କେରଳ ଅଭିନେତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

କୋଝିକୋଡ୍‌,୧୪।୫: କେରଳ ମଡେଲ ତଥା ଅଭିନେତ୍ରୀ ଶାହାନା (୨୦)ଙ୍କର ମୃତଦେହ ତାଙ୍କ କୋଝିକୋଡ୍‌ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଗୁରୁବାର ରାତିରେ ଝରକା ରେଲିଂରୁ ମୃତଦେହ ଝୁଲୁଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ତାଙ୍କ ସ୍ବାମୀ ସାଜଦ (୩୧)ଙ୍କୁ ପୋଲିସ ହାଜତକୁ ନେଇ ପଚରାଉଚରା ଚଳାଇଛି। ଗୁରୁବାର ଶୋହାନାଙ୍କର ୨୦ତମ ଜନ୍ମଦିନ ଥିଲା। ସେ ତାଙ୍କ ଘରକୁ ଯାଇ ଜନ୍ମଦିନ ପାଳିବେ ବୋଲି ମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଓ ବହୁତ ଖୁସି ଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବେ ବୋଲି ଚିନ୍ତା କରାଯାଇପାରୁନାହଁ ବୋଲି ତାଙ୍କ ମାଆ ଉଭେମା କହିଛନ୍ତି। ସ୍ବାମୀ ସାଜ୍ଜଦ ଝିଅଙ୍କୁ ହତ୍ୟା କରିଥିବା ଉଭେମା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ: ଚାଟ୍‌ ଭାଇରାଲ ପରେ ଓକିଲ କହିଲେ ଏମିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ...

୨୬ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ଗିରଫ କରିପାରିବନି ଇଡି

ନୂଆଦିଲ୍ଲୀ,୨୪।୮(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମନିଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଗିରଫରୁ ସୁରକ୍ଷା ଦେଇଛନ୍ତି। ୨୬ ତାରିଖରେ ମାମଲାର ଶୁଣାଣି ଥିବାରୁ...

୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୨୪।୨: ଜମ୍ମୁ-କଶ୍ମୀର ଅନନ୍ତନାଗରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନ ସମୟରେ ୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଦକ୍ଷିଣ କଶ୍ୱୀର ଅନନ୍ତନାଗର...

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ମୋଦିଙ୍କ ଉପରେ ବିବିସି ଦ୍ୱାରା ନିର୍ମିତ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ, ଜେଏନୟୁରେ ରଦ୍ଦ ହେଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ ।୧: ବିବିସି ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରିକୁ ୟୁଟ୍ୟୁବ ଓ ଟୁଇଟରରେ ବ୍ଲକ କରି ଦିଆଯାଇଛି । ଏହାପରେ ବି...

ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ

କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ...

ରାଫାଲ ସ୍କାମ୍‌, କଂଗ୍ରେସ ମୁଣ୍ଡରେ ଅଠା ବୋଳିଲା ଭାଜପା…

ନୂଆଦିଲ୍ଲୀ,୯।୧୧: ରାଫାଲ ଯୁଦ୍ଧ ବିମାନ ସ୍କାମ୍‌ ମାମଲାରେ ଫ୍ରାନ୍ସର ପତ୍ରିକା ମିଡିଆପାର୍ଟ ଦ୍ୱାରା ପ୍ରକାଶିତ ତଥ୍ୟ ଉପରେ କଂଗ୍ରେସ ଭାଜପାକୁ ଘେରିବା ଉଦ୍ୟମ କରିଛି। ତେବେ...

ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା...

ବାଟ୍‌ଲା ହାଉସ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ବାଟ୍‌ଲା ହାଉସ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ୨ ମିନିଟ୍‌ ୫୫ ସେକେଣ୍ଡର ଥିବା ଏହି...

Advertisement
Archives

Model This Week