ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ନଜର ଆସିବେ ପ୍ରତୀକ ଗାନ୍ଧୀ

ବଲିଉଡ୍‌ ଅଭିନେତା ପ୍ରତୀକ ଗାନ୍ଧୀଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଛି। ଅଭିନେତା ମହାତ୍ମା ଗାନ୍ଧୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅପଲଜ ଏଣ୍ଟରନେମେଣ୍ଟ ‘ଗାନ୍ଧୀ’ର ଜୀବନ ଉପରେ ଏକ ବାୟୋପିକ ଘୋଷଣା କରିଛି । ଏହି ବାୟୋପିକ ଏକ ୱେବ ସିରିଜ ଭାବରେ ନିର୍ମିିତ ହେବ ବୋଲି ଜଣାପଡିଛି। ଏହି ସିରିଜ୍‌ଟି ଦେଶର ପ୍ରସିଦ୍ଧ ଐତିହାସିକ ତଥା ଲେଖକ ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ ଉପରେ ଆଧାରିତ ହେବ। ଏହି ପୁସ୍ତକଗୁଡ଼ିକର ନାମ ହେଉଛି ‘ଗାନ୍ଧୀ ବିଫୋର ଇଣ୍ଡିଆ ‘ ଏବଂ ‘ଗାନ୍ଧୀ -ଦ ଇୟର୍ସ ଦ୍ୟାଟ ଚେଞ୍ଜ ଦ ୱାର୍ଲଡ ।ଅପଲଜ ଏଣ୍ଟରଟେନମେଣ୍ଟ ଏହି ସିରିଜ ପାଇଁ ଉଭୟ ବହିକୁ କିଣିଛନ୍ତି। ଏହି ୱେବ ସିରିଜ୍‌ରେ ପ୍ରତୀକ ଗାନ୍ଧୀଙ୍କୁ ‘ମହାତ୍ମା ଗାନ୍ଧୀ’ଙ୍କ ଭୂମିକାରେ ଦେଖିବାକୁ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।...

ଯନ୍ତ୍ରଣା ବଖାଣିଲେ ହେମାମାଳିନୀ

ଶେଷରେ ୪ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନ ତାଲିବାନ ଅଧୀନରେ ଆସିଛି। ଏଭଳି ସମୟରେ ବଲିଉଡ ସେଲିବ୍ରିଟି ସେଠାକାର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି।...

ଅରୁଣ-ମହେଶଙ୍କ ହ୍ୟାଟ୍ରିକ

ନିର୍ଦ୍ଦେଶକ ମହେଶ ହାଜରା ଏବଂ ନାଟ୍ୟକାର ଅରୁଣ ନାୟକ ହ୍ୟାଟ୍ରିକ ମାରିଛନ୍ତି। ଗୋଟିଏ ଅପେରା ପାର୍ଟିରେ ଲଗାତର ତୃତୀୟ ଥର ପାଇଁ ସେମାନେ ଏକାଠି କାମ...

ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କଲେ କ୍ରିକେଟର୍‌ କେ.ଏଲ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ...

ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ପରେ ହଲିଉଡ୍‌ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ...

ଏତିକି କୋଟି ଟଙ୍କାର ମାଲିକାଣୀ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ...

କୃଷକଙ୍କ ସହ ଧାରଣାରେ ବସି ଚର୍ଚ୍ଚାକୁ ଆସିଲେ ସ୍ୱରା

ମୁମ୍ବାଇ: ବଲିଉଡ୍ ନାୟିକା ସ୍ୱରା ଭାସ୍କର ଏବେ କିଛି ନା କିଛି କାରଣକୁ ନେଇ ଆସୁଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଦେଶ ସହ ଜଡିତ...

ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି...

Advertisement
Archives

Model This Week