Home Left

ଫିଲ୍ମ ଦେଖିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଧିମା ଚଳାଇଲେ ଡ୍ରାଇଭର

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ସରକାରଙ୍କ ଦ୍ୱାରା ନିୟୋଜିତ କରାଯାଇଛି ୧୦୮ ଆମ୍ବୁଲାନ୍ସ। ବିଭିନ୍ନ ସମୟରେ ୧୦୮ ଆମ୍ବୁଲାନ୍ସ ପ୍ରଶଂସନୀୟ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବା ବେଳେ ନିଟକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ସମସ୍ତଙ୍କୁ…

ଫେବୃୟାରୀ ୭ରେ ହୋଇପାରେ ମେଗା ଆଇପିଏଲ୍‌ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ଫେବୃୟାରୀ ୭ ଓ ୮ ତାରିଖ ବେଙ୍ଗାଲୁରୁଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମେଗା ଅକ୍‌ଶନ ହୋଇପାରେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି। “ଆଇପିଏଲର ମୂଳ…

୧ ହଜାର କେଜି ଯୁଦ୍ଧାସ୍ତ୍ର ସହ ଶତ୍ରୁକୁ ଧ୍ୱଂସ କରିବ ମିସାଇଲ‘ପ୍ରଳୟ’

ନୂଆଦିଲ୍ଲୀ,୨୨।୧୨: ଭୁପୃଷ୍ଠରୁ ଭୁପୂଷ୍ଠକୁ ନିକ୍ଷେପ କରୁଥିବା ସ୍ବଳ୍ପ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ‘ପ୍ରଳୟ’ର ବୁଧବାର ସଫଳ ପରୀକ୍ଷଣ କରିଛି ଭାରତ। ଓଡ଼ିଶା ଉପକୂଳସ୍ଥିତ ବାଲେଶ୍ୱରର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୩୦ରେ ଏହାର ପରୀକ୍ଷଣ…

ପ୍ରଧାନ ଶିକ୍ଷକଙ୍କ ବଦଳି ବିରୋଧରେ ୪ ଦିନ ହେଲା ପାଠପଢା ବନ୍ଦ

ଜୁନାଗଡ଼,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କେଲିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ବିବାଦ ଦେଖାଦେଇଛି। ଗତ କିଛି ଦିନ ତଳେ ପ୍ରଧାନଶିକ୍ଷକଙ୍କୁ ହଠାତ୍‌ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିଲା। ଏହାକୁ ବିରୋଧ କରି ୪…

ଟପ୍‌ ୧୦କୁ ଫେରିଲେ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍‌-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା ୪ଟି ସ୍ଥାନ ଉପରକୁ ଉଠି ୨୮ ବର୍ଷୀୟ ଶଟଲର ୧୦ମ ର଼୍ୟାଙ୍କ ହାସଲ କରିଛନ୍ତି।…

ହ୍ରିତିକ୍‌ଙ୍କ ସହ ଚୁମ୍ବନ ଦୃଶ୍ୟକୁ ନେଇ ଏହି ଅଭିନେତ୍ରୀଙ୍କୁ ମିଳିଥିଲା ନୋଟିସ୍‌, ପରେ ରଣବିରଙ୍କୁ…

ବମ୍ବେ: ପାନାମା ପେପର୍ସ ଲିକ୍‌ ମାମଲାକୁ ନେଇ ଚର୍ଚ୍ଚାରେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ତେବେ ବିଗତ ଦିନଗୁଡ଼ିକ ଦେଖିଲେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କେଉଁ…

ଆହତ ହେଲେ ଟାଇଗର!

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ପରିବର୍ତ୍ତେ ଦୁଃଖି ହୋଇଯାଇଛନ୍ତି । କାରଣ ଫଟୋରେ ଅଭିନେତାଙ୍କ ଆଖିତଳେ ଏକ…

ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା,୨୨।୧୨: ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହାତେଇଥିବା ଭାରତ ଚଳିତ ଏସିଆ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ତାହା ପୁଣି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ। ବୁଧବାର ଖେଳାଯାଇଥିବା ପ୍ଲେଅପ୍‌ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୪-୩ ଗୋଲରେ ପାକିସ୍ତାନକୁ…

ଏବେ ପ୍ରିୟଙ୍କା କହିଲେ କାରଣ

ବମ୍ବେ: ନିଜଠାରୁ ବୟସରେ ଢ଼େରଗୁଣା ସାନ ପ୍ରେମିକାଙ୍କ ହାତ ଧରି ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା ଚୋପ୍ରା। ନିକଟରେ ସେ ନିଜ ନାମରୁ ‘ଜୋନାସ’ ସରନେମ୍‌ ହଟାଇଥିଲେ। ଏହାପରଠାରୁ ନିକ୍‌ ଏବଂ ତାଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ…

କରୋନା ଟିକା ନ ନେଇଥିଲେ ଜାନୁୟାରୀ ୧ରୁ ଏସବୁ ମନା

ଚଣ୍ଡିଗଡ,୨୨।୧୨: ହରିୟାଣାରେ କରୋନା ଟିକା ନେଇ ନ ଥିବା ଲୋକଙ୍କ ଉପରେ ଜାନୁଆରୀ ୧ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଜ କହିଛନ୍ତି ଯେ, ଯେଉଁ ବ୍ୟକ୍ତି…

‘ରାୱଡି ରାଠୋର’ ସିକ୍ୱିଏଲ ସହ ଫେରୁଛନ୍ତି ଅକ୍ଷୟ

ମୁମ୍ବାଇ: ବଲିଉଡର ସୁପରହିଟ୍ ମୁଭି ମଧ୍ୟରେ ଅନ୍ୟତମ ହେଉଛି ‘ରାୱଠି ରାଠୋର’ । ୨୦୧୨ରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ ବି କରିଥିଲା । ପ୍ରଭୁ ଦେବା ଏହାର ନିର୍ଦ୍ଦେଶକ ଥିବା ବେଳେ ସଞ୍ଜୟ ଲିଲା…

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର ଏକ ଗଳା ଅପରେଶନ ହୋଇଥିଲା। ଏହାପରେ ସେ ଏବେ ବିଶ୍ରାମ ନେଉଛନ୍ତି। ମହାରାଷ୍ଟ୍ର ଭାଜପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri