ରାଜଧାନୀରେ ବଢିଲାଣି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୫ ।୪: ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ଗୁରୁବାର ଏଠାରେ ୩୦୦ରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ମାର୍ଚ୍ଚ ୩ ପରେ ଏହା ସବୁଠାରୁ ଅଧିକ…
ଶୀର୍ଷରେ ପହଞ୍ଚିଲା ଗୁଜରାଟ
ମୁମ୍ବାଇ, ୧୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଦଳ ବିଜୟ ପଥକୁ ଫେରିଛି। ଲକ୍ଷ୍ନୌ, ଦିଲ୍ଲୀ ଓ ପଞ୍ଜାବକୁ ହରାଇବାପରେ…
ବେଲୁନ୍ ଦେଖି ଏପରି ହେଉଛନ୍ତି ମାଙ୍କଡ଼ ଛୁଆ, ଭିଡିଓ ଦେଖିଲେ..
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଭାଇ ରଣବୀରଙ୍କ ବିବାହରେ କିପରି ଦିଶୁଥିଲେ କରିନା
ଲଭ ବାର୍ଡ ଆଲିଆ ଭଟ୍ଟ ରଣବୀର କପୁର ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିବାର ଲୋକଙ୍କ ଗହଣରେ ସାତ ଜନ୍ମକୁ ସାଥୀ ହୋଇଛନ୍ତି ଏହି ଯୋଡ଼ି। ଫ୍ୟାନ୍ସ ଓ ସେଲିବ୍ରିଟି ଏହି ଯୋଡ଼ିକୁ ଶୁଭକାମନା ଜଣାଇଛନ୍ତି । ତେବେ ଭାଇଙ୍କ…
ଅର୍ଥମନ୍ତ୍ରୀରୁ ହେବେ ପ୍ରଧାନମନ୍ତ୍ରୀ
ସିଙ୍ଗାପୁର,୧୪।୪: ସିଙ୍ଗାପୁରର ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓଙ୍ଗ୍ଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କ ଉତ୍ତରାଧିକାରୀ ଚୟନ କରାଯାଇଛି। ସେ ଶାସକ ପିପୁଲ୍ସ ଆକ୍ସନ ପାର୍ଟି (ପିଏପି) ୪ଜି ଟିମ୍ ନେତା ହେବାକୁ ଯାଉଛନ୍ତି। ୪୯ ବର୍ଷୀୟ ଓଙ୍ଗ୍ଙ୍କୁ ଚତୁର୍ଥ ପିଢ଼ିର…
ମମତାଙ୍କ ମନ୍ତବ୍ୟକୁ ଟିଏମ୍ସି ଏମ୍ପିଙ୍କ ବିରୋଧ
କୋଲକାତା,୧୪।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲିଠାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋର୍ ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ମାମଲା ସମ୍ପର୍କରେ ଦେଇଥିବା ବିବୃତିକୁ ଦଳର ଦୁଇଜଣ ଏମ୍ପି ପରୋକ୍ଷରେ ବିରୋଧ କରିଛନ୍ତି। ଟିଏମ୍ସି ଏମ୍ପି…
ବଜରଙ୍ଗ-ଭୀମ ଆର୍ମି କର୍ମୀ ହାତାହାତି
ସରଣ୍ଡା/ଅତାବିରା,୧୪।୪(ଡି.ଏନ୍.ଏ): ଗୁରୁବାର ସବୁଠି ହନୁମାନ ଜୟନ୍ତୀ ଏବଂ ଆମ୍ବେଡ଼କର ଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି । ହେଲେ ବରଗଡ଼ ଜିଲା ଗୋଡ଼ଭଗା, ଅତାବିରାରେ ବଜରଙ୍ଗ ଦଳ ଏବଂ ଭୀମଆର୍ମି ଦଳର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । ବାଇକ୍ ଭଙ୍ଗାରୁଜା…
ରାଜସ୍ଥାନର ହିଂସାକାଣ୍ଡ: ବଢିଲା କର୍ଫ୍ୟୁ ଅବଧି
ଜୟପୁର,୧୪।୪: ରାଜସ୍ଥାନର ହିଂସାକାଣ୍ଡ ଯୋଗୁ କରୌଲିରେ ଲାଗୁ କରାଯାଇଥିବା କର୍ଫ୍ୟୁର ଅବଧିକୁ ବୃଦ୍ଧି କରାଯାଇଛି। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଏପ୍ରିଲ ୧୫ ଓ ୧୬ ଦୁଇଦିନ…
୧୯୩ ରନ୍ର ଟାର୍ଗେଟ୍ ଦେଲା ଗୁଜରାଟ
ମୁମ୍ବାଇ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ମାପ୍ଚୁପ୍ ବୋଲିଂ କରିଥିଲେ ବୋଲର। ହେଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ରନ୍ର…
ପିସିସି ସଭାପତି ପରିବର୍ତ୍ତନ ନେଇ ମୁହଁ ଖୋଲିଲେ ନିରଞ୍ଜନ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ଅନୁମତି ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହାକୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ ରହିଥିବାବେଳେ ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…
ତାଲା ପକାଇ ଘରେ ନିଆଁ ଲଗାଇଦେଲେ
ଭଦ୍ରକ ଅଫିସ,୧୪।୪: ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହିରେ ବୁଧବାର ବିଳମ୍ବିତ ରାତିରେ ପୂର୍ବଶତ୍ରୁତାରୁ ଘରେ ତାଲା ପକାଇ ନିଆଁ ଲଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଗ୍ନିକାଣ୍ଡରେ ୫ ବଖରା…
ଅବସର ନେଲେ ଏହି ଷ୍ଟାର ଖେଳାଳି
ଲଡର୍ସ,୧୪ା୪: ଇଂଲଣ୍ଡ ବୋଲର ଆନ୍ୟା ଶ୍ରୁବସୋଲ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କର ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ୨୦୧୭ ବିଶ୍ୱକପ୍ ଚାମ୍ପିୟନ ଇଂଲଣ୍ଡ ଦଳର ସଦସ୍ୟ ଅନ୍ତର୍ଜାତୀୟ ସ୍ତରରେ ୧୭୩ ମ୍ୟାଚ୍ ଖେଳି…

