ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୭ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୮୬୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
୮ ମଦ୍ୟପ ଚାଳକ କୋର୍ଟ ଚାଲାଣ
ବଡ଼ବିଲ,୭ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ୮ ଜଣ ମଦ୍ୟପ ଚାଳକଙ୍କୁ ଗିରଫ କରି ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଜାଦ ବସ୍ତି ଅଞ୍ଚଳର ବିକାଶ ଗୋପ, ବଡ଼ବିଲ କେ-ଅଲି ମହଲ୍ଲା ଅଞ୍ଚଳର ରାଜୁ…
ତାଲିବାନ୍ର ନୂଆ ଆଇନ, ବୁର୍ଖା ନପିନ୍ଧିଲେ ପିତାଙ୍କୁ ଜେଲ୍…
କାବୁଲ,୭।୫ : ଆଫଗାନିସ୍ତାନରେ ତାଲିବାନ୍ ପକ୍ଷରୁ ନୂଆ ଆଇନ ଜାରି କରାଯାଇଛି। ତାଲିବାନ୍ କହିଛି ଯେ, ବିନା ବୁର୍ଖାରେ ମହିଳା ବାହାରକୁ ବାହାରିଲେ ସେମାନଙ୍କର ପିତାଙ୍କୁ ଜେଲ ଦଣ୍ଡାଦେଶ କରାଯିବ। ତାଲିବାନ୍ ମୁଖ୍ୟ ହେୟବ୍ତୁଲା ଅଖୁନ୍ଦଜାଦା ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।…
‘ପାର୍ଟି ଏବଂ ଝଗଡ଼ା କରିବାରେ ଧୁରନ୍ଧର ଥିଲେ ଓ୍ବାର୍ନର’
ମୁମ୍ବାଇ,୭।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ନୂତନ ଟିମ୍ରୁ ଖେଳି ଜବରଦସ୍ତ ପ୍ରଦର୍ଶନ କରି ଆସୁଛନ୍ତି ଡେଭିଡ ଓ୍ବାର୍ନର। ଗୁରୁବାର ନିଜର ପୁରୁୁଣା ଟିମ୍ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ୫୮ ବଲ୍ରେ ୯୨ ରନ୍ କରିଥିଲେ ସେ। ଏହା ଟୁର୍ନାମେଣ୍ଟରେ…
ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ, ସାଧାରଣରେ ଅସନ୍ତୋଷ
କେନ୍ଦୁଝର,୭ା୫(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ କରିବା ସହ ମନ୍ଦିର ପାର୍ଶ୍ୱଦେଇ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହି…
ଏସ୍ପି କାର୍ଯ୍ୟାଳୟ ଘେରିଲା ଭାଜପା
କେନ୍ଦୁଝର,୭ା୫(ସ୍ବ.ପ୍ର.): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଓ ତାଙ୍କ ଉପରେ ଥିବା ମୋକଦ୍ଦମା ନିଃସର୍ତ୍ତ ପ୍ରତ୍ୟାହାର, ବ୍ଲକ ସର୍କୁଲାର ୪୭ ର ଅବମାନନା ସହ ବିଶୃଙ୍ଖଳିତ ଆଚରଣ, ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶନିବାର ଭାଜପା କେନ୍ଦୁଝର ପକ୍ଷରୁ ଏସ୍ପି…
ଦିନରାତି ଜଳୁଛି ଷ୍ଟ୍ରିଟ୍ଲାଇଟ୍, ବିଦ୍ୟୁତ୍ ବିଭାଗର ନଜର ନାହିଁ
କେନ୍ଦୁଝର,୭ା୫(ସ୍ବ.ପ୍ର.): ଅଯଥା ଲାଇଟ୍ ନ ଜଳାଇବା ଏବଂ ବିଦ୍ୟୁତ ସଞ୍ଚୟ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଜିଲା ମୁଖ୍ୟାଳୟରେ ଖୋଦ୍ ବିଦ୍ୟୁତ୍ ବିଭାଗ ଓ ପୌରପ୍ରଶାସନ ଏହାକୁ ପାଳନ କରୁନାହାନ୍ତି। କେନ୍ଦୁଝର ସହରରେ ସକାଳ ହେବା ପରେ ମଧ୍ୟ…
ପରଲୋକରେ କେଜିଏଫ୍-୨ ଅଭିନେତା ମୋହନ ଜୁନେଜା
ବେଙ୍ଗାଲୁରୁ: ପରଲୋକରେ କେଜିଏଫ୍ ଚାପ୍ଟର-୨ ଫିଲ୍ମର ଅଭିନେତା ମୋହନ ଜୁନେଜା। ଶନିବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଯକୃତ ସମସ୍ୟାକୁ ନେଇ ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ…
କୁମ୍ଭୀରମାନଙ୍କ ସହ ଦିନ ବିତାଉଛନ୍ତି ଏହି ଯୁବତୀ
ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ ନାନା ପ୍ରକାରର ଜୀବଜନ୍ତୁ ପାଳିଥାନ୍ତି। ସେମାନେ ଏହି ପଶୁପକ୍ଷୀଙ୍କ ସହିତ ସମୟ ବିତାଇ ମନୋରଞ୍ଜନ କରନ୍ତି। କିଏ କୁକୁର ରଖିବାକୁ ଭଲ ପାଆନ୍ତି ତ ଆଉ କିଏ ବିଲେଇ ରଖିବାକୁ । ଆଉ…
ଏମିତି ଏକ ସ୍ଥାନ, ଯାହା ଅବିକଳ ଭାରତ ମାନଚିତ୍ର ପରି
ଆମ ଦେଶରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ କେହି ସମ୍ପୂର୍ଣ୍ଣ ଜାଣି ନ ଥାଉ। ଭାରତ ସହ ଜଡ଼ିତ ଆଶ୍ଚର୍ଯ୍ୟଜନକ କଥା ଜାଣିଲେ ଦେଶର ଗର୍ବ ବଢ଼ିଥାଏ। ହିମାଳୟଠାରୁ ନୀଳଗିରି ଏବଂ ଗୁଜରାଟରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ…
ଏଣିକି ମଦ ପିଇ ଗାଡ଼ି ଚଳାଇଲେ ସିଧା କୋର୍ଟଚାଲାଣ
ଭୁବନେଶ୍ୱର,୭।୫(ବ୍ୟୁରୋ): ମଦ ପିଇ ଗାଡ଼ି ଚଳାଇଲେ ପଡ଼ିବେ ଅସୁବିଧାରେ। କାରଣ ଏଣିକି ଜରିମାନା ନୁହେଁ ବରଂ ଚାଳକମାନଙ୍କୁ ଅଟକ ରଖି କୋର୍ଟଚାଲାଣ କରାଯିବ। ଦରକାର ପଡ଼ିଲେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ। ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ…
ଗୁଡ ନ୍ୟୁଜ ଶେୟାର କଲେ ଶିବାନୀ
ମୁମ୍ବାଇ: ଫରହାନ ଅଖତରଙ୍କୁ ନେଇ ଏକ ବଡ ଖବର ଆସିଛି । କଥା ହେଲା ଖୁବଶୀଘ୍ର ଆପଣମାନେ ଫରହାନଙ୍କୁ ମାର୍ବଲର ନୂଆ ସିରିଜ ‘ମିସ ମାର୍ବଲ’ରେ ଦେଖିପାରିବେ । ଏସବୁ ଭିତରେ ଫରହାନଙ୍କ ଫ୍ୟାନମାନଙ୍କ ପାଇଁ ଏହି ଗୁଡ ନ୍ୟୁଜ ଆସିଛି…

