Home Left

ଶୀନା ବୋରା ଜୀବିତ ଦାବି କଲେ ଇନ୍ଦ୍ରାଣୀ

ନୂଆଦିଲ୍ଲୀ,୧୬।୧୨: ବହୁ ଚର୍ଚ୍ଚିତ ଶୀନା ବୋରା ମର୍ଡର ମିଷ୍ଟ୍ରିରେ ଏକ ରୋମାଞ୍ଚକର ମୋଡ଼ ଆସିଛି। ୨୦୧୨ ଏହି ଘଟଣାରେ ଚାଞ୍ଚଲ୍ୟକର କଥା କହିଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା ଶୀନାଙ୍କ ମା’ ଇନ୍ଦ୍ରାଣୀ ମୁଖାର୍ଜୀ। ୨୦୧୫ରୁ ଜେଲରେ ବନ୍ଦୀ ଥିବା ପୂର୍ବତନ ମିଡିଆ…

ଅଳ୍ପକେ ଶତକରୁ ବଞ୍ଚିତ ହେବା ପରେ ପ୍ରଶଂସକଙ୍କ ମନ ଜିତିଲେ ଓ୍ବାର୍ନର

ଆଡିଲେଡ୍‌,୧୬।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର ପ୍ରଶଂସକଙ୍କ ମନ ଜିଣିଛନ୍ତି। ସହଜରେ ସାଥି ଓପନର ମାର୍କସ ହାରିସଙ୍କ ଉଇକେଟ ହରାଇବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ ଦେଇଥିଲେ ଓ୍ବର୍ନର। ବାମହାତୀ ବ୍ୟାଟର ପୂର୍ବ…

ରାସ୍ତା ଜାମରେ ଫସିଲା ଆମ୍ବୁଲାନ୍ସ

କେନ୍ଦୁଝର,୧୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ତଳଗୁଣ୍ଡୁଳା ଗ୍ରାମର ଜଣେ ପ୍ରସୂତି ଗୁରୁତର ଅବସ୍ଥାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବାବେଳେ ଗୁରୁବାର ପୂର୍ବାହ୍ନରେ ଢାଙ୍ଗରପଡା ନିକଟ ଏନ୍‌ଏଚ୍‌ ୪୯ରେ ଅଟକିଯାଇଥିଲା। ସୁଷମା ମିଞ୍ଜ ପ୍ରସୂତି…

ନୂଆ ଲୁକ୍‌ରେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ଅନେକ ସମୟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି । ଏବେ ସେ ହଲିଉଡ ମୁଭି ପାଇଁ ବ୍ୟସ୍ତଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଖୁବ୍ ଆକ୍ଟିଭ ଏହି ଅଭିନେତ୍ରୀ । ଅନେକ ସମୟରେ ସେ ତାଙ୍କର…

ପତିକ୍ରିୟା ରଖିବାକୁ ମନା କଲେ ଗାଙ୍ଗୁଲି

କୋଲକାତା,୧୬।୧୨: ଭାରତୀୟ ଦଳର ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ବୟାନକୁ ନେଇ ଝଡ଼ ସୃଷ୍ଟି ହେବାର ଗୋଟିଏ ଦିନ ପରେ ପତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଆୟୋଜିତ ଖବରଦାତା…

ଆରମ୍ଭ ହେଲା ଅଲିଭ ରିଡ୍‌ଲେଙ୍କ ମିଳନ

ଗଞ୍ଜାମ,୧୬।୧୨(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ଚଳିତଥର ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ସମୁଦ୍ର ମଧ୍ୟରେ ପ୍ରାୟ ୨୦…

ମା’ ଆଗରେ ଚାଲିଗଲା ଶିଶୁପୁତ୍ରର ଜୀବନ

ପୋଲସରା,୧୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଶାସନ ପଞ୍ଚାୟତ ବିରିପୁର ଗ୍ରାମ ପୋଖରୀରେ ବୁଡି ବୁଧବାର ଗ୍ରାମର ଅରୁଣ ବିଷୋୟୀଙ୍କ ୩ ବର୍ଷୀୟ ପୁଅ ରଞ୍ଜିତଙ୍କ ମୃତ୍ୟୁ ଘଟିଛି। ରଞ୍ଜିତଙ୍କୁ ନେଇ ତାଙ୍କ ମା’ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ରଞ୍ଜିତ…

ଷ୍ଟେଇନଙ୍କ ସହ ଯୋଗାଯୋଗରେ ସନରାଇଜର୍ସ

ମୁମ୍ବାଇ,୧୬।୧୨: ଚଳିତ ବର୍ଷ ଅଗଷ୍ଟରେ ଅନ୍ତର୍ଜାତୀୟ ଓ ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇସାରିଥିବା ଡେଲ ଷ୍ଟେଇନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ନୂଆ ଦାୟିତ୍ୱ ମିଳିବାକୁ ଯାଉଛି। ତାଙ୍କୁ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିବାକୁ ଯାଉଛି ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)।…

ଜେଜେ ମା’ଙ୍କୁ ମନେ ପକାଇଲେ ରାହୁଲ

ଡେରାଡୁନ,୧୬।୧୨: ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପରେ ଏବେ କଂଗ୍ରେସ ଏହାର ନିର୍ବାଚନ ପ୍ରଚାର ଉପରେ ଗୁରୁତ୍ୱ ଦେଉଛି। କଂଗ୍ରେସ ନେତା ତଥା ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀ ଗୁରୁବାର ‘ବିଜୟ ସମ୍ମାନ…

ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ

ବରଗଡ଼ ଅଫିସ,୧୬।୧୨: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ ଗୁରୁବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପାଇକମାଲ ବ୍ଳକ ଝାରବନ୍ଧ ପଞ୍ଚାୟତ ଟେମରିମାଲ ଗ୍ରାମର ପ୍ରହଲ୍ଲାଦ ରାଉତ(୭୫)। ସୂଚନା…

କୋହଲି ଏବଂ ବିସିସିଆଇ ବିବାଦକୁ ନେଇ ପାକିସ୍ତାନ କ୍ରିକେଟର୍‌ କହିଲେ…

ଇସଲାମାବାଦ୍‌,୧୬।୧୨:ପାକିସ୍ତାନୀ କ୍ରିକେଟର ସଲମାନ ବଟ ବିରାଟ କୋହଲି ଏବଂ ବିସିସିଆଇ ବିବାଦକୁ ମଧ୍ୟକୁ ଜମ୍ପ୍‌ ମାରିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ କଥା ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱ ଦେବା ନୁହେଁ, ବରଂ ଅନ୍ୟ କିଛି। ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ…

୧୦ ଦିନରେ ୪ଥର ୟୁପି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୬ ।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜାନୌତିକ ଦଳ ଗୁଡିକ ସେହି ଅନୁଯାୟୀ ଆକ୍ଟିଭ ହେଉଥିବା ଦଖାଯାଉଛି । ଗତ କିଛି ଦିନ ହେବ ୟୁପି ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ସକ୍ରିୟ ରହିଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri