Home Left

ବାତ୍ୟା ପୂର୍ବରୁ ସତର୍କ ସୂଚନା ମାନିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପାଇଁ ପ୍ରଶାସନ ଦ୍ୱାରା ଜାରି ହୋଇଥିବା ସତର୍କ ସୂଚନା ପାଳନ କରିବା ସହ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଭାବିତ ଜିଲାବାସୀଙ୍କୁ ଟୁଇଟ୍‌ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

‘ମମିତାଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦରଦ ନାହିଁ’

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ବିଧାନସଭାରେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଛଳନାପୂର୍ଣ୍ଣ ଭିଡିଓ ବିବୃତି ଦେଇଛନ୍ତି। ମମିତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ହୋଇଥିବା ଅପଚେଷ୍ଟା ରାଜ୍ୟବାସୀଙ୍କୁ ଗଭୀର ଆଘାତ ପହଞ୍ଚାଇଛି ବୋଲି ଖବରଦାତା ସମ୍ମିଳନୀ ଜରିଆରେ…

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା ବିଜେଡି

ଭୁବନେଶ୍ୱର,୪।୧୨(ବ୍ୟୁରୋ): ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ମହିଳା ବିଜେଡି ରଣହୁଙ୍କାର ଦେଇଛି। ଗ୍ୟାସ୍‌ ଦର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେବା ବିରୋଧରେ ମହିଳା ବିଜେଡି କର୍ମୀ ରାସ୍ତାକୁ ଓହ୍ଲାଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେବା…

ମମିତା ଝଡ଼ରେ ଗଲା ତୃତୀୟ ଦିନ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାକୁ ନେଇ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବିରେ ବିରୋଧୀ ଅଡ଼ି ବସିଥିବାବେଳେ ପ୍ରବଳ ହଟ୍ଟଗୋଳକୁ ନେଇ ବିଧାନସଭା ତୃତୀୟ…

ଓମିକ୍ରନକୁ ନେଇ କଡା ହେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୪ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହା ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଦେଶରେ ପହଞ୍ଚି ସାରିଲାଣି । ଭାରତ ବି ଏଥିରୁ ବାଦ୍ ଯାଇନାହଁ । କର୍ନାଟକରେ ପ୍ରଥମେ ୨…

ପାଣି-ପବନ ପ୍ରଦୂଷଣ ଯୋଗୁ ଜନ୍ମ ନେଇଛନ୍ତି ଅଧିକ ପୁଅ!

କାଲିଫର୍ନିଆ,୪ ।୧୨: ଅମେରିକା ଓ ସ୍ୱିଡେନରେ ୧୯୮୩ରୁ ୨୦୧୩ ମଧ୍ୟରେ ଜନ୍ମ ନେଇଥିବା ପାଖାପାଖି ୬୦ ଲକ୍ଷ ଶିଶୁ ଓ ଏହାର ପରିବେଶର ଅଧ୍ୟୟନକୁ ଆଧାର କରି ଏକ ନୂଆ ତଥ୍ୟ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି କି ପାଣି…

ଏହି ଦିନ ରିଲିଜ୍‌ ହେବ ଫିଲ୍ମ‘ପୁଷ୍ପା’

ମୁମ୍ବାଇ : ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ତାଙ୍କର ଦମଦାର ଅଭିନୟ ଏବଂ ଆକ୍ସନ ପାଇଁ ବେଶ୍‌ ଜଣାଶୁଣା। ଏବେ ସେ ତାଙ୍କର ଆଗାମୀ ଫିଲ୍ମ‘ପୁଷ୍ପା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ ବହୁ ପ୍ରତିକ୍ଷୀତ…

ଖାସ୍‌ ତାରିଖକୁ ନେଇ ହାତରେ ଟାଟୁ କଲେ ପାଣ୍ଡ୍ୟା

ମୁମ୍ବାଇ,୪।୧୨: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଦାମୀ ଘଣ୍ଟା ଏବଂ କାରଠାରୁ ଆରମ୍ଭ କରି ତାଙ୍କ ହେୟାର ଷ୍ଟାଇଲ ଏବଂ କେଶ ରଙ୍ଗ ପର୍ଯ୍ୟନ୍ତ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଏକ ଟାଟୁ କରିଛନ୍ତି।…

ସାମୁଦ୍ରିକ ସୀମା ସୁରକ୍ଷିତ ରଖେ ନୌସେନା

ଭାରତୀୟ ନୌସେନା ଦିବସ ପ୍ରତିବର୍ଷ ୪ ଡିସେମ୍ବରରେ ପାଳନ କରାଯାଇଥାଏ। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ନୌସେନାର ସଫଳତା ଏବଂ ଭୂମିକା ନେଇ ଏହି ଦିବସ ପାଳନ ଅବସରରେ ସଚେତନତା ସୃଷ୍ଟି କରାଯାଇଥାଏ। ୧୯୭୧ ଡିସେମ୍ବର ୪ରେ ଅପରେଶନ ଟ୍ରାଇଡେଣ୍ଟ ସମୟରେ…

ମାନଚିତ୍ରରେ ନ ଥିବା ଗାଁ ହେଲା ଚିହ୍ନଟ

ମାଲକାନଗିରି,୪ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାନଚିତ୍ରରେ ନ ଥିବା ଗାଁ ଚିହ୍ନଟ କରିଛନ୍ତି ତହସିଲଦାର। ଏହି ନୂତନ ଗ୍ରାମ ହେଲା ଖଇରପୁଟ ବ୍ଲକ ରାସବେଡ଼ା ପଞ୍ଚାୟତ ଅଧୀନ ଘାସିଙ୍ଗବେଡ଼ା। ଗାଁରେ ୭୦ରୁ ଊର୍ଦ୍ଧ୍ୱ ଡିଡାଇ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ହେଲେ ଜିଲା…

ବିମାନସେବା ବନ୍ଦ କରି ଦେଇଥିଲେ ହୁଏତ ଦେଶରେ ପ୍ରବେଶ କରିପାରି ନ ଥାଆନ୍ତା ଓମିକ୍ରନ୍‌: କେଜରିୱାଲ

ନୂଆଦିଲ୍ଲୀ,୪ ।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ସରକାର ଯଦି…

ମା’ବାପା ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇ ନ ଥିଲେ ପିଲାଙ୍କୁ ସ୍କୁଲ ମନା

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ପ୍ରଥମ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସଂକ୍ରମଣ ରୋକିବା ଲାଗି ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri