ଯେସାକୁ ତେସା ରାଜନୀତି କଲେ ସିଦ୍ଧୁ
ନୂଆଦିଲ୍ଲୀ,୫।୧୨: ପଞ୍ଜାବ ରାଜନୀତିରେ ନିଜ ପାଇଁ ବଡ଼ ସମ୍ଭାବନା ଖୋଜୁଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ରବିବାର ଦିଲ୍ଲୀରେ କଂଗ୍ରେସ ଘେରିଛି। କେଜ୍ରିୱାଲ ଯେଉଁ ପ୍ରସଙ୍ଗରେ ପଞ୍ଜାବରେ ନିଜର ସ୍ଥିତି ବଢାଇବାକୁ ଚେଷ୍ଟା କରୁଛନ୍ତି, କଂଗ୍ରେସ ସମାନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରିଛି। ପଞ୍ଜାବ…
ପୁଣି ଥରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ
ନୂଆଦିଲ୍ଲୀ,୫।୧୨: ଭାରତର ଚାମ୍ପିୟନ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ପୁଣି ଥରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ବିଡବ୍ଲ୍ୟୁଏଫ୍ ଓ୍ବାଲ୍ଡ ଟୁର ଫାଇନାଲ୍ସରେ। ବିଶ୍ୱ ବ୍ୟାଡ୍ମିଣ୍ଟନ ସିଜନର ଅନ୍ତିମ ଟୁର୍ନାମେଣ୍ଟର ଫାଇନାଲରେ ସିନ୍ଧୁଙ୍କୁ ହରାଇ ଦେଇଛନ୍ତି କୋରିଆର ୧୯ ବର୍ଷୀୟା…
ରାସ୍ତାରେ ହୁତୁହତୁ ହୋଇ ଜଳିଗଲା ବାଇକ୍
ଠାକୁରମୁଣ୍ଡା,୫।୧୨(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆଠାରେ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଛି। ହେଲେ ବାଇକ୍ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲେ ତାର ସଂସ୍ପର୍ଶରେ ଆସି ବାଇକ ସପୂର୍ଣ୍ଣ ଭସ୍ମ ହୋଇଯାଇଛି। ସ୍ଥାନୀୟ…
ଭୋଟ ନ ଦେଲେ, ବ୍ୟାଙ୍କ୍ ଆକାଉଣ୍ଟରୁ କଟିବ ଟଙ୍କା: ନକଲି ଖବର ପ୍ରସାରିତ ପରେ ପୋଲିସର ଦ୍ୱାରସ୍ଥ ହେଲା ନିର୍ବାଚନ କମିଶନ
ନୂଆଦିଲ୍ଲୀ,୫।୧୨: ଭାରତୀୟ ନିର୍ବାଚନ କମିଶନ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଏକ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ଦିଆଯାଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ସୋସିଆଲ ମିଡିଆ ହ୍ବାଟସଆପ୍ରେ ଏକ ମିଥ୍ୟା ଖବର ପ୍ରଚାର କରାଯାଉଛି,…
ବାରହା ଫାଶରେ ମଣିଷ
ଝାରସୁଗୁଡା ଅଫିସ,୫।୧୨(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଲୁହାବଗା ଗ୍ରାମରେ ଗତ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଗ୍ରାମ ନିକଟରେ ବାରହା ମାରିବା ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିଲେ । ତାର…
ଫିଟୁଛି ଜାକଲିନ୍ଙ୍କ ଗୁମର
ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ନାଡିଜ୍ ଅଡୁଆରେ ଫସିଯାଇଛନ୍ତି। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସେ ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅଭିନେତ୍ରୀ ନୋରା ଫତେହି ଜେରାର ସମ୍ମୁଖୀନ…
କିସିଂ ସିନ୍କୁ ଆଲିଆଙ୍କ ନାଁ
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ‘ରକି ଔର ରାନି କି ପ୍ରେମ କାହାନି’ର ଶୁଟିଂ ଏବେ ଦିଲ୍ଲୀରେ ଚାଲିଥିବା ବେଳେ ତାଙ୍କ ଅପୋଜିଟରେ ଅଛନ୍ତି ନାୟକ ରଣବୀର ସିଂ…
ହାତୀ ପାଇଁ ସ୍ବେଟର
ଶୀତଦିନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତବସ୍ତ୍ର ସମସ୍ତେ ପିନ୍ଧନ୍ତି। ହେଲେ କେବେ କୌଣସି ପଶୁଙ୍କୁ ଶୀତବସ୍ତ୍ର ପିନ୍ଧିବା ଦେଖି ନ ଥିବେ। ଯଦିଓ ଆଜିକାଲି କେହି କେହି ନିଜର ପେଟ୍ଙ୍କୁ ଶୀତବସ୍ତ୍ର ପିନ୍ଧାଉଛନ୍ତି। ହେଲେ କେବେ କୌଣସି ହାତୀକୁ ଶୀତବସ୍ତ୍ର…
କାଟ୍ରିନାଙ୍କ ବିବାହ ସମୟରେ ବିଦେଶ ଯିବେ ସଲମାନ
ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଖୁବଶୀଘ୍ର ବାଜିବ ସାହାନାଇ। ବୟଫ୍ରେଣ୍ଡ ଭିକି କୌଶଲଙ୍କୁ ସେ ଆସନ୍ତା ଡିସେମ୍ବର ୯ରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏହି ଦମ୍ପତି ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ…
ସାପକୁ ମାରିବା ପାଇଁ ୧୩ କୋଟି ଟଙ୍କାର ଘର ଜାଳିଦେଲେ ଯୁବକ
ଓ୍ବାଶିଂଟନ,୫ା୧୨: ଜଣେ ଯୁବକ ନିଜ ଘରେ ଏକ ବିଷଧର ସାପକୁ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଏମିତି କିଛି କାଣ୍ଡ କଲେ, ଯାହା ଏବେ ଚର୍ଚ୍ଚିତ ଖବର ପାଲଟିଛି। ଆମେରିକାର ମ୍ୟାରିଲାଣ୍ଡର ଜଣେ ଯୁବକ ଘର ଭିତରେ ଏକ…
ଜେଡିୟୁ ମହାସଚିବଙ୍କ ପୁଅ ଭାଜପାରେ ସାମିଲ
ଲକ୍ଷ୍ନୌ,୫ ।୧୨: ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ମହାସଚିବ କେସି ତ୍ୟାଗୀଙ୍କ ପୁଅ ଅମରିଶ ତ୍ୟାଗୀ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ଓ ଭାଜପାର ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ…
କରୋନା ଟିକା ନ ନେଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ
ପଣ୍ଡିଚେରୀ,୫ ।୧୨: ଏବେ କରୋନା ଭାଇରସର ତୃତୀୟ ଲହର ଆସିବା ଆଶଙ୍କା କରାଗଲାଣି । ଏହାକୁ ଦୃଷ୍ଟିରେ ରଖି ସାରା ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଇତିମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଶତ…
Archives


