Home Left

ଟୁଇଟ୍‌ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ ବଞ୍ଚାଇବାକୁ ପଡିବ, ତେବେ ଗଣତାନ୍ତ୍ରିକ ଉପାୟରେ ଗାନ୍ଧୀ ପରିବାର ବାହାରେ ଜଣେ ନେତାଙ୍କୁ ଅଧ୍ୟକ୍ଷ…

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତା ଭାଗବତ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ଏକ ସ୍ମରଣୀୟ ଉପହାର ଦେଇଥିଲେ। ଉର୍ବଶୀ ନେତନ୍ୟାହୁଙ୍କୁ ହିନ୍ଦୁ ‘ଭଗବତ ଗୀତା’ ପବିତ୍ର ପୁସ୍ତକ ଉପହାର ଦେଇଛନ୍ତି।…

ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ପୃଥିବୀର ପ୍ରାୟ ସମସ୍ତ ଜୀବନର ସୃଷ୍ଟି,ବିକାଶ ଏବଂ ବୃଦ୍ଧି ପାଇଁ ଅପରିହାର୍ଯ୍ୟ।…

ରାଜ୍ୟରେ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୩୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଏବଂ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ହିତାଧିକାରୀଙ୍କୁ ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏ ମାଗଣା ଚାଉଳ ମିଳିବ। ମୁଣ୍ଡ ପିଛା ମାସକୁ ୫ କେଜି ମାଗଣା ଚାଉଳ ଦିଆଯିବ। ଏଥିରେ ୯ ଲକ୍ଷ ୧୫…

ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ କରିବ ବ୍ରିଟେନ

ଲଣ୍ଡନ, ୧୧ା୧୨: ମିଡିଆ ସଂସ୍ଥା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ପ୍ରତ୍ୟର୍ପଣ ନିମନ୍ତେ ବ୍ରିଟେନ ହାଇକୋର୍ଟରେ ଆମେରିକା କରିଥିବା ଆବେଦନକୁ ଶୁକ୍ରବାର ମଞ୍ଜୁରୀ ମିଳିଛି। ଏବେ ତାଙ୍କୁ ହାଇ ସିକ୍ୟୁରିଟି ବେଲମାର୍ଶ ଜେଲରୁ ଆମେରିକା ପଠାଯିବା ଏକ ପ୍ରକାର ନିଶ୍ଚିତ। ୫୦…

ମୁମ୍ବାଇରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ,୧୧।୧୨: ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଦେଶରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ମୁମ୍ବାଇ ପ୍ରଶାସନ ପଦକ୍ଷେପ ନେଇଛି। ଶନିବାର ଏବଂ ରବିବାର ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି। ମୁମ୍ବାଇରେ କୌଣସି ପ୍ରକାରର ଭଡ, ବିକ୍ଷୋଭ ଓ…

ନେତନ୍ୟାହୁ ବିଶ୍ୱାସଘାତକ: ଟ୍ରମ୍ପ

ୱାଶିଂଟନ,୧୧ ।୧୨: ଶାସନ ଗାଦି ହାତରୁ ଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଭାବେ ଭିନ୍ନ ଭିନ୍ନ ନେତାଙ୍କୁ ଟାର୍ଗେଟ କରୁଛନ୍ତି । ଏଥର ସେ ପୂର୍ବତନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ପାଇଁ କଡା ଶବ୍ଦ…

କ୍ୟାନସର ଦୂର କରିବ ଏହି ୪ ଜିନିଷ

କ୍ୟାନସର ଏମିତି ଏକ ରୋଗ, ଯାହାକୁ ଥରେ ଗ୍ରାସ କଲା ସେ କିଛି ମାସ ମଧ୍ୟରେ ମରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆମ ଚତୁଃପାର୍ଶ୍ୱରେ ଏମିତି କିଛି ଜିନିଷ ଅଛି, ଯେଉଁଗୁଡ଼ିକ କ୍ୟାନସରଠାରୁ ଦୂରେଇ ରଖେ। ଜାଣନ୍ତୁ ଏ ସମ୍ପର୍କରେ… ଅଁଳା:…

ତାଲିବାନ ଶାସନରେ ଜୋତା ପଲିସ କରିବାକୁ ବାଧ୍ୟ ହେଲେ ମହିଳା ଶିକ୍ଷୟିତ୍ରୀ

କାବୁଲ,୧୧ ।୧୨: ଆଫଗାନୀସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ସେଠାକାର ଲୋକଙ୍କ ଜୀବନ ଜୀବିକା ଏକଦମ ବଦଳି ଯାଇଛି । ଏବେ ସେଠାକାର ଅଧିକାଂଶ ଲୋକେ ଭୋକରେ କାଳ କାଟୁଥିବା ସୂଚନା ମିଳୁଛି । ବିଶେଷ କରି ମହିଳାମାନେ ନାନା ଅସୁବିଧାର…

ବିକାଶଠାରୁ ବହୁ ଦୂରରେ ଝରକାଢ଼ି ସାନ୍ତାଳିପଡ଼ା

ମହାକାଳପଡ଼ା,୧୧।୧୨ (ଡି.ଏନ.ଏ.): ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ପଞ୍ଚାୟତର ଏକ ନମ୍ବର ୱାର୍ଡର ଝରକାଢ଼ି ସାନ୍ତାଳିପଡ଼ା। ପଡାରେ ୩୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ ଶହେରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କୁହାଯାଇଛି।…

ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୧।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀଯୁବକଙ୍କ ମଧ୍ୟରେ ସାମ୍ପ୍ରତିକ ସମୟରେ ଆକର୍ଷଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଥିବାରୁ ଯୁବପିଢ଼ିଙ୍କ ଏହି ଶିକ୍ଷା ଆବଶ୍ୟକତା ହୋଇଛି। ଏହାର ସୁଯୋଗ ନେଉଛନ୍ତି କେତେଗୋଟି ଜାଲ୍‌ ସଂସ୍ଥା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri