ଲାଉଡ୍ସ୍ପିକର ଉପରେ ଜାତୀୟ ନୀତି ଆଣୁ କେନ୍ଦ୍ର
ମୁମ୍ବାଇ, ୨୧ା୪: ଲାଉଡ୍ସ୍ପିକର ବ୍ୟବହାର ଉପରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ଆଣି ତାହାକୁ ପ୍ରଥମେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଲାଗୁ କରନ୍ତୁ ବୋଲି ଶିବସେନା ଏମ୍ପି ସଞ୍ଜୟ ରାଉତ ବୁଧବାର ଦାବି କରିଛନ୍ତି। ମହାରାଷ୍ଟ୍ରର ମସ୍ଜିଦ୍ଗୁଡ଼ିକରୁ ଲାଉଡସ୍ପିକର ହଟାଇବା…
ଭାଜପା ନେତା ଜିତୁ ଚୌଧୁରୀଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ,୨୧ ।୪: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି । ନିକଟରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଥମି ନ ଥିବା ବେଳେ ଏବେ ଗାଜିପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ପୁଣିଥରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ…
ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ରୁଷିଆ
ମସ୍କୋ,୨୧ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ରଷିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲର ସଫଳ ପରୀକ୍ଷା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଏହା ସେହିମାନଙ୍କ ବିଚାରକୁ ଭୋଜନ ପ୍ରଦାନ କରିବ ଯେଉଁମାନେ ୟୁକ୍ରେନ୍ ସହ ଚାଲିଥିବା…
ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ମୁମ୍ବାଇ,୨୦।୪: ଓ୍ବେଷ୍ଟଇଣ୍ଡିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଟି-୨୦ କ୍ରିକେଟର୍ କିମ୍ବଦନ୍ତୀ କୁହାଯାଉଥିବା ୩୪ ବର୍ଷୀୟ ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ୍ ପାଇଁ ୧୨୪ ଦିନିକିଆ ମ୍ୟାଚ୍ ଖେଳି…
ଲାଞ୍ଚ ନେବା ଘଟଣା: କୋର୍ଟ ଚାଲାଣବେଳେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଜନସ୍ବାସ୍ଥ୍ୟ ଅଧିକାରୀ
ବରଗଡ଼ ଅଫିସ,୨୦ା୪: ଲାଞ୍ଚ ନେବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବୁଧବାର ପୂର୍ବାହ୍ନରେ ସମ୍ବଲପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଡା.…
ରାଜଧାନୀରେ ପୁଣି ମାଡିଲାଣି କରୋନା
ନୂଆଦିଲ୍ଲୀ,୨୦।୪:ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିନକୁ ଦିନ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୯ ନୂତନ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୧୪ ରୋଗୀ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଚିନ୍ତାଜନକ ବିଷୟ…
ଦାବି ପୂରଣ ନ ହେଲେ କାର୍ଯ୍ୟ ବନ୍ଦ ଚେତାବନୀ
ହିଞ୍ଜିଳିକାଟୁ,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଲ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ହିଞ୍ଜିଳିକାଟୁ ବ୍ଲକର ସମସ୍ତ ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ…
ପରିବହନ ବିଭାଗର ଚଢାଉ : ୬ ସ୍କୁଲ ବସ, ୪ ଅଟୋ ଉପରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଜୋରିମନା
କୋରାପୁଟ,୨୦।୪(ସ୍ବ.ପ୍ର): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପରେ କୋରାପୁଟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ କୋରାପୁଟ ଓ ସେମିଳିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଚଳାଚଳ କରୁଥିବା ବସ ଓ ଅଟୋ ଉପରେ ବୁଧବାର ଚଢାଉ କରାଯାଇଛି। ଚଢାଉରେ ସେମିଳିଗୁଡା…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୬୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଜେଲ ପାଇଖାନା ସୁବ୍ୟସ୍ଥିତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୦।୪: ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜେଲରେ ଥିବା ପାଇଖାନାଗୁଡିକ ସୁବ୍ୟବସ୍ଥିତ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ୩୦ ତାରିଖରେ ଜିଲା ଆଇନସେବା ଅଧିକାରୀ…
ପାନୀୟ ଜଳଯୋଗାଣ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା
କୋକସରା,୨୦ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା କୋକସରା ପଞ୍ଚାୟତର ୯ ନମ୍ବର ଓ୍ବାର୍ଡର ମହିଳାମାନେ ବୁଧବାର କୋକସରା ବିଡିଓଙ୍କୁ ଭେଟି ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଛନ୍ତି। କୋକସରା ଗ୍ରାମର ୯ ନମ୍ବର ଓ୍ବାର୍ଡର ଠାକୁରାଣୀ ମନ୍ଦିର…
ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍ଟିଆର୍…
ହାଇଦ୍ରାବାଦ: ନୂଆ ଗେଟ୍ଅପ୍କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍ଟିଆର୍। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। କେହି କେହି ସେ ବାବା ହୋଇଯିବେ ବୋଲି କହୁଥିବା ବେଳେ…

