Home Left

ବୁର୍ଜ ଖଲିଫାରେ ‘୮୩’ର ଟ୍ରେଲର, ଖୁସିରେ କାନ୍ଦି ପକାଇଲେ ଦୀପିକା

ମୁମ୍ବାଇ: କବିର ଖାଁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ର ଟ୍ରେଲର ଦର୍ଶକଙ୍କ ଏକ୍ସସାଇଟମେଣ୍ଟକୁ ବଢାଇ ଦେଇଛି । ସମସ୍ତେ ଟ୍ରେଲର ଦେଖିବା ପରେ ଫିଲ୍ମ ନିଶ୍ଚୟ ହିଟ ହେବ ବୋଲି ମତ ଦେଉଛନ୍ତି । ଫିଲ୍ମର ଷ୍ଟାର କାଷ୍ଟ ଦୀପିକା ପାଦୁକୋନ, ରଣବୀର…

ଧର୍ମାନ୍ତରଣ ମାମଲାରେ ୫ ଲକ୍ଷ ଜରିମାନା-୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଆଇନ ଆଣିବେ ରାଜ୍ୟ ସରକାର…

ବେଙ୍ଗାଲୁରୁ, ୧୯।୧୨: କର୍ନାଟକରେ ଭାଜପା ସରକାର ବିଧାନସଭା ଅଧିବେଶନରେ ଧର୍ମାନ୍ତରଣ ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟର ବାସବରାଜ ବୋମ୍ମାଇ ସରକାର ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ବିଲର ନୂତନ ଡ୍ରାଫ୍ଟରେ ଦଣ୍ଡର ଅବଧି ତିନି…

କୋହଲିଙ୍କ କ୍ଲାସ୍‌ ନେଲେ ଦ୍ରାଭିଡ

ସେଞ୍ଚୁରିଅନ,୧୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୨୬ରୁ ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯିବ। ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଭାରତ କୌଣସି ସିରିଜ ଜିତି ନାହିଁ। ଏଭଳି ପରିସ୍ଥିତିରେ କୋଚ ରାହୁଲ…

ମହିଳାଙ୍କୁ ମୁଣ୍ଡରୁ ଟୋପି ନେଇଯାଉଛି ହାତୀ, ଭିଡିଓ ଦେଖିଲେ…

ସମସ୍ତେ ସୋସିଆଲ ମିଡିଆରେ ମଜାଳିଆ ଏବଂ ଚମତ୍କାର ଭିଡିଓ ଦେଖିବାକୁ ପସନ୍ଦ କରନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ବି ହସ ଖେଳିଯିବ। ଭାଇରାଲ ଭିଡିଓରେ ଏକ ହାତୀ ସହିତ ଫଟୋ ଉଠାଉଥିବା…

କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର ବିଡ ଜିଲାର ମଜଲଗାଓଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଭୟଭୀତ ହୋଇ…

ଘରେ ଏସବୁ ଥିଲେ ଭାରି ଅଶୁଭ; ବଢ଼େ କଳହ, ଧନହାନିର ସମ୍ଭାବନା…

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ। ଏଣୁ ଆଜିକାଲିର ସମୟରେ ଲୋକେ ବାସ୍ତୁ ପ୍ରତି ବିଶେଷ…

ବ୍ୟାଟିଂରେ ଐତିହାସିକ ରେକର୍ଡ ହାସଲ କଲେ ଏହି ପ୍ରସିଦ୍ଧ ବୋଲର୍‌

ଆଡିଲେଡ,୧୯।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଆଶେସ ଟେଷ୍ଟ ମ୍ୟାଚ ରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆ ୯ ରନ ପାଇଁ ୪୭୩ ରେ ପ୍ରଥମ ଇନିଂସ ଘୋଷଣା କରିଥିଲା, ଏହାର ଜବାବରେ ଇଂଲଣ୍ଡର ପ୍ରଥମ ଇନିଂସ…

ଅଧରାତିରେ ଏମିତି କାମ କରୁଥିଲେ ଷ୍ଟିଭ୍‌ ସ୍ମିଥ୍‌: ଧରିଦେଲେ ସ୍ତ୍ରୀ

ଆଡିଲେଡ,୧୯।୧୨:ଆଶେସ ସିରିଜରେ ଅଷ୍ଟ୍ରେଲିଆ ଦଳ ଏକ ଭଲ ସ୍ଥିତିରେ ଅଛି। ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ସ୍ଥିତି ମଜଭୁତ ରହିଛି। ଆଡିଲେଡରେ ଖେଳାଯାଉଥିବା ଦ୍ୱିତୀୟ ଆଶେସ ଟେଷ୍ଟରେ ଅଷ୍ଟ୍ରେଲିଆ ୪୭୩ରେ ପ୍ରଥମ ଇନିଂସ ଘୋଷଣା…

୩୧କୁ ଘୁଞ୍ଚିଲା ଧାନକିଣା

ଅନୁଗୋଳ ଅଫିସ, ୧୯।୧୨:  ଅନୁଗୋଳ ଜିଲାରେ ଚାଷୀଙ୍କଠାରୁ ଧାନ କିଣିବାକୁ ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ମଣ୍ଡି କରାଯାଇଛି। ହେଲେ ୫ ଦଫା ଦାବିନେଇ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକମାନେ କିଛିଦିନ ହେଲା ଆନ୍ଦୋଳନ ଚଳାଇଥିବାରୁ ପୂର୍ବ ନିର୍ଦ୍ଧାରିତ ତାରିଖ…

କେଶ କାଟିପାରିବେନି ଅଷ୍ଟ୍ରେଲିଆ କ୍ରିକେଟର୍‌: ଜାଣନ୍ତୁ କାହିଁକି

ମେଲବୋର୍ନ,୧୯।୧୨:ଏବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜର ମ୍ୟାଚ ଖେଳାଯାଉଛି। କିନ୍ତୁ କରୋନା ଯୋଗୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଷ୍ଟିଭ ସ୍ମିଥ ତାଙ୍କ ସ୍ଥାନରେ ଅଧିନାୟକତ୍ୱ କରୁଛନ୍ତି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ତୃତୀୟ ଏବଂ…

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୪ କୁ ବୃଦ୍ଧି ପାଇଛି। ୨ ମୃତକ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ଜଣେ ଥିବା ବେଳେ ବାଲେଶ୍ୱରରୁ ଜଣେ ଅଛନ୍ତି। ତେବେ ଆଜି…

ସୁମିତଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ପାଇଁ ତପସ୍ବିନୀ ଦାଶ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ର ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଡା.ସୁମିତ ସାହୁ କାନ୍ଥ ପାଚେରି ଡେଇଁ ପଳାଇଥିବା ତପସ୍ବିନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri