Home Left

୧୦ ଜଣଙ୍କ ପ୍ରେମରେ ପଡିଥିଲେ ବି ମୋଷ୍ଟ ଇଲିଜିବଲ ବ୍ୟାଚେଲର ଲିଷ୍ଟରେ ରହିଗଲେ ଭାଇଜାନ

ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର କିନ୍ତୁ ବିଳମ୍ବିତ ରାତିରେ ଜନ୍ମଦିନ ପାଳନ କରିବାର ଆୟୋଜନ ସମୟରେ ସଲମାନଙ୍କୁ ସାପ କାମୁଡିବା ଓ ସେ ହସ୍ପିଟାଲ ଯିବା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି…

ହାତୀ ବି ଡରିଯାଉଛି ପକ୍ଷୀକୁ, ବଞ୍ଚିବା ଲାଗି କରୁଛି ଏପରି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ବାର୍‌ହା ଫାସରେ ପଡ଼ିଗଲେ ମହିଳା

ବୁଗୁଡ଼ା,୨୭ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଗୌଡିଆ ବରୋଦା ପଞ୍ଚାୟତର ଗାନ୍ଧୀ ଗ୍ରାମରେ ରବିବାର ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ମହିଳା ଚାଷୀ ଗୁରୁତର ହୋଇଛନ୍ତି। ସେ ହେଲେ ବାବୁଲା…

ସଲମାନ ଖାନ୍‌ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ସଲ୍ଲୁ ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀ ଲଞ୍ଚ କରିବା ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ସଲମାନ ତାଙ୍କ ବିଙ୍ଗ୍‌ ହ୍ୟୁମାନ୍‌ ଜରିଆରେ ସମାଜ ତଥା ଅନାଥ ପିଲାମାନଙ୍କ ପାଇଁ କାମ…

ଗିରଫ ହେଲେ ଧନ କୁବେର ପିୟୁଷ ଜୈନ, ଘରୁ ମିଳିଛି ୨୫୭କୋଟି ଟଙ୍କା ସହ ଦାମୀ ଗହଣା

କାନପୁର,୨୭ ।୧୨: ଶେଷରେ ଗିରଫ ହେଲେ ଧନ କୁବେର ଅତର ବ୍ୟବସାୟୀ ପିୟୁଷ ଜୈନ । ଜିଏସ୍‌ଟି ଇଣ୍ଟଲିଜେନ୍ସ ବ୍ୟବସାୟୀଙ୍କୁ କନ୍ନୌଜରୁ ଗିରଫ କରିଛି । ରବିବାର ସୁଦ୍ଧା ତାଙ୍କ ଘର ଉପରେ ଚଢାଉ କରାଯାଇ ୨୫୭ କୋଟି ନଗଦ ଟଙ୍କା…

‘ମୁଁ ୨୪ କ୍ୟାରେଟ କଂଗ୍ରେସ ଲୋକ’

ଜମ୍ମୁ,୨୭।୧୨: “ମୁଁ ୨୪ କ୍ୟାରେଟ୍‌ କଂଗ୍ରେସ ଲୋକ”। ଏଭଳି କହି କଂଗ୍ରେସ ଛାଡ଼ୁଥିବା ନେଇ ଚାଲିଥିବା ଅନିଶ୍ଚତତାରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମ ନବି ଆଜାଦ। ଦୁଇ ମାସ ହେଲା ଜମ୍ମୁ-କଶ୍ମୀରରେ ପ୍ରଚାର କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜାଦ ଜମ୍ମୁର ଉପକଣ୍ଠ ଖୋଉର…

୭ ବର୍ଷିୟା ନାବାଳିକାଙ୍କୁ ୨ ଦିନ ଧରି ବଳାତ୍କାର ପରେ ହତ୍ୟା

ମୋରଦାବାଦ,୨୬।୧୨: ଉତ୍ତରପ୍ରଦେଶର ମୋରଦାବାଦରେ ଜଣେ ୭ ବର୍ଷର ଝିଅଙ୍କୁ ଅପହରଣ କରାଯାଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଝିଅଟି ନିଖୋଜ ହେବାର ୨ ଦିନ ପରେ ଆଖୁକ୍ଷେତରୁ ତାଙ୍କ ମୃତଦେହ ମିଳିଛି। ଶୁକ୍ରବାର ଜଣେ ଚାଷୀ ତାଙ୍କ କ୍ଷେତକୁ…

ରାଜ୍ୟପାଳ ଘରେ ଖାଇବାରୁ ଆସିଲା ୧୪ ହଜାର ଟଙ୍କାର ବିଲ୍‌

ଭୋପାଳ,୨୬।୧୨: ବୁଧରାମ ଆଦିବାସୀ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଭଙ୍ଗା କୁଡ଼ିଆ ଘରେ ରହୁଥିଲେ। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା। ଏପରି କି ତାଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ ରାଜ୍ୟପାଳ ମଙ୍‌ୁଭାଇ…

ରାଜଧାନୀକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ଓମିକ୍ରନ୍‌ ଭାରିଆଣ୍ଟ ଆସିବା ପରେ ଦିଲ୍ଲୀରେ ଦୈନିକ କୋଭିଡ୍‌ ସଂକ୍ରମଣ…

ପ୍ରତ୍ୟେକ ଜିଲାରୁ ମଗାଗଲା ପିଲାଙ୍କ ତଥ୍ୟ

ଭୁବନେଶ୍ୱର,୨୬।୧୨ (ବ୍ୟୁରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଟିକାକରଣ ଏବଂ ଗାଇଡ୍‌ଲାଇନ୍‌ ପାଳନକୁ ଗୁରୁତ୍ୱ ଦିଆଯାଉଛି। ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ଓ ବୁଷ୍ଟର ଡୋଜ୍‌ ଟିକା ଦେବାପାଇଁ ପ୍ରଧାନମନ୍ତ୍ରୀ…

ବିମୁଦ୍ରିକରଣ ସମୟରେ ଦୁର୍ନୀତି କରିଥିଲେ ସେନା ଅଧିକାରୀ

ନୂଆଦିଲ୍ଲୀ,୨୬।୧୨: ୨୦୧୬ ନଭେମ୍ବରରେ ବିମୁଦ୍ରିକରଣ ସମୟରେ ବିଭିନ୍ନ ଦୁର୍ନୀତି ସହ ଜଡ଼ିତ ଥିବା ଜଣେ ଭାରତୀୟ ସେନା କ୍ୟାପଟେନ ଜେନେରାଲ କୋର୍ଟ ମାର୍ସଲ (ଜିସିଏମ୍‌)ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସେନାର ପଶ୍ଚିମାଞ୍ଚଳ କମାଣ୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତା ବର୍ଷ ଜାନୁୟାରୀ ୧୦ରୁ…

ଦକ୍ଷିଣ ଆଫ୍ରିକା ଗଡ଼ରେ ରାହୁଲଙ୍କ ରାଜୁତି

ସେଞ୍ଚୁରିଆନ,୨୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ନାମରେ ରହିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୨୭୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri