୨ ବାଘ ଛୁଆ ଉଦ୍ଧାର
କୋରାପୁଟ,୩୦।୪(ସ୍ବ.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଗୁମୁଡା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଏକ ବିଲରୁ ୨ଟି ବାଘ ଛୁଆ ଉଦ୍ଧାର ହୋଇଛି। ସୂଚନା ଥାଉକି କିଛି ମହିଳା କେନ୍ଦୁପତ୍ର ସଂଗ୍ରହ କରିବାକୁ ଯାଇ ଏକ ଗାତରେ ଦୁଇଟି ବାଘ ଛୁଆକୁ ଦେଖି…
ସ୍ବାମୀଙ୍କ ନାଁର ଟାଟୁ ହଟାଇଲେ ରାଖୀ, କହିଲେ ଏମିତି
ଡ୍ରାମାକୁଇନ୍ ରାଖୀ ସାଓ୍ବନ୍ତ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି, ସେ ଚର୍ଚ୍ଚାରେ ରହିବା ପାଇଁ କୌଣସି ଉପାଉ ଛାଡ଼ନ୍ତି ନାହିଁ। ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଅନେକ ସମୟରେ ସେ ଚର୍ଚ୍ଚାକୁ ଆସିଥାନ୍ତି। ବର୍ତ୍ତମାନ ସେ ତାଙ୍କ ବୈବାହିକ ଜୀବନକୁ ନେଇ…
ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ
ଜୁନାଗଡ଼,୩୦।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଛକ ନିକଟରେ ଶନିବାର ଭୋରରେ ବିବାହ ପ୍ରୋସେସନ ସାରି ଫେରୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଜଣେ କଳାକାରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ବାଦ୍ୟଯନ୍ତ୍ର କଳାକାର ଆହତ…
ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ
ରେଢ଼ାଖୋଲ,୩୦ା୪(ଡି.ଏନ୍.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଖବର ପାଇ ରେଢ଼ାଖୋଲ ପୋଲିସ ସାନରେଙ୍ଗାଲି ଗ୍ରାମରେ ଶନିବାର ପହଞ୍ଚତ୍…
ପରୀକ୍ଷା ଶେଷ ପରେ ଖୁସିରେ ଏମିତି ଡ୍ୟାନ୍ସ କଲେ ଛାତ୍ରୀଛାତ୍ର, ଭିଡିଓ ଭାଇରାଲ
ପିଲାମାନଙ୍କ ପାଇଁ ପରୀକ୍ଷା ଶେଷ ହେବାର ଆନନ୍ଦଠାରୁ ଆଉ ଅଧିକ ଆନନ୍ଦ ବୋଧହୁଏ କିଛି ନାହିଁ। ପରୀକ୍ଷା ଶେଷ ହେବା ମାତ୍ରେ ସମସ୍ତ ପିଲା ଚାପମୁକ୍ତ ହୋଇଯାଆନ୍ତି। ବିଶେଷକରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ଅତ୍ୟନ୍ତ ଚାପଗ୍ରସ୍ତ।…
ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ,୩୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଶନିବାର ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତକାର କରିଛନ୍ତି। ଏହି ସାକ୍ଷାତକାର ଏଭଳି ସମୟରେ ହୋଇଛି, ଯେତେବେଳେ ମୁଖ୍ୟମନ୍ତ୍ରୀ…
ବର୍ଷୁଛି ନିଆଁ: ୟୁପିରେ ୪୭, ଦିଲ୍ଲୀରେ ୪୬ ଡିଗ୍ରୀ ଡେଇଁଲା ପାରଦ
ନୂଆଦିଲ୍ଲୀ/ପାଟନା,୩୦।୪: ଗତ କିଛି ଦିନରୁ ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଭୀଷଣ ଗରମ ଓ ହିଟ୍ଓ୍ବେଭ୍ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତର କିଛି ଦିନରୁ ଦେଶର ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଅନେକ ରାଜ୍ୟର ତାପାମାତ୍ରା…
ଜ୍ୟାକଲିନ୍ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ
ମୁମ୍ବାଇ,୩୦।୪: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଜ୍ୟାକଲିନଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ ହୋଇଛି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡି ପକ୍ଷରୁ ଜ୍ୟାକଲିନ୍ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜବତ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ୭.୧୨…
ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ
ଭବାନୀପାଟଣା,୩୦।୪(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ କଲମପୁର ବେଲପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ ବାପାଙ୍କୁ ବଳିଦେବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାପାଙ୍କୁ ଉଦ୍ଧାର ବେଳେ…
ପୁଅ ବାହାଘର ପାଇଁ ହେଲିକପ୍ଟର ଭଡ଼ାରେ ନେଲେ ଚାଷୀ
ଇନ୍ଦୋର,୩୦।୪: ପ୍ରତ୍ୟେକ ପିତାମାତା ନିଜ ପୁଅ ଝିଅଙ୍କ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେହି ଦିନକୁ କିଭଳି ସ୍ମରଣୀୟ କରାଯାଇପାରିବ ସେନେଇ ନିଆରା ପ୍ରସ୍ତୁତି କରିଥାନ୍ତି। ତେବେ କିଛି ଏଭଳି ନିଆରା ଢ଼ଙ୍ଗର ବିବାହ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ସୂଚନାଯୋଗ୍ୟ, ପୁଅ…
ରାସ୍ତାରେ ଦଳିଦେଲା ହାତୀ
ବାରିପଦା ଅଫିସ,୩୦ା୪: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଛଚିନାପଦାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବନ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମୃତକ ହେଲେ ନୂଆଗାଁ ଗ୍ରାମର…
ସ୍ବାମୀଙ୍କୁ ବିକ୍ରି ପାଇଁ ମହିଳା ଦେଲେ ବିଜ୍ଞାପନ
ଫ୍ଲୋରିଡା,୩୦।୪: ଫ୍ଲୋରିଡାର ଜଣେ ମହିଳା ଘର ସାଙ୍ଗକୁ ତାଙ୍କ ସ୍ବାମୀଙ୍କୁ ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଦେଇଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ୪୩ ବର୍ଷୀୟା କ୍ରିଷ୍ଟାନ ବଲ…

