୫ଦିନ ବନ୍ଦ ରହିବ ଶିମିଳିପାଳ
ବାରିପଦା ଅଫିସ, ୧୧।୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବୁଧବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର ଲୁଲୁଙ୍ଗ ପ୍ରବେଶ ଫାଟକ ଦେଇ କୌଣସି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ ନାହିଁ। ବର୍ଷା…
ବୁଲା କୁକୁରଙ୍କ ସହ ଜନ୍ମଦିନ ପାଳିଲେ ଏହି ଯୁବକ, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ
କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ। ସେଥିପାଇଁ କିଛି ଲୋକ ଘରେ ଏହାକୁ ପାଳିବାକୁ ପସନ୍ଦ କରନ୍ତି। ସେହିଭଳି କିଛି ବୁଲା କୁକୁରଙ୍କ ସହ ଭିନ୍ନ ବନ୍ଧନରେ ଯୋଡ଼ି ହୋଇଥାନ୍ତି। ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଭଳି…
ମହିଳା କର୍ମଚାରୀଙ୍କୁ ଅସଦାଚରଣ କରି ଗିରଫ ହେଲେ କଲେଜ ଅଧ୍ୟକ୍ଷ
ହାଟଡିହୀ,୧୧l୧(ଡି.ଏନ.ଏ.): ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ବଉଳା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖମୁରାଇଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ମହିଳା କର୍ମଚାରୀ ଜଣଙ୍କ ଅସୁସ୍ଥତା କାରଣରୁ ୨୦୨୧…
ସ୍କେଲ ନା ବିବାହ କାର୍ଡ ! ମେନୁ ଦେଖି ଲୋକେ…
ଦୁନିଆରେ କିଛି ସ୍ବତନ୍ତ୍ର ଘଟଣା ଘଟିଲେ ସୋସିଆଲ ମିଡିଆରେ ତାର ଚର୍ଚ୍ଚା ନିହାତି ଭାବେ ହୋଇଥାଏ। ବେଳେବେଳେ ସେଥିରୁ କିଛି ହୃଦୟସ୍ପର୍ଶୀ ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କରିଥାଏ। ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି ଏକ…
କାର୍ଯ୍ୟକ୍ଷମ ନ ହେଉଣୁ ନେଇଗଲେ
ବରଗଡ଼ ଅଫିସ୍,୧୧।୧: ବରଗଡ଼ ଜିଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନ(ଅକ୍ସିଜେନ)ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର ଚାଲିଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା ।…
ପୁଣି ଗର୍ଜିଲା ବିରାଟଙ୍କ ବ୍ୟାଟ୍! ଶେଷରେ ୫ ଇନିଂସ ପରେ…
ନୂଆଦିଲ୍ଲୀ,୧୧।୧: ପୁଣି ଗର୍ଜିଲା ଭାରତୀୟ ଟେଷ୍ଟ ଦଳର ଅଧିନାୟକ ତଥା ବିଶ୍ୱର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ୍। କେପ୍ଟାଉନ୍ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…
ମୁଣ୍ଡ ନେଲେ ମାଓବାଦୀ
ମାଲକାନଗିରି,୧୧ା୧(ଡି.ଏନ୍.ଏ.): ନୂଆବର୍ଷ ଆରମ୍ଭରୁ ସୀମାନ୍ତରେ ମାଓବାଦୀମାନେ ଉପଦ୍ରବ ଜାରି ରଖିଛନ୍ତି। ମାଲକାନଗିରି ଜିଲା ସୀମାନ୍ତ ବିଜାପୁରର କୂଟରୁ ଅଞ୍ଚଳର କେଟୁଲନାର ଗ୍ରାମରେ ମାଓବାଦୀମାନେ ମଙ୍ଗଳବାର ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସପ୍ତାହକ ମଧ୍ୟରେ ମାଓବାଦୀ ୭ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ପୋଲିସ…
ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା
ନୂଆଦିଲ୍ଲୀ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଝଟ୍କା। ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଏବେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସିରିଜ ଲାଗି ଏହି ୨୨ ବର୍ଷୀୟ ସ୍ପିନର ଦିନିକିଆ ଦଳର…
୨୨୩ରେ ଅଟକିଲା ଟିମ୍ ଇଣ୍ଡିଆ
କେପ ଟାଉନ,୧୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ତଥା ତୃତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମ୍ୟାଚର ପ୍ରଥମ ଦିନରେ ଭାରତ ୭୭ ଓଭର ଖେଳି ୨୨୩ ରନ୍ରେ ଅଲ୍ଆଟଉ ହୋଇଯାଇଛି। ଭାରତ ଆରମ୍ଭରୁ ଦୁଇ…
ପୁଣି ବଢ଼ିଲା ଆୟକର ରିଟର୍ଣ୍ଣ ଅବଧି, ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୧: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର୍) ଅବଧିକୁ ବଢ଼ାଇ ଦେଇଛନ୍ତି। ଏବେ ଆଇଟିଆର୍ ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ…
ଟ୍ରାକ୍ଟର ଧକ୍କାରେ ପୋଲ ତଳକୁ ଖସି ଜଳିଗଲା ଭ୍ୟାନ
ଅମରପାଲି,୧୧।୧(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଜନକପୁର ନିକଟ ସୁରବାଲି ଯୋର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ପୋଲତଳକୁ ଖସି ଏକ ଭ୍ୟାନ ଜଳି ଯାଇଛି। ଭ୍ୟାନ ବୀରମହାରାଜପୁର ଥାନା ଅମରପାଲି ଗ୍ରାମର ନଟବର ରଣାଙ୍କ ବୋଲି ଜଣାପଡିଛି। ଡ୍ରାଇଭର ଓ…
ଦିନକରେ ୭ ହଜାର ଟପିଲା
ଭୁବନେଶ୍ୱର, ୧୧।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ୭ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୯,୦୧୮ ନମୂନା ପରୀକ୍ଷା କରାଯାଇଥିବା ବେଳେ ୭,୦୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏପରି କି ସଂକ୍ରମଣ ହାର ୧୦.୨୫ ପ୍ରତିଶତକୁ ବୃଦ୍ଧି…
Archives


