ଲକ୍ଷ୍ମୀଧର ବେହେରା ଆଇଆଇଟି ମଣ୍ଡି ନିର୍ଦ୍ଦେଶକ
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ଓଡ଼ିଆ ଶିକ୍ଷାବିତ୍ ପ୍ରଫେସର ଲକ୍ଷ୍ମୀଧର ବେହେରାଙ୍କୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ମଣ୍ଡିର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆଇଆଇଟି କାନ୍ପୁରରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପୁନମ୍ ଏବଂ ପ୍ରଭୁ ଗୋଏଲ୍ ଚେୟାରର ପ୍ରଫେସର ବେହେରା ହେଉଛନ୍ତି…
ମନ୍ତେଇଠାରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ିଲା
କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୧୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତେଇ ପଞ୍ଚାୟତର ଅଶୃଙ୍ଖଳ ନାଳ ଉପରେ ନିର୍ମାଣାଧୀନ ମନ୍ତେଇ ବିଜୁ ସେତୁ ମଙ୍ଗଳବାର ମଧ୍ୟାହ୍ନରେ ଭୁଶୁଡ଼ି ପଡ଼ିଛି। ସେତୁର ଦୁଇ ନମ୍ବର ସ୍ପାନ୍ ସେଣ୍ଟ୍ରିଂ ଦବିଯିବାରୁ ତାହା ଭାଙ୍ଗିପଡି ନାଳରେ ପଡିଥିଲା।…
ବେଆଇନ ଖନନ ରାଜସ୍ବ ଚୋରି: ଏନ୍ଜିଟି
ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ) ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ା ବେଆଇନ ବାଲି ଉତ୍ତୋଳନକାରୀ କେବଳ ବାୟୁ,…
ପଶ୍ଚିମରୁ ଉପକୂଳ ବର୍ଷିଲା
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ବିଶେଷ କରି ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି କଟକ ଓ…
କଓ୍ବୋଇସି ଅପ୍ଡେଟ୍ ନାଁରେ ୫୦ ହଜାର ଠକେଇ
ପାଟକୁରା,୧୨।୧(ଡି.ଏନ୍.ଏ.): ପାଟକୁରା ଥାନା ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗଁାର ନାନକ କୁମାର ସାହୁ (୪୧) ସାଇବର ଠକେଇର ଶିକାର ହୋଇଛନ୍ତି। ମୋବାଇଲ୍ରେ ୧୦ ଟଙ୍କା ରିଚାର୍ଜ କରି କେୱାଇସି ଅପଡେଟ୍ କରିବା ନଁାରେ ସାଇବର ଠକ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।…
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
ରାଜନଗର, ୧୨।୧ (ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବୁଧବାରଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାର ନଦୀ ନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ଗତ ୨ରୁ ୧୧ ତାରିଖ ଯାଏ ବନ୍ଦ ରଖାଯାଇଥିଲା। ଚଳିତବର୍ଷ…
ଆପଣଙ୍କ ବ୍ଲକରେ କେବେ ନିର୍ବାଚନ ଜାଣନ୍ତୁ
ଭୁବନେଶ୍ୱର,୧୨।୧(ବ୍ୟୁରୋ): ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ଘୋଷଣା କରିଛନ୍ତି। କେଉଁ ପର୍ଯ୍ୟାୟରେ କେଉଁ ବ୍ଲକରେ ଭୋଟ୍ ଗ୍ରହଣ କରାଯିବ ତାହା ନିମ୍ନରେ…
ନିର୍ବାଚନ ଘୋଷଣା ନିଷ୍ପତ୍ତି କମିଶନଙ୍କ ନିଜସ୍ବ ନୁହେଁ: କଂଗ୍ରେସ
ଭୁବନେଶ୍ୱର,୧୨।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା। ରାଜ୍ୟ ସରକାର ଓ ତାଙ୍କ ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର…
କ’ଣ ଥିଲା ମିହିର ଦାସଙ୍କ ଶେଷ ଇଚ୍ଛା….
ମିହିର ଦାସ, ଭୂମିକା ଯେଉଁଭଳି ହୋଇଥାଉନା କାହିଁକି ତାକୁ ସଫଳ କରାଇବାର କାଇଦା ତାଙ୍କୁ ବେଶ୍ ଭଲ ଭାବରେ ଜଣା ଥିଲା। ନାୟକ, ଖଳନାୟକ, ହାସ୍ୟ ଆଉ ଚରିତ୍ର ଭୂମିକାରେ ନିଖୁଣ ଅଭିନୟ ତାଙ୍କୁ ଓଡ଼ିଆ ସିନେ ଜଗତର ଜଣେ ଅଲ୍ରାଉଣ୍ଡର…
ଆଉ ଜଣେ ଉଠାଦୋକାନୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର,୧୨।୧(ବ୍ୟୁରୋ): ମାର୍କେଟ ବିଲ୍ଡିଂରୁ ଉଠା ଦୋକାନକୁ ଉଠାଇ ଦିଆଯିବା ପରେ ଜୀବିକା ହରାଇଥିବା ଜଣକ ପରେ ଜଣେ ବ୍ୟବସାୟୀ ଜୀବନ ହାରିବାରେ ଲାଗିଛନ୍ତି। ରବିବାର ବେଡ୍ଶିଟ୍ ବ୍ୟବସାୟୀ ଅଜିତ୍ ସାହାଣୀ ଆତ୍ମହତ୍ୟା କରିଥିବାବେଳେ ମଙ୍ଗଳବାର ପୁଣି ଆଉଜଣେ ଉଠା ଦୋକାନୀ ଆତ୍ମହତ୍ୟା…
ଦେଶର ବିକାଶ ଯୁବବର୍ଗଙ୍କ ହାତରେ
କୌଣସି ଦେଶର ବିକାଶରେ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ ଯୁବବର୍ଗଙ୍କ ମନୋବଳ ବଢ଼ାଇବା ପାଇଁ ସ୍ବାମୀ ବିବେକାନନ୍ଦ ନିରନ୍ତର ପ୍ରୟାସ କରୁଥିଲେ। ୧୮୬୩ ଜାନୁୟାରୀ ୧୨ରେ ସେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିବସକୁ ପ୍ରତିବର୍ଷ ଜାତୀୟ ଯୁବ…
ବୁମ୍ରା ନେଲେ ଏଲଗାରଙ୍କ ଉଇକେଟ
କେପ୍ ଟାଉନ, ୧୧।୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଳିଥିବା ସିରିଜର ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମଙ୍ଗଳବାର ଆରମ୍ଭ ହୋଇଛି। ନ୍ୟୁଲ୍ୟାଣ୍ଡ୍ସର ଗ୍ରୀନ୍ ପିଚ୍ରେ ତିଷ୍ଠି ରହିବା ପାଇଁ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରିଥିବା ବେଳେ ଅଧିନାୟକ…
Archives


