ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍
ନୂଆଦିଲ୍ଲୀ,୧୫।୪: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନ୍ସଡ୍ ୨୦୨୨ର ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହୋଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ବମ୍ବେ ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସଡ୍ ୨୦୨୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି। ଏହା…
ନକଲି ଡାକ୍ତର ଏବଂ ସ୍ତ୍ରୀଙ୍କୁ ଏକାଠି ଜେରା କରିବ ପୋଲିସ
ଭୁବନେଶ୍ବର,୧୫।୪(ବ୍ୟୁରୋ): ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ବାଇଁ ଘଟଣାରେ ରମେଶ ଏବଂ ସ୍ତ୍ରୀ କମଳା ସ୍ବାଇଁଙ୍କୁ ଏକାଠି ପୋଲିସ ଶୁକ୍ରବାର ଜେରା କରିବ। ପୋଲିସ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା। ତେବେ ୭ ରେ କମଳାଙ୍କୁ…
ସାତଫେରା ବଦଳରେ ଚାରି ଫେରା ନେଲେ ଆଲିଆ-ରଣବୀର, କାରଣ କହିଲେ ଆଲିଆଙ୍କ ଭାଇ
ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଆଲିଆ ତାଙ୍କ ସୋସିଆଲ ମିଡିଆରେ ନିଜର ବିଶେଷ ଦିନର ଫଟୋ ଶେୟାର କରିଥିଲେ, ଯାହା ଖୁବ୍ ଭାଇରାଲ ହୋଇଥିଲା। ଦୁହିଁଙ୍କର ଫଟୋ ଦେଖିବା ପାଇଁ ଉତ୍ସାହର…
ବିବାହ ଚାଲିଥିବାବେଳେ ହଠାତ୍ କାନ୍ଦିଲେ ଆଲିଆ
ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ହିନ୍ଦୁ ରୀତିନୀତି ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏପ୍ରିଲ ୧୩ରୁ ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମେହେନ୍ଦି ପରେ ହଳଦୀ ଓ ବାହାଘର ହୋଇଛି।…
ପ୍ରଥମ ଦିନରେ ୧୩୦ କୋଟିରୁ ଅଧିକ ଟଙ୍କା ଆୟ କରିଛି ‘କେଜିଏଫ-୨!
ରକିଂ ଷ୍ଟାର୍ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ-୨’ ଏପ୍ରିଲ ୧୪ରେ ରିଲିଜ୍ ହୋଇଯାଇଛି। ଫିଲ୍ମ ରିଲିଜ ପୂର୍ବରୁ ଆଡଭାନ୍ସ ବୁକିଂରେ ‘ଆର୍ଆର୍ଆର୍’କୁ ମଧ୍ୟ ପଛରେ ପକାଇ ରେକର୍ଡ କରିଥିଲା। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା ଭିଡ…
ମହୁଲଫୁଲ ସଂଗ୍ରହ କରୁଥିବା ବେଳେ ପିଟିଲା ବାଇକ୍, ଚାଲିଗଲା ୨ ଜୀବନ
ଠାକୁରମୁଣ୍ଡା,୧୫ା୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ଶୁକ୍ରବାର ସକାଳେ ରାସ୍ତା ପାର୍ଶ୍ୱରେ ଜଣେ ବୃଦ୍ଧଙ୍କୁ ଏକ ବାଇକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ମୃତକ…
ରୁଷିଆକୁ ଲାଗିଲା ବଡ଼ ଝଟ୍କା
ମସ୍କୋ,୧୫।୪: ୟୁକ୍ରେନ ବିରୋଧରେ ସାମରିକ ଅପରେସନ କରୁଥିବା ବେଳେ ରୁଷିଆର ମିସାଇଲ ଗାଇଡେଡ କ୍ରୁଜ ମୋସ୍କଭା ଯୁଦ୍ଧ ଜାହାଜ ବ୍ଲାକ ସି’ରେ ବୁଡିଯାଇଛି। ଅପରେସନ ବେଳେ ଏହି ଯୁଦ୍ଧ ଜାହାଜଟି କ୍ଷତି ଗ୍ରସ୍ତ ହୋଇଯାଇଥିବାରୁ ସମୁଦ୍ରରେ ବୁଡିଯାଇଛି ଯାଇଥିବା ରୁଷିଆ ପ୍ରତିରକ୍ଷା…
ଆଇପିଏଲ୍ ପଏଣ୍ଟ ଟେବୁଲ ଶୀର୍ଷରେ ଗୁଜରାଟ: ଏହି ଖେଳାଳିଙ୍କ ପାଖରେ ପର୍ପଲ, ଅରେଞ୍ଜ୍ କ୍ୟାପ୍
ପୁଣେ,୧୫।୪: ଆଇପିଏଲ୍ ୨୦୨୨ର ପଏଣ୍ଟ ଟେବୁଲରେ ଗୁଜରାଟ ଟାଇଟାନ୍ସ ଶୀର୍ଷରେ ପହଞ୍ଚିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଶୀର୍ଷ ସ୍ଥାନ ହାସଲ କରିଛି। ଏହାପୂର୍ବରୁ ରାଜସ୍ଥାନ ଶୀର୍ଷରେ ଥିଲା। ଏବେ ଗୁଜରାଟ ୫ଟି ମ୍ୟାଚରେ ୪ଟି…
‘କେଜିଏଫ୍ ପାର୍ଟ -୨’ ପରେ ଆସିବ ପାର୍ଟ-୩!
ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗୁରୁବାର ରିଲିଜ୍ ହୋଇଯାଇଛି ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍-୨’।ରକିଂ ଷ୍ଟାର୍ ୟଶଙ୍କ ଏହି ଫିଲ୍ମକୁ ଦେଖିବା ପାଇଁ ସିନେମା ହଲରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ ଦେଖାଯାଉଛି ।…
ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜଧାନୀର ନାଲ୍କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଯୁବକଙ୍କୁ କେହି ହତ୍ୟା ପରେ ଏଠାରେ ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ସୂଚନାନୁସାରେ, ଶୁକ୍ରବାର ସକାଳେ ରାଜଧାନୀର ଜନଗହଳିପୂର୍ଣ୍ଣ ନାଲ୍କୋ ଛକରେ ଥିବା…
ଆଜି ରାଜ୍ୟରୁ ୧୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦ ଜଣ ଚିହ୍ନଟ ହୋଇଥିବା…
ସଂକ୍ରମଣ କମୁଛି
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪୯ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା…

