Posted inଜାତୀୟ

୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ବିଧାୟକ ଆଜମ ଖାନ୍‌

ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ୨୭ ମାସ ଜେଲରେ ଥିବା ଆଜମ ଖାନ ଶୁକ୍ରବାର ସୀତାପୁର ଜେଲରୁ ମୁକୁଳିଛନ୍ତି। ଆଜମଙ୍କୁ ଗୁରୁବାର ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପରେ ଗତକାଲି ରାମପୁରର ଏକ ସ୍ବତନ୍ତ୍ର କୋର୍ଟ ଆଜାମଙ୍କ ମୁକ୍ତି ପାଇଁ ସୀତାପୁର ଜେଲ ପ୍ରଶାସନକୁ ଏକ ଚିଠି ପଠାଇଥିଲେ। ଅନ୍ୟପକ୍ଷରେ, ଆଜମ ଖାନଙ୍କ ମୁକ୍ତି ସମୟରେ ସୀତାପୁର ଜେଲ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜମ ଖାନ ସୀତାପୁରରୁ ସିଧାସଳଖ ରାମପୁର ଯିବେ।


Enter your email to get our daily news in your inbox.

All Right Reserved By Dharitri.Com

କେଜରିଓ୍ବାଲଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ମହିଳାଙ୍କ ମାଗଣା ଯାତ୍ରାକୁ ନେଇ କେଜରିଓ୍ବାଲ ସରକାରଙ୍କ ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ...

୫ଟଙ୍କା ବଢ଼ିଲାଣି ତେଲ ଦର

ନୂଆଦିଲ୍ଲୀ,୩୦ା୩: ଗତ ୮ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୭ ଥର ବଢ଼ିଲାଣି। ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ...

ଦିଲ୍ଲୀ ଅଗ୍ନିକାଣ୍ଡର ଶେଷ ଫୋନ୍‌ କଲ୍‌: ଭାଇ ମୁଁ ଆଉ ବଞ୍ଚିବିନି, ପ୍ଲିଜ୍‌ ମୋ ପିଲାଙ୍କୁ ସମ୍ଭାଳିବୁ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଣୀ ଝାନ୍ସୀ ରୋଡ଼ରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣଙ୍କର ଜୀବନ ଯାଇଛି। ଏବେ ଜଣେ ମୃତକଙ୍କ ଦ୍ୱାରା ଘରକୁ କରାଯାଇଥିବା ଶେଷ...

ମୋଦିଙ୍କୁ ମିଳିବ ଟ୍ରମ୍ପଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୧।୮: ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବିମାନ ଯାତ୍ରାକୁ ସୁରକ୍ଷିତ କରିବାକୁ ଆସନ୍ତା ସପ୍ତାହରେ ହାଇସିକ୍ୟୁରିଟି ଥିବା ବିମାନ ଦେଶରେ ଲ୍ୟାଣ୍ଡ କରିବାର ଯୋଜନା ରହିଛି।...

ବରେଲି ବଜାରରେ ୩୦ ଫୁଟର ଝୁମ୍‌କା

ବଲିଉଡ୍‌ ମୁଭି ‘ମେରା ଶାୟା’ କେହି ଦେଖନ୍ତୁ ଅବା ନ ଦେଖନ୍ତୁ ହେଲେ ଏହାର ଗୀତ ‘ଝୁମ୍‌କା ଗିରା ରେ ବରେଲି କେ ବାଜାର ମେଁ’...

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ...

ଭାରତ ଆମର ସଂସ୍କୃତି-ସମ୍ଭାବନାର ଅଭିବ୍ୟକ୍ତି: ପ୍ରଧାନମନ୍ତ୍ରୀ…

ଜୟପୁର,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଭିଲୱାରାସ୍ଥିତ ମାଲସେରୀ ଡୁଙ୍ଗରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭଗବାନ ଦେବନାରାୟଣଙ୍କର ୧୧୧୧ ତମ ଜନ୍ମ ବାର୍ଷିକୀ...

ପ୍ରୟାଗରାଜରେ ବିଷାକ୍ତ ମଦ ପିଇ ଚାଲିଗଲା ୬ ଜଣଙ୍କ ଜୀବନ

ପ୍ରୟାଗରାଜ, ୨୧।୧୧-ଉତ୍ତରପ୍ରଦେଶର ପ୍ରୟାଗରାଜ୍‌ ଅନ୍ତର୍ଗତ ଫୁଲପୁରରେ ବିଷାକ୍ତ ମଦ ୬ ଜୀବନ ନେଇଛି। ଶୁକ୍ରବାର ରାତିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ଆଉ ଦୁଇଜଣଙ୍କ...

Advertisement
Archives

Model This Week