Home Left

ନୂଆ ଫ୍ରାଞ୍ଚାଇଜକୁ ଦିଆଗଲା ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର

ନୂଆଦିଲ୍ଲୀ,୧୨।୧: ଆଇପିଏଲର ଆଗାମୀ ସଂସ୍କରଣରେ ସାମିଲ ହେବାକୁ ଯାଉଥିବା ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର ପ୍ରଦାନ କରାଯାଇଛି। ଏହି ଅଧିକାର ଉଭୟ ଫ୍ରାଞ୍ଚାଇଜକୁ ମେଲ ଜରିଆରେ ବୁଧବାର (ଜାନୁୟାରୀ ୧୨) ପ୍ରଦାନ…

ଏମିତି ସ୍ଥାନ, ଯେଉଁଠି ୭୦ ବର୍ଷ ମଧ୍ୟରେ ଜଣଙ୍କର ବି ହୋଇନାହିଁ ମୃତ୍ୟୁ

ଦୁନିଆରେ ବହୁ ଅନନ୍ୟ ସ୍ଥାନ ଅଛି, ଯାହା ବିଷୟରେ ବହୁ କମ୍‌ ଲୋକ ଜାଣିଥାନ୍ତି। ବିଶ୍ୱରେ ସେମିତି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ଅଛି, ଯେଉଁଠି ୭୦ ବର୍ଷ ମଧ୍ୟରେ କାହାର ମୃତ୍ୟୁ ଘଟିନାହିଁ। ଏହା ଶୁଣିବାକୁ ଅଜବ ଲାଗୁ ଥାଇପାରେ, ମାତ୍ର…

ପୂର୍ବତନ ବିଧାୟକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଚାଷୀନେତା ବିଜୟ କୁମାର ଜେନାଙ୍କ ମଙ୍ଗଳବାର ରାତିରେ ପରଲୋକ ଘଟିଛି। ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଚଣ୍ଡିଗଡ, ୧୨।୧: ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢିଚାଲିଛି। ଏଥିରେ ଅନେକ ଅଭିନେତା, ନେତା କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କରୋନା ପଜିଟିଭ୍‌ ଚିହ୍ନଟ ହେଇଛନ୍ତି। ଏ ନେଇ ପୂର୍ବତନ କଂଗ୍ରେସ…

ପରଲୋକରେ ପୂର୍ବତନ ବିଧାୟକ

ପାରଳାଖେମୁଣ୍ଡି,୧୨ା୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ କୁମାର ଜେନାଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ଗୁରାଣ୍ଡିସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ପାରଳାଖେମୁଣ୍ଡି ନିର୍ବାଚନ…

ସାଉଥ୍‌ ସୁନ୍ଦରୀ କରୋନା ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କିିର୍ତୀ ସୁରେଶ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଅଛି ଏବଂ ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବେ ବୋଲି ସେ କହିଛନ୍ତି। ସମସ୍ତ ସତର୍କତା ଏବଂ…

ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର ଏକ ଅବହେଳା ସାମ୍ନାକୁ ଆସିଛି। ଯାହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି…

ଭାଜପା କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୨।୧ : ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ୫୦ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ ଭାଜପା ମିଡ଼ିଆ ଉପମୁଖ୍ୟ ସଞ୍ଜୟ ମୟୁଖ ମଧ୍ୟ ରହିଛନ୍ତି।…

ପବନରେ କରୋନା ଭୂତାଣୁ ହରାଇ ଥାଏ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି, ଗବେଷଣା ରିପୋର୍ଟ…

ନୂଆଦିଲ୍ଲୀ, ୧୨।୧ : କରୋନା ମହାମାରୀ ସଂକ୍ରମଣ ପୃଥିବୀରେ ବୃଦ୍ଧି ପାଉଥିବାବେଳେ ଏହାଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପବନରେ କରୋନା ଭୂତାଣୁ ୯୦ ପ୍ରତିଶତ ସଂକ୍ରମଣ ଶକ୍ତି ହରାଇ ଥାଏ। ପବନରେ…

ଜଙ୍ଗଲରେ ୬ ସିଂହୀଙ୍କ ସହ ଆରାମ୍‌ରେ ବୁଲୁଥିଲେ ଯୁବତୀ; ତା’ ପରେ ଯାହା ହେଲା ଦେଖିଲେ…

ଜଙ୍ଗଲର ରାଜା ସିଂହକୁ କିଏ ବା ନ ଡ଼ରେ। ହେଲେ ଯଦି ସିଂହମାନଙ୍କ ଲାଞ୍ଜ ଧରି ଟାଣିବା, ତାଙ୍କ ସହ ବେଶ ଆରାମରେ ବୁଲିବା କଥା କହିବୁ ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ହେଲେ ସୋସିଆଲ ମିଡିଆରେ ଠିକ୍‌ ଏମିତି ଏକ…

୨ ମାସ ଯାଏ କମିବନି ସଂକ୍ରମଣ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନୂଆବର୍ଷ ପରଠାରୁ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କରୋନା

ନୂଆଦିଲ୍ଲୀ,୧୨।୧: କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ମଙ୍ଗଳବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେଶନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri