ଝିଅଙ୍କୁ ପ୍ରଭାବିତ କରିବା ପାଇଁ ଷ୍ଟଣ୍ଟ କରୁଥିଲେ ଯୁବକ, ଘଟିଲା ଏମିତି: ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଅନେକ ବାଇକ ଷ୍ଟଣ୍ଟ ଭିଡିଓ ଭାଇରାଲ୍ ହେଉଛି। ଅନେକ ଥର ପୁଅମାନେ ଝିଅମାନଙ୍କୁ ପ୍ରଭାବିତ କରିବା ପାଇଁ ବିପଜ୍ଜନକ ଷ୍ଟଣ୍ଟ କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ହୃଦୟଥରା ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ…
କାଟ୍ରିନାଙ୍କ ବିବାହ ମଣ୍ଡପ ଚାରିପଟେ ନିୟୋଜିତ ସୁରକ୍ଷାକର୍ମୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିବାହକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଡିସେମ୍ବର ୭ ରେ ତାଙ୍କର ସଂଗୀତ, ୮ରେ ମେହେନ୍ଦୀ ଏବଂ ୯ରେ ବିବାହ…
ତହସିଲଦାରଙ୍କୁ ଚାଷୀଙ୍କ ଗୁହାରି
ପୁରୁଷୋତ୍ତମପୁର,୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଜୱାଦ ପ୍ରକୋପରେ ବର୍ଷା ଯୋଗୁ କ୍ଷେତରେ ପାଣିପଶି ଧାନ ଓ ଅନ୍ୟାନ୍ୟ ଫସଲ ମାନ ନଷ୍ଟ ହୋଇଯାଇଛି। ଗତ କିଛିଦିନ ତଳେ ଲଗାଣ ବର୍ଷାରେ କିଛି ନଷ୍ଟ ହୋଇଥିବା ବେଳେ ଯାହା ବଳକା ରହିଥିଲା…
କଂଗ୍ରେସ ଛାଡ଼ିବେ ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି
ସୁନ୍ଦରଗଡ,୬।୧୨(ଡି.ଏନ୍.ଏ.): କଂଗ୍ରେସର ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ଦଳ ଛାଡିବେ। ଏ ନେଇ ଡା ମାଝି ଧରିତ୍ରୀ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ଏଭଳି ସୂଚନା ଦେଇଛନ୍ତି। ତିନିଥର ଲଗାତର…
ଜିତିଲା ଭାରତ, ସେଲିବ୍ରେଶନ କଲେ ଦୁଇ ଦଳର ଖେଳାଳି
ମୁମ୍ବାଇ,୬।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ସୋମବାର ଦଳ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍ରେ ପରାସ୍ତ କରିଛି। ଏହା ସହ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଛି।…
ଓଡିଶା ଫେରନ୍ତା ୨୪୬ ପଜିଟିଭ, ସାମ୍ପଲ ଟେଷ୍ଟ ପାଇଁ ପଠାଗଲା ନମୁନା
ଭୁବନେଶ୍ୱର,୬।୧୨(ବ୍ୟୁରୋ) : ନଭେମ୍ବର ୨୪ ପରେ ବିଦେଶରୁ ଓଡିଶା ଫେରିଥିବା ବେଳେ ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଏ ଓମିକ୍ରନ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ୨୪୬ ପଜିଟିଭଙ୍କ ସାମ୍ପଲ…
କଦଳୀ, ମକା, ଡାଳିମ୍ବ ଆଉ ବାଉଁଶରୁ ପ୍ରସ୍ତୁତ ହେଉଛି ଡ୍ରେସ୍, ଜାଣନ୍ତୁ କିପରି
ଗାନ୍ଧିନଗର,୬ା୧୨: କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍ ପ୍ରସ୍ତୁତ ହେବାର କେବେ ଶୁଣିଛନ୍ତି? ଗୁଜରାଟର ସୁରଟରେ ୩ ଦିବସୀୟ ଆୟୋଜିତ ଏକ ବାଣିଜ୍ୟ ମେଳାରେ କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍ ତିଆରି କରାଯାଇଥିବା ପ୍ରଦର୍ଶିତ ହୋଇଛି। ସୁରଟର…
ନମ୍ବର ୧ ହେଲା ଭାରତ
ନୂଆଦିଲ୍ଲୀ,୬।୧୨: ଭାରତୀୟ ଦଳ ପୁଣି ଥରେ ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି। ମୁମ୍ବାଇ ଟେଷ୍ଟ ଜିତିବା ସହିତ ଟିମ ଇଣ୍ଡିଆ ମଧ୍ୟ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତୀୟ ଦଳ ବର୍ତ୍ତମାନ ୧୨୪…
ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…
ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର ଶ୍ରୀ ଗଙ୍ଗା ନଗରଠାରେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ବିଏସ୍ଏଫ୍ ହାତରେ ଧରା ପଡ଼ିଛନ୍ତି। ସୂତ୍ରରୁ…
ବର୍ଷାପାଣିରେ ଭାସୁଛି ବର୍ଷକର ଦାନା
ଗଞ୍ଜାମ,୬ା୧୨(ଡି.ଏନ୍.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବିଶେଷ କରି କାଇଁଚପୁର ପଞ୍ଚାୟତ ମଳିଜଗନ୍ନାଥପୁର ଗ୍ରାମର ଚାଷଜମି ଏହି ବାତ୍ୟାରେ…
ଭାଜପା ସହ ମିଶି ନିର୍ବାଚନ ଲଢିବେ କ୍ୟାପଟେନ
ଚଣ୍ଡିଗଡ଼,୬ ।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ସୋମବାର ବଡ ଘୋଷଣା କରିଛନ୍ତି । ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଆଗମୀ ବିଧାନସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଅକାଳିଦଳକୁ…
ମମିତା ମେହେର ହତ୍ୟା ମାମଲା: ଘୁଞ୍ଚିଲା ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି
ବଲାଙ୍ଗୀର ଅଫିସ,୬।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ସୋମବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ଥିଲା । ମାତ୍ର କୋର୍ଟ ଜାମିନ…
Archives


