏସବୁ ଲକ୍ଷଣ..
ନୂଆଦିଲ୍ଲୀ,୪ ।୧୨: କରୋନା ମହାମାରୀ ବେଳକୁ ବେଳ ମାରାତ୍ମକ ହେବାରେ ଲାଗିଛି । ଏବେ ଏହାର ନୂଆ ଭାରିଏଣ୍ଟ ଆଫ୍ରିକାରେ କାୟା ବିସ୍ତାର କରିଥିବା ବେଳେ ବିଶ୍ୱର ପ୍ରାୟ ୩୦ ଦେଶକୁ ବ୍ୟାପି ସାରିଲାଣି । ତେବେ ଓମିକ୍ରନ୍ ଚିହ୍ନିବେ କିପରି…
ଆଫ୍ରିକାରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ, ଏକ ସପ୍ତାହରେ ଶହେ ପ୍ରତିଶତରୁ ଅଧିକ ସଂକ୍ରମଣ
ଜୋହାନସବର୍ଗ,୪ ।୧୨: କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ୍ର ମୁକାବିଲା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ)ର ଏକ ବିଶେଷଜ୍ଞ ଦଳ ଦକ୍ଷିଣ ଆଫ୍ରିକା ପହଞ୍ଚିଛନ୍ତି । ଏମାନେ ଗୌତେଙ୍ଗ ଅଞ୍ଚଳରେ ଓମିକ୍ରନର ମୁକାବିଲା କରିବାରେ ସାହାଯ୍ୟ କରିବେ । ଓମିକ୍ରନ ଏବେ ସୁଦ୍ଧା…
Archives


