ମିଡ୍ଲ ଅର୍ଡର ସମସ୍ୟା ପିଛା ଛାଡ଼ୁନି
ପାର୍ଲ,୧୯।୧: ଶିଖର ଧାଓ୍ବନ (୭୯) ଏବଂ ବିରାଟ କୋହଲି (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି ସତ୍ତ୍ୱେ ଟିମ୍ ଇଣ୍ଡିଆକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକା ୩୧ ରନ୍ରେ ଭାରତକୁ ହରାଇ ଦେଇଛି। ପୁଣି ଥରେ ଦଳର ପରାଜୟ…
ତେନ୍ଦୁଲକରଙ୍କୁ ପଛରେ ଛାଡ଼ିଲେ
ନୂଆଦିଲ୍ଲୀ,୧୯।୧: ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଦିନିକିଆ ରନ୍ କରିବାର ରେକର୍ଡ ନିଜ ନାମରେ କରିଛନ୍ତ ବରିଷ୍ଠ ବ୍ୟାଟର ବିରାଟ କୋହଲି। ଏହି ଧାରାରେ ସେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର(୫୦୬୫ ରନ୍)ଙ୍କୁ ପଛରେ ଛାଡ଼ିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ…
ପୁଣି ଜାତୀୟ ରାଜପଥରେ ଫାଟ
ଆରଡ଼ି, ୧୯।୧ (ଡି.ଏନ.ଏ.): ଥରେ କି ଦୁଇଥର ନୁହେଁ ଲଗାତର ୭ ବର୍ଷ ହେଲା ୨୦ ନଂ. ଜାତୀୟ ରାଜପଥ ଦବୁଛି। ଯାହାକି ବୈତରଣୀ ନଦୀର ସୁରକ୍ଷା ବନ୍ଧ। ଏଠାରେ ପ୍ରତିବର୍ଷ ରାସ୍ତା ମରାମତି ହେଉଥିଲେ ମଧ୍ୟ ପୁଣି ଉକ୍ତ ନିର୍ଦ୍ଦିଷ୍ଟ…
ପାକିସ୍ତାନ ପେସରଙ୍କ ବୋଲିଂ ଉପରେ ଉଠିଲା ପ୍ରଶ୍ନ
ମେଲବୋର୍ନ,୧୯।୧: ଚଳିତ ବିଗ୍ ବାଶ୍ ଲିଗ୍ (ବିବିଏଲ୍)ରେ ଖେଳିଥିବା ପାକିସ୍ତାନ ପେସର ମହମ୍ମଦ ହାସନେନଙ୍କ ବୋଲିଂ ଆକଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ଅମ୍ପାୟର। ୨୧ ବର୍ଷୀୟ ହାସନେନ ଏବେ ସିଡ୍ନୀ ଥଣ୍ଡର ପାଇଁ ୫ ମ୍ୟାଚ୍ ଖେଳିବା ଚୁକ୍ତି ଶେଷ…
୬ ସ୍ଥାନରେ ଖୋଲିଲା କୋର୍ଟ
କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍ଏଫ୍ସି, କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍ ତଥା ସହକାରୀ ସେସନ ଜଜ୍(ମହିଳା ଅଦାଲତ),…
ଦିଗହରା ହୋଇଗଲା ଟିମ୍ ଇଣ୍ଡିଆ
ପାର୍ଲା,୧୯।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆରେ ବର୍ତ୍ତମାନ ଭାରତୀୟ ଦଳ ଖୁବ୍ ସଙ୍କଟରେ ପଡ଼ିଛି। ୨୯୭ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ଶିଖର ଧାଓ୍ବନ ଓ ବିରାଟ କୋହଲି।…
ଦଳ ଛାଡିଲେ ୟୁପି ଉପବାଚସ୍ପତି
ନୂଆଦିଲ୍ଲୀ,୧୯।୧: ଉତ୍ତରପ୍ରଦେଶର ଉପବାଚସ୍ପତି ତଥା ସମାଜବାଦୀ ପାର୍ଟିର ବିଧାୟକ ନୀତିନ ଅଗ୍ରୱାଲ ବୁଧବାର ସମାଜବାଦୀ ପାର୍ଟି ଛାଡିଛନ୍ତି। ନିକଟରେ ଉତ୍ତରପ୍ରଦେଶର ଏକ ଭାଜପା ରାଲିରେ ଅମିତ ଶାହାଙ୍କ ସହ ନୀତିନ ଅଗ୍ରୱାଲ ମଞ୍ଚ ବାଣ୍ଟିଥିଲେ। ନୀତିନ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି, “ମୋର…
ଯୁବତୀଙ୍କ ସହ କଥା ହେବାରୁ ଜୀବନ ଗଲା
ନୂଆଦିଲ୍ଲୀ,୧୯।୧: ୨୯ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କୁ ଦିଲ୍ଲୀରେ ଛୁରି ଭୁଷି ୩ ଜଣ ଅଭିଯୁକ୍ତ ହତ୍ୟା କରିଛନ୍ତି। ତଦନ୍ତରୁ ଉକ୍ତ ବ୍ୟକ୍ତିଙ୍କୁ ଅନ୍ୟ ଯୁବତୀଙ୍କ ସହ ଦୂରେଇ ରଖିବା ପାଇଁ ହତ୍ୟା କରାଯାଇଛି। ଭଉଣୀ ଠାରୁ ଦୂରେଇ ରହିବା ପାଇଁ ବାରମ୍ବାର…
ଶ୍ୱଶୁରଙ୍କ ସହ ମିଶି ଚିୟର୍ସ କରୁଛନ୍ତି କମେଡି କୁଇନ୍
ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂହ ଦର୍ଶକଙ୍କୁ ହସାଇବା ପାଇଁ ଟିକେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କର ଟ୍ୟାଲେଣ୍ଟ କେବଳ ଶୋ’ରେ ସୀମିତ ନୁହେଁ, ସେ ନିଜର ବ୍ୟକ୍ତିଗତ ଜୀବନର କିଛି କଥା ମଧ୍ୟ ପ୍ରଶଂସକମାନଙ୍କ ସହ ଶେୟାର…
କ୍ୟାପିଟାଲ ହସ୍ପିଟାଲରେ କରୋନା: ୪୦ ଡାକ୍ତର ପଜିଟିଭ୍
ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିଚାଲିଛି। ତେବେ କ୍ୟାପିଟାଲ୍ ହସ୍ପିଟାଲର ୧୩୦ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଡାକ୍ତର, ୩୦ ନର୍ସ, ୪୦ ଟେକ୍ନିସିଆନ, ୧୦/୧୫ ଫାର୍ମାସିଷ୍ଟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।…
ଫିଲ୍ମ‘ପୁଷ୍ପା’ର ମିମ୍ସ ଶେୟାର କଲା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୯।୧: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଅନେକ ମିମ୍ସ ଭାଇରାଲ ହେଉଛି। ବୁଧବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରେଇବା…
ଆଜି ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬,୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦,୮୦,୫୬୨ ଜଣ ସୁସ୍ଥ ହୋଇସାରିଲେଣି। ଆଜି ସୁନ୍ଦରଗଡ଼ରୁ…
Archives


