ବିଦ୍ୟୁତ୍ ବିଭାଗର ଚିଠିକୁ ତହସିଲର ଅଣଦେଖା
ନାଉଗାଁ,୧୯ା୧୨(ସ୍ବ.ପ୍ର.): ନାଉଗାଁ ବ୍ଲକରେ ଉପଭୋକ୍ତାଙ୍କୁ ସୁବିଧାରେ ବିଦ୍ୟୁତ୍ ଯୋଗାଇବାକୁ ୩ଟି ବିଦ୍ୟୁତ୍ ଷ୍ଟ୍ରକ୍ଚର ନିର୍ମାଣ କରାଯାଇଛି। ବ୍ଲକ୍ର ଥାନା ଛକ, ଅଲଣାହାଟର ଭାତପଡ଼ା ଓ ଡେରିକିଠାରେ ଷ୍ଟ୍ରକ୍ଚର ରହିଛି। ଡେରିକିଠାରେ ଥିବା ୩୩ କେଭି ବିଦ୍ୟୁତ୍ ଷ୍ଟ୍ରକ୍ଚର ଏପ୍ରିଲ ୨୦୨୧ରେ କାର୍ଯ୍ୟକ୍ଷମ…
ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାକୁ ଅଣଦେଖା
ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଆଖିବୁଜି ଦେଉଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାକୁ ଉଦାହରଣ ନିଆଯାଇପାରେ,…
ଗର୍ଭାଶୟ ବଦଳରେ ଯକୃତରେ ଭ୍ରୁଣ, ଆଶ୍ଚର୍ଯ୍ୟ ହେଲେ ଡାକ୍ତର
କାନାଡାରେ ଜଣେ ମହିଳାଙ୍କ ବିରଳ ଗର୍ଭଧାରଣର ଏକ ମାମଲା ସାମ୍ନାକୁ ଆସିଛି। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏପରି ଗର୍ଭଧାରଣକୁ ‘ଅତ୍ୟନ୍ତ ବିରଳ’ ମାମଲା ବୋଲି ଡାକ୍ତର କହିଛନ୍ତି। ଏଥିରେ ପିଲାଟି ଗର୍ଭାଶୟରେ ନ ବଢ଼ି ଲିଭର ବା ଯକୃତରେ…
ଆଜି ରାଜ୍ୟରୁ ୧୯୩ ପଜିଟିଭ୍ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୪ ଶିଶୁ
ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୮୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୧୨ ଜଣ ଚିହ୍ନଟ ହୋଇଥିବା…
ପ୍ରାଣୀ ଚିକିତ୍ସକ ସୁରେନ୍ଦ୍ର ରାୟଙ୍କ ପରଲୋକ
ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡା. ସୁରେନ୍ଦ୍ର କୁମାର ରାୟଙ୍କ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଭାଇ ଆର୍. କେ. ରାୟ…
ଯୁକ୍ତ ୩ ପିଲା ପଢ଼ିବେ ନୈତିକତା ପାଠ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଯୁକ୍ତ୩ ପାଠ୍ୟ ଖସଡ଼ାରେ ‘ନୀତିଶାସ୍ତ୍ର ଓ ମୂଲ୍ୟବୋଧ (Ethics and Values)’ ଶିକ୍ଷାର ଏକ ନୂଆ ପାଠ୍ୟକ୍ରମ ସାମିଲ ହୋଇଛି। ଏହାକୁ ବାଧ୍ୟତାମୂଳକ ବିଷୟ ଭାବେ ରଖାଯାଇଛି। ସମ୍ପୂର୍ଣ୍ଣ ସିଲାବସ୍କୁ ୬ଟି ୟୁନିଟ୍ରେ ବିଭକ୍ତ କରାଯାଇଛି। ସମସ୍ତ ବିଜ୍ଞାନ, କଳା…
ଆଗେ କୁକୁଡ଼ା ନା ଆଗେ ଅଣ୍ଡା ? ଏବେ ବୈଜ୍ଞାନିକମାନେ ଦେଲେ ସଠିକ୍ ଉତ୍ତର
ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣି ଆସୁଛୁ। ତାହା ହେଉଛି ଦୁନିଆକୁ କୁକୁଡ଼ା ଆଗେ ଆସିଛି ନା ଅଣ୍ଡା। ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା। ଲୋକମାନେ ଆଜି ପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଲୋକଙ୍କ…
କୋର୍ଟରେ ବୋମା ଖଞ୍ଜିଥିଲେ ଡିଆର୍ଡିଓ ବୈଜ୍ଞାନିକ
ନୂଆଦିଲ୍ଲୀ, ୧୯ା୧୨: ଗତ ୯ ତାରିଖରେ ରୋହିଣୀ ଜିଲା କୋର୍ଟରେ ଏକ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଶନିବାର ଜଣେ ଡିଆର୍ଡିଓ ବୈଜ୍ଞାନିକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଭାରତ ଭୂଷଣ କଟାରିଆ (୪୯) ବୋଲି ଜଣାପଡ଼ିଛି। ପ୍ରଥମେ ଏହା…
ବେଲ୍ଗାଭିରେ ତେଜିଲା ହିଂସା
ବେଲ୍ଗାଭି, ୧୯ା୧୨: ସୀମା ବିବାଦକୁ କେନ୍ଦ୍ର କରି ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ବେଙ୍ଗାଲୁରୁରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉପରେ ବୁଧବାର କାଳି ଫିଙ୍ଗିବା ଘଟଣା ପରେ ଶୁକ୍ରବାର ରାତିରେ କର୍ନାଟକର ବେଲ୍ଗାଭିରେ ହିଂସାକାଣ୍ଡ ଘଟିଛି।…
ଜଷ୍ଟିସ୍ ନାନାବତୀଙ୍କ ବିୟୋଗ
ନୂଆଦିଲ୍ଲୀ, ୧୯।୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଗିରୀଶ ଠାକୋରଲାଲ୍ ନାନାବତୀଙ୍କର ଶନିବାର ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବହୁ ଚର୍ଚ୍ଚିତ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୋଧ୍ରା ଦଙ୍ଗା ମାମଲାର ତଦନ୍ତ…
ଓଡ଼ିଶା, ଛତିଶଗଡ଼କୁ ସାକ୍ଷୀ ତାଲିକା ମାଗିଲେ ଟ୍ରିବ୍ୟୁନାଲ
ନୂଆଦିଲ୍ଲୀ, ୧୯।୧୨: ମହାନଦୀ ଜଳ ବିବାଦ ମାମଲାରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ସାକ୍ଷୀ ତାଲିକା ଆସନ୍ତା ୨ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଶନିବାର ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏ.ଏମ୍.ଖାନ୍ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ବିଚାରପତି ଇନ୍ଦରମିତ୍ କୌର ଏବଂ ରବି…
୮୯ ଦେଶରେ ଓମିକ୍ରନ୍ ସଂକ୍ରମଣ: ବ୍ରିଟେନରେ ଲାଗିପାରେ ୨ ସପ୍ତାହର ଲକଡାଉନ
ଲଣ୍ଡନ,୧୯ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେସୁଦ୍ଧା ୮୯ ଦେଶରେ ପହଞ୍ଚି ସାରିଲାଣି । ହେଲେ ବ୍ରିଟେନରେ ଏହା ବେଳକୁ ବେଳ ସାଂଘାତିକ ରୂପ ଧାରଣ କରିବାରେ ଲାଗିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।…
Archives


