Posted inଜାତୀୟ

ରାଜା ବ୍ରାର ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ

ଚଣ୍ଡିଗଡ଼,୧୦ ।୪: ପଞ୍ଜବ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ ପରାଜୟ ପରେ ଏବେ ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି । ରାଜା ବ୍ରାରଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଯାଇଛି । ବିଧାନସଭା ନିର୍ବାଚନ ହାରିବା ପରେ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ, ରାଜା ବ୍ରାର ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଛନ୍ତି । ପାର୍ଟି ହାଇକମାଣ୍ଡ ରାଜା ବ୍ରାରଙ୍କ ବ୍ୟତୀତ ପ୍ରତାପ ସିଂ ବାଜୱାଙ୍କୁ ରାଜ୍ୟର ବିରୋଧି ଦଳ ନେତା ଘୋଷଣା କରିଛନ୍ତି । ଏହସହ ଭାରତ ଭୂଷଣ ଆଶୁଙ୍କୁ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚୋର ମୁହଁ ଟାଣ: ସୀମା ଉତ୍ତେଜନା ପାଇଁ ଭାରତକୁ ଦାୟୀ କଲା ଚାଇନା

ମସ୍କୋ/ନୂଆଦିଲ୍ଲୀ, ୫।୯: କଥାରେ ଅଛି ଚୋର ମୁହଁ ଟାଣ। ଏହା ଚାଇନା ପାଇଁ ଏବେ ପ୍ରଯୁଜ୍ୟ ହୋଇଛି। ରୁଷ୍‌ରେ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ...

କୋକେଇ ବାବା ଲଢୁଛନ୍ତି ଉପନିର୍ବାଚନ: ୧୧ ଥର ପରାଜିତ, ମୋଦି-ରାଜନାଥଙ୍କ ସହିତ ବି ଲଢ଼ିଛନ୍ତି

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶରେ ନଭେମ୍ବର ୩ରେ ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ଥାନୀୟ ଦେଓରିଆ ସଦର ଆସନରୁ ରାଜନ ଯାଦବ ଓରଫ କୋକେଇ ବାବା...

ସାଧାରଣତନ୍ତ୍ର ଦିବସ ଅତିଥି ହୋଇପାରନ୍ତି ଜନ୍‌ସନ

ନୂଆଦିଲ୍ଲୀ, ୩ା୧୨: ୨୦୨୧ ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି। ନଭେମ୍ବର ୨୭ରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଟୁଇଟରରେ ଟ୍ରେଣ୍ଡ ହେଉଛି ହାର୍ଲେ ଡେଭିଡସନ ସୁପରବାଇକ ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଫଟୋ

ନୂଆଦିଲ୍ଲୀ,୨୯।୬: ବାଇକ୍‌ରେ ସଉକ ରଖୁଥିବା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ ଥିବା କଥା ସେ ଅତିତରେ ପ୍ରକାଶ...

ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ...

ଟିଭିରେ ଦେଖିଲେ ମୋଦିଙ୍କ ମା’

ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍‌ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍‌ସ୍ଥିତ...

ବିବାହ ପ୍ରସ୍ତାବରେ ହଁ ନ କହିବାରୁ ମହିଳା ଇଞ୍ଜିନିୟରଙ୍କ ସହ ଘଟିଲା ଏମିତି

ହାଇଦ୍ରାବାଦ, ୩।୩: ହାଇଦ୍ରାବାଦରେ ଏକ ଅଭାବାନୀୟ ଘଟଣା ଘଟିଛି। ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଛୁରାମାଡ ହୋଇଛି। ମହିଳାଙ୍କୁ...

କଶ୍ମୀର କେବେ ପାକିସ୍ତାନର ଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୯।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା ବେଳେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି।...

Advertisement
Archives

Model This Week