ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇଲେ ଅଧିକାରୀ
ମୁମ୍ବାଇ,୫।୧୨: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ରବିବାର ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ ଅଧିକାରୀ ରୋକି ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ପାଇଁ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ଏଣୁ ତାଙ୍କୁ ଭାରତ ଛାଡ଼ିବାକୁ…
ବିହାରରେ ୫ ଆଫ୍ରିକା ଫେରନ୍ତା କୋଭିଡ୍ ସଂକ୍ରମିତ
ପାଟନା,୫।୧୨: ବିହାରର ଗୋପାଳଗଞ୍ଜ ଜିଲାରେ ରବିବାର ୫ ଜଣଙ୍କଠାରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି। ସେମାନେ ଓମିକ୍ରନ୍ ସଂକ୍ରମିତ ଆଫ୍ରିକୀୟ ଦେଶରୁ ଆସିଛନ୍ତି। ନମୁନା ସଂଗ୍ରହ କରି ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। କିଛିଦିନ ତଳେ ଗୋପାଳଗଞ୍ଜରେ ପହଞ୍ଚି ଥିବା ଏହି…
ଟଙ୍କା ସହ କ୍ୟାବିନେଟ୍ ସିଟ ଯାଚୁଛନ୍ତି ଭାଜପା ନେତା
ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ଯାଚିଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଞ୍ଜାବର ଆମ ଆଦମୀ ପାର୍ଟି…
ମଣ୍ଡିରେ ଭିଜୁଛି ଧାନ
କୋକସରା,୫।୧୨(ଡି.ଏନ.ଏ.): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ କଳାହାଣ୍ଡି ଜିଲାରେ ଶନିବାରଠାରୁ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି। ଫଳରେ ଖୋଲା ମଣ୍ଡିରେ ପଡିଥିବା ଶହ ଶହ କୁଇଣ୍ଟାଲ ଧାନ ଭିଜୁଥିବା ଦେଖିବାକୁ ମିଳୁଛି। କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନରେ ଥିବା…
ଇଣ୍ଡୋନେସିଆରେ ଆଗ୍ନେୟଗିରି ଉଦ୍ଗିରଣ ନେଲା ୧୪ ଜୀବନ
ଜାକର୍ତ୍ତା,୫ା୧୨: ଇଣ୍ଡୋନେସିଆର ଜନବହୁଳ ଜାଭା ଦ୍ୱୀପରେ ଥିବା ସବୁଠାରୁ ଉଚ୍ଚତମ ପର୍ବତ ସେମେରୁରେ ଭୟଙ୍କର ଆଗ୍ନେୟଗିରି ଉଦ୍ଗିରଣ ହୋଇଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ଆକାଶରେ ବିରାଟକାୟ ବେଲୁନ୍ ଆକାରର ଧୂଆଁ ଏବଂ ଉତ୍ତପ୍ତ ବାଦଲ ଛାଇ ହୋଇଯାଇଥିଲା। ଆଗ୍ନେୟଗିରିରୁ…
କୁମ୍ବଲେ, ଭଜିଙ୍କୁ ଟପିଲେ ଅଶ୍ୱିନ
ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ତଥା ମୁମ୍ବାଇ ଟେଷ୍ଟର ତୃତୀୟ ଦିନରେ ୩ ଉଇକେଟ ନେଇ ଚଳିତ ବର୍ଷ ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ପୂରଣ କରିଛନ୍ତି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏହାକୁ ମିଶାଇ ଅଶ୍ୱିନ କ୍ୟାରିୟରରେ…
କେନ୍ଦ୍ରର ତାଗିଦ ପରେ ଉତ୍ତର ରଖିଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଓଡ଼ିଶାରେ ଟେଷ୍ଟିଂ କମିବା ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ ଶନିବାର କେନ୍ଦ୍ର ସରକାର ଉଦବେଗ୍ ପ୍ରକାଶ କରିବା ପରେ ରବିବାର ସ୍ବାସ୍ଥ୍ୟ ବିଭାଗ ପ୍ରତିକ୍ରିୟା ରଖିଛି। ଏହି ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର…
ଅଖାରେ ବାନ୍ଧି ନବଜାତ ଶିଶୁ କନ୍ୟାଙ୍କୁ ଫୋପାଡି ଦେଇଥିଲେ
ଯୋଡ଼ା,୫।୧୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ପଶ୍ଚିମ ଯୋଡ଼ା ହୁଡ଼ି ସାହି ନିକଟ ଏକ ପରିତ୍ୟକ୍ତ ବୁଦାମୂଳରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ରବିବାର ହୁଡ଼ି ସାହି ଓ ଟାଟା କମ୍ପାନୀର ପାଚେରୀ ନିକଟ ଏକ…
ରାଗିକି ସଂସଦ ଟିଭିରୁ ଇସ୍ତଫା ଦେଲେ ଶିବସେନା ଏମ୍ପି
ନୂଆଦିଲ୍ଲୀ,୫।୧୨: ଶିବସେନା ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ ଅଧିବେଶନରୁ ନିଲମ୍ବିତ ହେବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ସଂସଦ ଟିଭିରେ ଆଙ୍କରିଂ ଛାଡିବା ନେଇ ପ୍ରିୟଙ୍କା ରାଜ୍ୟ ସଭା ଅଧ୍ୟକ୍ଷ…
ବ୍ରୋଞ୍ଜ ପଦକ ମ୍ୟାଚ୍ରେ ନିରାଶ ହେଲା ଭାରତ
ଭୁବନେଶ୍ୱର,୫।୧୨: ଜୁନିୟର ହକି ବିଶ୍ୱକପରେ ଗତ ସଂସ୍କରଣର ଚାମ୍ପିୟନ ଭାରତ ଏଥର ୪ର୍ଥ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ୧-୩…
ଅଟ୍ଟାରୀ ବର୍ଡରରେ ସନ୍ତାନ ଜନ୍ମଦେଲେ ପାକିସ୍ତାନୀ ମହିଳା: ଶିଶୁ ନାଁ ରଖିଲେ…
ଅମୃତସର,୫।୬:ଦେଶକୁ ଫେରିବା ପାଇଁ ଅପେକ୍ଷା କରି ଅଟ୍ଟାରୀ ସୀମାରେ ଜଣେ ପାକିସ୍ତାନୀ ହିନ୍ଦୁ ମହିଳା ଏଠାରେ ଏକ ଶିଶୁ ଜନ୍ମ ଦେଇଛନ୍ତି। ପରେ ସେ ଶିଶୁର ନାମ ‘ବର୍ଡର’ ରଖିଛନ୍ତି। ସୂଚନାଯୋଗ୍ୟ, ଭାରତରେ ଲକଡାଉନ୍ ପଡିବା ପୂର୍ବରୁ ୯୯ ଜଣ ପାକିସ୍ତାନୀ…
ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି : ତଥାପି ସତର୍କ ରୁହ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ସାରା ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭୟ ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ଓମିକ୍ରନକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓମିକ୍ରନ ଆକ୍ରାନ୍ତ ଦେଶ ଗୁଡ଼ିକରୁ ଫେରୁଥିବା ଲୋକଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିବା…
Archives


