ଆମେରିକାରେ ପ୍ରଳୟଙ୍କରୀ ବାତ୍ୟା
ଓ୍ବାଶିଂଟନ,୧୧।୧୨: ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆମେରିକାର କେଣ୍ଟୁକି ସମେତ କେତେକ ରାଜ୍ୟ କ୍ଷତିିଗ୍ରସ୍ତ ହୋଇଛି। ବାତ୍ୟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ଶୁକ୍ରବାର ରାତିଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ବାତ୍ୟା ଲାଗି ରହିଥିଲା। ସମୁଦ୍ର କୂଳଠାରୁ ୨୦୦…
ଗଙ୍ଗାରେ ସିଡିଏସ୍ଙ୍କ ଅସ୍ଥି ବିସର୍ଜନ
ନୂଆଦିଲ୍ଲୀ, ୧୧ା୧୨: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ୍ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଶନିବାର ହରିଦ୍ୱାରଠାରେ ଗଙ୍ଗାନଦୀରେ ଅସ୍ଥି ବିସର୍ଜନ କରାଯାଇଛି। ଝିଅ କ୍ରିତିକା ଏବଂ ତାରିଣୀ ସକାଳେ ଦିଲ୍ଲୀ…
‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’
ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୩ ତାରିଖରୁ ତପସ୍ବିନୀ ଓ ସୁମିତ ଏକାଠି ରହିଥିଲେ।…
ମୃତ ହେଟାବାଘର ନଖ କାଟିନେଲେ
କୋକସରା:୧୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ସାଗରପଡ଼ା ନିକଟରେ ଏକ ଗାଡି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ଘଟିଛି। ବାଘଟି ରାସ୍ତା ପାରି ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।…
ବିଜେଡିର ହାତ ଧରିଲେ ଧନୁର୍ଜୟ
କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ ତାଙ୍କ ସହିତ ଭାଜପା ଓବିସି ମୋର୍ଚ୍ଚାର ସଭାପତି ମିତ୍ରଭାନୁ ମହାକୁଡ, ସାଧାରଣ ସମ୍ପାଦକ…
ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା
ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ…
ଏଲିଟ୍ କ୍ଲବରେ ସାମିଲ ହେଲେ ଏହି ସ୍ପିନର
ବ୍ରିସ୍ବେନ୍,୧୧।୧୨: ଅଷ୍ଟ୍ରେଲୀୟ ଅଭିଜ୍ଞ ସ୍ପିନର ନାଥନ ଲିୟନ ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ସେ ୪୦୦ ଉଇକେଟ ଅକ୍ତିଆର କରି ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି। ୩୯୯ ଉଇକେଟ ହାସଲ କରିଥିବା ଲିୟନଙ୍କୁ…
ଦଣ୍ଡିତ ହେଲା ଇଂଲଣ୍ଡ
ବ୍ରିସ୍ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ ଇଂଲଣ୍ଡ ୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ହରାଇବ। ଏଲିଟ ପ୍ୟାନେଲ ଅଫ…
ଗାବା ଟେଷ୍ଟରେ ବାଜି ମାରିଲା ଅଷ୍ଟ୍ରେଲିଆ
ବ୍ରିସ୍ବେନ,୧୧।୧୨: ଦେଢ ଦିନ ବାକି ଥାଇ ନୂଆ ଅଧିନାୟକ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଆଶେସ ସିରଜର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ୯ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ…
ଚର୍ଚ୍ଚାରେ କୁବ୍ରାଙ୍କ ଅଣ୍ଡର ୱାଟର ଫଟୋ ଶୁଟ୍
ମୁମ୍ବାଇ: ବଲିଉଡ୍ ମୁଭି ‘ରେଡି’ରୁ ନିଜର ବଲିଉଡ୍ ଜର୍ଣ୍ଣି ଆରମ୍ଭ କରିଥିବା କୁବ୍ରା ସେଠ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ଏହା କେବଳ ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ଏଥରବି ସେମିତି କିଛି ଭିନ୍ନ ଅନ୍ଦାଜକୁ ନେଇ ଏହି ଅଭିନେତ୍ରୀ…
ବୟ ଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୋନାକ୍ଷୀ!
ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ‘ନୋଟବୁକ’ର ଆକ୍ଟର ଜହିର ଇକବାଲଙ୍କ ସହ ତାଙ୍କର କିଛି ସମ୍ପର୍କ ରହିଛି ବୋଲି ଆଲୋଚନା ହେଉଛି । ଉଭୟ ପରସ୍ପରକୁ ବେଶ୍ କିଛିଦିନ…
ଗଳାବାଟରେ ରେଳ ଫାଟକ ପାରି ହେଉଥିଲେ, ୩ ଜଣଙ୍କୁ ଘୋଷାଡ଼ି ନେଲା ଟ୍ରେନ୍
ରାଉରକେଲା,୧୧ା୧୨(ଡି.ଏନ୍.ଏ.): ରାଜଗାଙ୍ଗପୁର ରେଳ ଫାଟକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏହି ଫାଟକର ଗଳା ବାଟ ଦେଇ ପାରି ହେଉଥିବା ବେଳେ ୩ ଜଣଙ୍କୁ ଘୋଷାଡ଼ି ନେଇଛି ହାଓ୍ବଡା-ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ। ଫଳରେ ୩ଟି ବାଇକ ଚୁର୍ମାର ହେବା ସହ ୩…
Archives


