ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ, ଟିକାନେଇଥିବା ଲୋକେ ବି ହେଉଛନ୍ତି ସଂକ୍ରମିତ
ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ ଗତ ୪ ଦିନ ମଧ୍ୟରେ ଦେଶରେ ୨୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ପ୍ରଥମେ…
ଆମେରିକାରେ ଓମିକ୍ରନ୍ ସହ ବଢୁଛି ଡେଲ୍ଟା ସଂକ୍ରମିତଙ୍କ ସଂଖ୍ୟା
ୱାଶିଂଟନ,୬ ।୧୨: କରୋନା ମହାମାରୀ ପୁଣିଥରେ ଯେମିତି ତା’ର କଡ ଲେଉଟାଇଛି । ଆମେରିକା ଭଳି ବିକାଶଶୀଳ ଦେଶରେ ଏବେ ପୁଣିଥରେ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇାବରେ ଲାଗିଛି । ଏହାସହ ଓମିକ୍ରନ୍ ବି ପହଞ୍ଚିଯିବା ପରେ…
କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ
ରୋମ୍,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ କଲା ପରି ଉପାୟ ବାହାର କରିଥିଲେ। ସେ ଏକ ନକଲି ହାତ ଲଗାଇ ଇଞ୍ଜେକ୍ସନ…
ଝିଅଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ…..
ବାସ୍ତୁବିତ୍ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ, ଯେତେବେଳେ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ ଭଲ ରହେ ସେତେବେଳେ ବ୍ୟବସାୟ କିମ୍ବା ଚାକିରିକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ। ଘରେ…
ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ
ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସରକାର…
ଶୀଘ୍ର ଶେଷ ହୋଇପାରେ କୃଷକ ଆନ୍ଦୋଳନ
ନୂଆଦିଲ୍ଲୀ,୬ ।୧୨: ବର୍ଷକରୁ ଊର୍ଦ୍ଧ୍ୱ ସମୟ ଧରି ଜାରି ରହିଥିବା କୃଷକ ଆନ୍ଦୋଳନ ଶୀଘ୍ର ଶେଷ ହୋଇପାରେ ବୋଲି ଅନୁମାନ କରାଯାଇଛି । ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ବ୍ୟତୀତ ଅନ୍ୟ ସମସ୍ତ ଦାବି ଧୀରେ ଧୀରେ ପୂରଣ ହେଉଥିବା…
‘ଫେବୃୟାରୀରେ ଶୀର୍ଷ ଛୁଇଁପାରେ ତୃତୀୟ ଲହର’
କାନପୁର,୬।୧୨: ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆସନ୍ତା ବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ ଶୀର୍ଷ ଛୁଇଁପାରେ ବୋଲି ଆଇଆଇଟି କାନପୁରର ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ବାଲ ଦାବି କରିଛନ୍ତି। ଭାରତରେ ମହାମାରୀ ସଂକ୍ରମଣର ଗାଣିତିକ ଆକଳନ ପାଇଁ ବ୍ୟବହାର କରାଯାଉଥିବା ସୂତ୍ର ମଡେଲ୍ର ସେ…
ଶୁଭମନ ଗିଲ୍ ମାରିଲେ ଚୌକା, ସଚିନ-ସଚିନ ନାରା ଲଗାଇଲେ ଦର୍ଶକ: ପଛରେ ରହିଛି ଏହି କାରଣ
ମୁମ୍ବାଇ,୬।୧୨: ମୁମ୍ବାଇରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଉଭୟ ଇନିଂସରେ ଅର୍ଦ୍ଧଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। କିନ୍ତୁ ଏହି ଯୁବ କ୍ରିକେଟର ୱାଙ୍ଖଡେ ଷ୍ଟାଡିୟମରେ…
ବ୍ଲାଉଜ ପାଇଁ ମହିଳାଙ୍କ ଆତ୍ମହତ୍ୟା
ହାଇଦ୍ରାବାଦ୍,୬।୧୨: ବ୍ଲାଉଜ ପାଇଁ ସ୍ବାମୀଙ୍କ ସହ ଝଗଡ଼ା ପରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ରବିବାର ଏଭଳି ଘଟଣା ଘଟିଛି ହାଇଦ୍ରାବାଦ୍ରେ। ମୃତକ ହେଲେ ୩୫ ବର୍ଷୀୟା ବିଜୟଲକ୍ଷ୍ମୀ। ତାଙ୍କ ସ୍ବାମୀ ଜଣେ ଦରଜି। ହେଲେ ତାଙ୍କ ପସନ୍ଦର ବ୍ଲାଉଜ ସିଲେଇ…
ପିଅନଙ୍କ ହତ୍ୟା ପଛରେ ପରକୀୟା ପ୍ରୀତି
କେନ୍ଦୁଝର,୫।୧୨(ସ୍ବ.ପ୍ର.): କେନ୍ଦୁଝର ପଣ୍ଡାପଡା ଥାନା ଅନ୍ତର୍ଗତ ବଡକମଣ୍ଡରା ଗ୍ରାମରେ ସ୍କୁଲ ପିଅନ ନିରଞ୍ଜନ ନାଏକଙ୍କ ମୃତଦେହ ଶନିବାର ଏକ କୂଅରୁ ମିଳିଥିଲା। ତାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗରେ ପୋଲିସ ରବିବାର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଆନ୍ଦୋଳନକାରୀଙ୍କ ଉପରେ ମାଡ଼ିଗଲା ସେନା ଟ୍ରକ୍
ୟାଙ୍ଗୁନ୍,୫।୧: ମ୍ୟାନ୍ମାର ସରକାରଙ୍କ ବିରୋଧରେ ୟାଙ୍ଗୁନ୍ ସହରରେ ରବିବାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରା ଚାଲିଥିବା ବେଳେ ସୈନ୍ୟବାହିନୀର ଏକ ଟ୍ରକ୍ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଫେବୃୟାରୀ ୧ରେ ମ୍ୟାନ୍ମାର ନେତ୍ରୀ ଅଙ୍ଗ୍ ସାନ୍ ସ୍ୟୁ ଚୀ ପଦଚ୍ୟୁତ…
ଆର୍ଜେଣ୍ଟିନା ହାତେଇଲା ଜୁନିୟର ହକି ବିଶ୍ୱକପ୍
ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ (୨୧ ବର୍ଷରୁ କମ୍)ର ସଫଳ ଏବଂ ସୁରକ୍ଷିତ ପରିସମାପ୍ତି ଘଟିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଜର୍ମାନୀକୁ ୪-୨ ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ବିଜୟୀ…
Archives


