Home Left

ସ୍ବଚ୍ଛ ଆକ୍ସନ ପ୍ଲାନରେ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ

ଜଗତ୍‌ସିଂହପୁର ଅଫିସ, ୧୩।୪: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟକୁ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସ୍ବଚ୍ଛ ଆକ୍ସନ ପ୍ଲାନ୍‌ ଯଥା…

ଅକ୍ଷୟ ତୃତୀୟା,ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ ଅଫିସ,୧୩।୪: ଆସନ୍ତା ମେ’ ୩ରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଏବେ ସଂକ୍ରମଣ କମୁଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି…

ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବାରଣ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ସ୍ଥାନୀୟ ସାମଲସାହିର ୨୫ ଦଳିତ ପରିବାର…

ରାସ୍ତା ପାଇଁ ଗଛ କଟାକୁ ଛାତ୍ରୀଛାତ୍ରଙ୍କ ବିରୋଧ

ଜଗତ୍‌ସିଂହପୁର ଅଫିସ, ୧୩।୪: ସ୍ବାମୀ ବିବେକାନନ୍ଦ ସ୍ମାରକୀ (ଏସ୍‌ଭିଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱ ସରକାରୀ ଜମିରୁ ଗଛ କଟା ଚାଲିଛି। ଇଣ୍ଡୋର ଷ୍ଟାଡିୟମକୁ ସଂଯୋଗ କରିବାକୁ ଥିବା ନୂଆ ରାସ୍ତା ପାଇଁ ଗଛ କାଟିବା ଜରୁରୀ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି…

ବିଜୟ ଶପଥ ନେଲେ ପୁଟିନ୍‌

ମସ୍କୋ, ୧୩ା୪: କିଛି ଦିନ ହେଲା ନୀରବ ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ୟୁକ୍ରେନ୍‌ ବିଜୟର ଶପଥ ନେଇଛନ୍ତି। ୟୁକ୍ରେନ୍‌ରେ ରୁଷିଆ ଯୁଦ୍ଧର ମହତ୍‌ ଉଦ୍ଦେଶ୍ୟ ହାସଲ କରିବ ବୋଲି ପୁଟିନ୍‌ କହିଛନ୍ତି। ବିଭିନ୍ନ କଟକଣା ଲଗାଇ ରୁଷିଆ…

ମୋଦିଙ୍କୁ ଧନ୍ୟବାଦ ଦେଲେ ଶେହବାଜ୍‌

ଇସ୍‌ଲାମାବାଦ,୧୩ା୪: ପାକିସ୍ତାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ ମଙ୍ଗଳବାର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଲାଗି ଧନ୍ୟବାଦ ଜଣାଇଛନ୍ତି। ଭାରତ ସହ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଓ ସହଯୋଗିତାପୂର୍ଣ୍ଣ ସମ୍ପର୍କ ଚାହେଁ ବୋଲି ସେ କହିଛନ୍ତି। ତେବେ ଜମ୍ମୁ-କଶ୍ମୀର ସମେତ ଅନ୍ୟ…

ଡବ୍ଲ୍ୟୁଟିଓ ଅନୁମତି ଦେଲେ ବିଶ୍ୱକୁ ଖାଦ୍ୟ ଯୋଗାଇବ ଭାରତ: ମୋଦି

ନୂଆଦିଲ୍ଲୀ,୧୩ା୪: ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଅନୁମତି ଦେଲେ ବିଶ୍ୱକୁ ଭାରତ ଖାଦ୍ୟ ଯେଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଆଲୋଚନା ବେଳେ କହିଥିବା ମଙ୍ଗଳବାର ସୂଚନା ଦେଇଛନ୍ତି। ଅହମଦାବାଦ ନିକଟସ୍ଥ ଶ୍ରୀ ଅନ୍ନପୂର୍ଣ୍ଣା…

କଟକଣା ସତ୍ତ୍ୱେ ୟୁରୋପ କିଣୁଛି ରୁଷିଆ ତେଲ

ଓ୍ବାଶିଂଟନ୍‌, ୧୩ା୪: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇବା ସତ୍ତ୍ୱେ ଭାରତ ମସ୍କୋରୁ ତୈଳ କିଣିବା ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜବାବ ରଖିଛନ୍ତି। କଟକଣା ସତ୍ତ୍ୱେ ୟୁରୋପ ଦିନକରେ ରୁଷିଆଠାରୁ…

ହେଲିକପ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

ରାଞ୍ଚତ୍, ୧୩ା୪: ଝାଡ଼ଖଣ୍ଡର ଦେଡଗଡ଼ ଜିଲା ତ୍ରିକୂଟ ପାହାଡ଼ରେ ଥିବା ଦେଶର ସର୍ବୋଚ୍ଚ ରୋପ୍‌ଓ୍ବେ ଦୁର୍ଘଟଣାରେ ଦୀର୍ଘ ୪୦ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ମଙ୍ଗଳବାର ସେଠାରେ ଫସି ରହିଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଦ୍ଧାର…

ଶ୍ରୀଲଙ୍କା ଦେବାଳିଆ

କଲମ୍ବୋ, ୧୩ା୪: ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ହେବାରେ ଲାଗିଛି। ବିଦେଶ ଓ ବିଭିନ୍ନ ସୂତ୍ରରୁ ଆଣିଥିବା ୫୧ ବିଲିୟନ ଡଲାର ଋଣ ଶୁଝିବାରେ ଶ୍ରୀଲଙ୍କା ଅସମର୍ଥ ବୋଲି କହି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର…

୨୦ରେ ଧାମନଗର ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ

ଧାମନଗର, ୧୩ା୪: ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଧାମନଗର ଏନ୍‌ଏସିର ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।…

୭ ଦିନରେ ବିକଳ୍ପ ଜାଗା ଦେଖାଅ: ଅପରାଜିତା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବିନାଶରୁ ନୂଆ ଇନିଂସ ଆରମ୍ଭ କରୁଛି। ସକାରାତ୍ମକ ମନୋବୃତ୍ତି ଛାଡ଼ି ନକାରାତ୍ମକ ଚିନ୍ତାଧାରା ଆପଣାଉଛନ୍ତି। ଝାରପଡ଼ା ସ୍ଥିତ ହାଟ ଭଙ୍ଗା ଘଟଣା ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?