ଖାଦ୍ୟ ପ୍ରସ୍ତୁତ ବେଳେ ଅଗ୍ନିକାଣ୍ଡ
ବାଉଁଶୁଣୀ,୧୧ା୧(ଡି.ଏନ.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ସାହାଜପାଲ ଛକ ନିକଟରେ ଥିବା ଏକ ହୋଟେଲରେ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି । ହେଲେ ହୋଟେଲ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ ଚୁଲାରେ ଖାଦ୍ୟ ପ୍ରସ୍ତୁତ…
‘ମୁଖ୍ୟମନ୍ତ୍ରୀ ନ ହେବା ଯାଏ ଦାଢ଼ି କାଟିବି ନାହିଁ’
ବେଙ୍ଗାଲୁରୁ,୧୧ା୧: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ. ଶିବକୁମାର (ଡିକେଏସ୍) ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ନ ହେବା ଯାଏ ଦାଢ଼ି କାଟିବେ ନାହିଁ ବୋଲି କହିଛନ୍ତି। ରବିବାର ଆୟୋଜିତ ଏକ ରାଲିରେ ସାପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ…
ମିହିରଙ୍କୁ ଦିଆଯିବ ଗାର୍ଡ ଅଫ୍ ଅନର୍; ବୁଧବାର ହେବ ଶେଷକୃତ୍ୟ
କଟକ ଅଫିସ, ୧୧।୧: ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ମଙ୍ଗଳବାର ପରଲୋକ ଘଟିଛି। କଟକର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସନ୍ଧ୍ୟାରେ ମିହିରଙ୍କ ମରଶରୀରକୁ ଡାକ୍ତରଖାନାରୁ ସିଡିଏ ସେକ୍ଟର…
ଟିମ୍ ଇଣ୍ଡିଆରୁ ପଡ଼ିଛନ୍ତି ବାଦ୍, ତଥାପି ନୂଆ ଆଇପିଏଲ୍ ଟିମ୍ର ହେବେ ଅଧିନାୟକ!
ନୂଆଦିଲ୍ଲୀ,୧୧।୧: ଆଇପିଏଲ୍ର ୧୫ମ ସଂସ୍କରଣରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ। ଖରାପ ଫର୍ମ ଯୋଗୁ ଜାତୀୟ ଦଳରୁ ବାଦ୍ ପଡ଼ିଥିବା ହାର୍ଦ୍ଦିକ ଆଇପିଏଲ୍ର ନୂଆ ଫ୍ରାଞ୍ଚାଇଜ୍ ଅହମ୍ମଦାବାଦ ଟିମ୍ର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଟିମ୍ରେ…
ରାଜ୍ୟରେ ମକର ସଂକ୍ରାନ୍ତି-ପୋଙ୍ଗଲ୍ ପାଳନ ଉପରେ ଲାଗିଲା କଟକଣା
ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ୍ ପାଳନ ଉପରେ ଲାଗିଲା କଟକଣା। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ…
ଆଉ ନାହାନ୍ତି ମିହିର: ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୧(ବ୍ୟୁରୋ): ବରିଷ୍ଠ ଓଲିଉଡ୍ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ଜଣାପଡ଼ିବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା…
ମାଙ୍କଡ଼ ଅନ୍ତେଷ୍ଟିରେ ଯୋଗଦେଲେ ଦେଢ଼ ହଜାର ଲୋକ
ଭୋପାଳ,୧୧।୧: କୋଭିଡ୍-୧୯ ଯୋଗୁ ରାଜ୍ୟରେ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏକ ମାଙ୍କଡ଼ର ଅନ୍ତେଷ୍ଟି କ୍ରିୟାରେ ଦେଢ଼ ହଜାର ଲୋକ ସାମିଲ ହେବା ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଗତ ୨୯ ତାରିଖରେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଦାଲୁପୁରା ଗ୍ରାମରେ…
ୟୁପିରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ଏନ୍ସିପି, ଗୋଆରେ କଂଗ୍ରେସ-ଟିଏମ୍ସି ସହ ଚାଲିଛି କଥାବାର୍ତ୍ତା: ପାୱାର
ମୁମ୍ବାଇ,୧୧ ।୧: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟ । ଏହାରି ଭିତରେ ମଙ୍ଗଳବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଏକ ଖବରଦାତା ସମ୍ମିଳନୀରେ ବଡ ଘୋଷଣା କରିଛନ୍ତି । ପାୱାର କହିଛନ୍ତି ଉତ୍ତର ପ୍ରଦେଶରେ…
ଛିଣ୍ଡୁନି ଅଙ୍କ: ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ
କଟକ ଅଫିସ,୧୧।୧: ବ୍ରହ୍ମପୁର ବ୍ରହ୍ମାନଗରର ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗତ ୪ ତାରିଖରେ ଛତ୍ରପୁର ଜିଲା କୋର୍ଟ ଦେଇଥିବା ନିର୍ଦ୍ଦେଶନାମାକୁ ନେଇ ଏବେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ…
ବିବାହକୁ ଡରୁଛନ୍ତି ଦଙ୍ଗଲ ଗର୍ଲ!
ମୁମ୍ବାଇ: ଜାନୁୟାରୀ ୧୧, ୧୯୯୨ରେ ଜନ୍ମ ନେଇଥିବା ବଲିଉଡର ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ୨୯ ବର୍ଷରେ ପାଦ ଦେଇଛନ୍ତି । କିଛି ବଲିଉଡ ମୁଭିରେ ସେ ତାଙ୍କର ଅଭିନୟ ଚାତୁରି ଦେଖାଇ ସାରିଛନ୍ତି । ହେଲେ ‘ଦଙ୍ଗଲ’ ତାଙ୍କୁ…
ସମାଜବାଦୀ ପାର୍ଟିରେ ଯୋଗଦେଲେ ଯୋଗୀଙ୍କ ମନ୍ତ୍ରୀ
ଲକ୍ଷ୍ନୌ/ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଏକ ବଡ ଝଟକା ଲାଗିଛି। ଯୋଗୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା ପଛୁଆ ଜାତିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଦଳରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି(ଏସ୍ପି)ରେ ଯୋଗ ଦେଇଛନ୍ତି। ୨୦୧୭ ବିଧାନସଭା…
ବ୍ୟାଣ୍ଡେଜ ତଳେ ଲୁଚାଇଥିଲେ ୯୦୦ ଗ୍ରାମ ସୁନା
ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦ୍ କଷ୍ଟମ ଅଧିକାରୀ ଶାରଜାରୁ ଆସିଥିବା ଜଣେ ଯାତ୍ରୀଙ୍କ ନାମରେ ସୁନା ଚୋରାଚାଲାଣ ମାମଲା ରୁଜୁ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଶାରଜାରୁ ୯ ତାରିଖରେ ବିମାନ ଯୋଗେ ଆସିଥିବା ଉକ୍ତ ଯାତ୍ରୀଙ୍କ ପାଖରୁ ୯୭୦ ଗ୍ରାମ ସୁନା ଜବତ…
Archives


