ମାଲ୍ଟାରେ ଗଞ୍ଜେଇ ବୈଧ
ଭାଲେଟ୍ଟା, ୧୬ା୧୨: ପ୍ରଥମ ୟୁରୋପୀୟ ଦେଶ ଭାବେ ମାଲ୍ଟା ଗଞ୍ଜେଇକୁ ବ୍ୟକ୍ତିଗତ ଭାବେ ବ୍ୟବହାର ନିମନ୍ତେ ଅନୁମତି ଦେଇଛି। ଏଥିସହ ଲୋକେ ସୀମିତ ଭାବେ ଗଞ୍ଜେଇ ଗଛ ଲଗାଇ ପାରିବେ ବୋଲି ମଙ୍ଗଳବାର ପାର୍ଲାମେଣ୍ଟରେ ବିଲ୍ ପାରିତ ହୋଇଛି। ନୂଆ ଆଇନ…
ଅଧିକ ହଳଦୀ ବ୍ୟବହାର କରୁଥିଲେ…
ସ୍ବାସ୍ଥ୍ୟଗତ କାରଣକୁ ନେଇ ହଳଦୀ ବହୁ ଉପକାରୀ। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାରଠାରୁ ଆରମ୍ଭ କରି ଏହାକୁ କ୍ଷୀରରେ ମିଶାଇ ସେବନ କରାଯାଇଥାଏ। ଏହାଛଡ଼ା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହାକୁ ବିଭିନ୍ନ ପ୍ୟାକ୍ରେ ମିଶ୍ରଣ ଭାବେ ବ୍ୟବହାର କରାଯାଇଥାଏ। ହେଲେ ଅଧିକ…
ଆସିବ କରୋନାର ତୃତୀୟ ଲହର!
ନୂଆଦିଲ୍ଲୀ,୧୬ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣର ବୃଦ୍ଧିକୁ ଦେଖି ଦେଶର ଜଣେ ନାମୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କୁ କୋଭିଡ-୧୯ ସଂକ୍ରମଣର ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ବୁଷ୍ଟର ଡୋଜ ଉପରେ ଗୁରୁତ୍ୱ…
ଆଲିୟାଙ୍କ ଆକଳନ
କଥାରେ ଅଛି ଅପେକ୍ଷାର ଫଳ ମିଠା। ହେଲେ ଅପେକ୍ଷା କରିବାକୁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ତେବେ ଏଥିପାଇଁ ମନ ଦୁଃଖ କରୁନାହାନ୍ତି ମହେଶ ତନୟା ଆଲିୟା ଭଟ୍ଟ। କାରଣ ତାଙ୍କ ଅଭିନୀତ ବିଗ୍ ବଜେଟ ଫିଲ୍ମ ‘ଆର୍ଆର୍ଆର୍’ ଆସନ୍ତା ବର୍ଷ ରିଲିଜ…
‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍ଦର୍ଶନ ଦେବ’
ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯାଇଛି। ଯାଜପୁର ଜିଲାର ୩୧୧ ପଞ୍ଚାୟତ, ୨ଟି ପୌରପରିଷଦ ଅଞ୍ଚଳର…
ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜେଏସ୍ଡବ୍ଲ୍ୟୁର ଘୋଷଣା
ଜଗତ୍ସିଂହପୁର ଅଫିସ, ୧୬ା୧୨: ପାରାଦୀପରେ ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ନେଇ କମ୍ପାନୀ ପକ୍ଷରୁ ବିଭିନ୍ନ ଘୋଷଣା କରାଯାଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୮ଟି ରାଜସ୍ବ ଗ୍ରାମ ଯଥା ପୋଲାଙ୍ଗ, ବାୟାନାଳକନ୍ଧ, ଜଟାଧାର, ନୂଆଗାଁ, ଗୋବିନ୍ଦପୁର, ପାଟଣା, ଢିଙ୍କିଆ ଓ ମାହାଳରେ ଜମି…
ଚିକିତ୍ସା ବାବଦ ଅର୍ଥକୁ ଶିକ୍ଷାରେ ଖର୍ଚ୍ଚ କର
କେନ୍ଦ୍ରାପଡ଼ା ଅଫିସ, ୧୬।୧୨: କେନ୍ଦ୍ରାପଡ଼ା ଜିଲା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ସେବାରେ ବୁଧବାର ଯୋଡି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ୧୧ଟାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଡ ବଣ୍ଟନର…
ପ୍ରଥମ ଫିଲ୍ମର ମିଟିଂ ବେଳେ ସୁରଭିନଙ୍କୁ ଏମିତି ପ୍ରଶ୍ନ…
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରି ହେଉ ଅବା ଟଲିଉଡ୍ ଇଣ୍ଡଷ୍ଟ୍ରି ସମସ୍ତେ କାଷ୍ଟିଂ କାଉଚ୍ରେ ଶିକାର ହୋଉଛନ୍ତି । ତେବେ ନିକଟରେ ଅଭିନେତ୍ରୀ ସୁରଭିନ ଚାୱଲା ମଧ୍ୟ କାଷ୍ଟିଂ କାଉଚ୍ର ଶିକାର ହୋଇଥିବା ନେଇ ମୁହଁ ଖୋଲିଛନ୍ତି। ଏକ ରେଡିଓ କାର୍ଯ୍ୟକ୍ରମର ସାକ୍ଷାତକାରରେ…
ସ୍ମାର୍ଟ ହେଲ୍ଥ କାର୍ଡରେ ସାରା ଓଡ଼ିଶା
ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ) ଅଧୀନରେ ଆରମ୍ଭ ହୋଇଥିବା ସ୍ମାର୍ଟ ହେଲ୍ଥ କାର୍ଡ ସ୍କିମ୍ରେ ସାମିଲ ହୋଇଛି ସାରା ଓଡ଼ିଶା। ଅଗଷ୍ଟ ୨୦ରେ ମାଲକାନଗିରିରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଯାଜପୁର ଜିଲାରେ ଶେଷ ହୋଇଛି। ବୁଧବାର ଅନ୍ତିମ…
ଆଜିଠୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ
ଭୁବନେଶ୍ୱର,୧୬।୧୨: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ପକ୍ଷରୁ ୨ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଚଳିତ ମାସ ୧୬ ଏବଂ ୧୭ ତାରିଖରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର…
ବଢ଼ିବ ଶୀତର ପ୍ରକୋପ
ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ବୁଧବାରଠାରୁ…
ଡୋମିନିକାନ ଗଣରାଜ୍ୟରେ ବିମାନ ଦୁର୍ଘଟଣା, ୯ ମୃତ
ଡୋମିନିକା,୧୬ ।୧୨: ଡୋମିନିକାନ ଗଣରାଜ୍ୟର ରାଜଧାନୀ ସେଣ୍ଟୋ ଡୋମିଙ୍ଗୋରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ବୁଧବାର ରାତିରେ ଲାସ ଆମେରିକା ଏୟାରପୋର୍ଟରେ ଜରୁରୀ ଅବତରଣ ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନର ଅପରେଟର ହେଲିଡୋସା…
Archives


