Home Left

ହିଜାବ ବିବାଦ ମଧ୍ୟକୁ ଲମ୍ଫ ମାରିଲା ପାକିସ୍ତାନ, ମରିୟମ କଲେ ଟୁଇଟ୍‌

ଇସଲାମାବାଦ,୧୦ ।୨: କର୍ନାଟକ ଉଡୁପି ଜିଲାର ଏକ ସରକାରୀ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶର କିଛି ରାଜ୍ୟକୁ ବ୍ୟାପିଲାଣି । ପାକିସ୍ତାନ ବି ଏହି ଘଟଣା ଉପରକୁ ଲମ୍ଫ ମାରିଛି । ହିଜାବ ବିବାଦକୁ ନେଇ ପାକିସ୍ତାନର…

ତାମିଲନାଡୁ ଭାଜପା କାର୍ଯ୍ୟାଳୟ ଉପରକୁ ବୋମା ମାଡ

ଚେନ୍ନାଇ,୧୦ ।୨: ତାମିଲନାଡୁରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟ ଉପରକୁ ବୁଧବାର ବିଳମ୍ବିତ ରାତିରେ ବୋମା ମାଡ ହୋଇଛି । ରାତି ପ୍ରାୟ ୧ଟା ବେଳେ କେହି ଦୁର୍ବୁତ୍ତ ଭାଜପା କାର୍ଯ୍ୟାଳୟ ଉପରକୁ ବୋମା ଫିଙ୍ଗିଥିବା କୁହାଯାଉଛି । କାର୍ଯ୍ୟାଳୟ…

ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ସୂଚାଏ ଜାଣନ୍ତୁ

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍‌ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍‌ ଦେଇ…

ବିନା ଇଞ୍ଜିନ୍‌ କଭରରେ ଅବତରଣ କଲା ବିମାନ

ମୁମ୍ବାଇ,୯।୨: ବିନା ଇଞ୍ଜିନ୍‌ କଭରରେ ବୁଧବାର ମୁମ୍ବାଇରୁ ଗୁଜରାଟ ଯାଇଥିବା ବିମାନ ଭୁଜ୍‌ ବିମାନବନ୍ଦର ନିରାପଦ ଅବତରଣ କରିଛି। ଆଲିଆନ୍ସ ଏୟାରର ଏଟିଆର୍‌ ୭୨-୬୦୦ ବିମାନରେ ୫ କର୍ମଚାରୀଙ୍କ ସମେତ ୭୦ ଯାତ୍ରୀ ଥିଲେ। ମୁମ୍ବାଇ ବିମାନ ବନ୍ଦରରେ ଉଡ଼ାଣ ବେଳେ…

୨ ଜଣଙ୍କୁ ଚାପିଦେଲା ଟ୍ରକ୍‌, ଜଣେ ଗୁରୁତର

କେନ୍ଦୁଝର,୯ା୨(ସ୍ବ.ପ୍ର.): ଚମ୍ପୁଆ ଥାନା ରଘୁଆଳ ସାହିରେ ଏନ୍‌ଏଚ୍‌ ୭୨୦ରେ ଏକ ବାଇକ୍‌ ଉପରେ ଅଜଣା ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି…

ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୯ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅଧୀନ କଚାଗୁଡ଼ା ଅଞ୍ଚଳରେ ୨୦୦୮ରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସମେତ ୬ ଜଣ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ…

ସ୍ବାମୀଙ୍କୁ ହତ୍ୟା କଲେ ୨ୟ ସ୍ତ୍ରୀ

ଆଠଗଡ,୯ା୨(ସ୍ବ.ପ୍ର.): ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ଆଠଗଡ଼ ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ହରିଜନ ସାହିରେ ବୁଧବାର ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ…

ଏପ୍ରିଲ ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ବିତୀୟ ଟର୍ମ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୬ ଏପ୍ରିଲରୁ ଆରମ୍ଭ ହେବ । ବର୍ତ୍ତମାନ ସମ୍ପୂର୍ଣ୍ଣ ତାରିଖ କାର୍ଯ୍ୟସୂଚୀ…

ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍‌ ପାଇଁ ଦେଲେ ଏତିକି ଟଙ୍କା

ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା ପୂରଣ ପାଇଁ କିଛି ବି ଅସମ୍ଭବ କଥାକୁ ସମ୍ଭବ କରିଦିଅନ୍ତି। କେହି କେହି ସମୁଦ୍ର…

ବେରୋଜଗାରୀ ନେଇଛି ୨୫ ହଜାର ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ,୯।୨: ୨୦୧୮ରୁ ୨୦୨୦ ମଧ୍ୟରେ ବେରୋଜଗାର ଏବଂ ରୁଣ ଚାପରେ ୨୫ ହଜାରରୁ ଅଧିକ ଭାରତୀୟ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ସଭାରେ ବୁଧବାର ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ତେବେ ଦୁଇ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ପାଇଁ ୯,୧୪୦…

ବିବାହ ପୂର୍ବରୁ ଉଠିଲା କୋକେଇ

ଝାରସୁଗୁଡା ଅଫିସ, ୯।୨: ବାହାଘର ଆଉ ମାସେ ଥିବାବେଳେ ନର୍ବନ୍ଧକୁ ଥିଲା ଆଉ୨ ଦିନ । ପୁଅ ବାହାଘରକୁ ନେଇ ପରିବାର ଲୋକେ ଆୟୋଜନରେ ଲାଗି ପଡିଥିଲୋ ଏଭଳି ସ୍ଥିତିରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ବୁଧବାର ମୃତ୍ୟୁ ଘଟିଛି । ଏଭଳି…

ସ୍ତ୍ରୀଙ୍କୁ ହତ୍ୟା କରି ନିଜ ହାତ, ଗୋଡ଼ ହାଣିଦେଲେ ସ୍ବାମୀ

ଦିଗପହଣ୍ଡି,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ହିରଣ୍ୟ ସେଠୀ ସ୍ତ୍ରୀ ଝୁନୁଙ୍କୁ କାତିରେ ହାଣି ହତ୍ୟା କରିବା ପରେ ନିଜ ହାତ ଓ ଗୋଡ଼କୁ ହାଣି ଦେଇଥିଲେ। ଖବର ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri