Home Left

ମା’ଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ମା’ ଅମୃତା ସିଂ ବୁଧବାର ତାଙ୍କର ୬୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଅମୃତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଝିଅ ସାରା…

ଏପ୍ରିଲରେ ବିବାହ !

ବମ୍ବେ: ବାଜିବ ଶାହାନାଇ। ହାତକୁ ଦୁଇହାତ ହେବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବିର କପୁର ଏବଂ ଆଲିଆ ଭଟ୍ଟ। ଆସନ୍ତା ଏପ୍ରିଲରେ ରାଜସ୍ଥାନର ରନ୍ଥାମ୍ଭୋରରେ ଏହି ବିବାହ ଅନୁଷ୍ଠିତ ହେବ। ଏନେଇ ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଣୁଣିବାକୁ…

ପୂର୍ବରୁ ବିବାହିତ ସନ୍ନି ଦେଓଲଙ୍କୁ ଭଲପାଇ ବସିଥିଲେ ଅମ୍ରିତା; ସତ ଜାଣିବା ପରେ…

ବମ୍ବେ: ପ୍ରେମ ହେଉ ଅବା ବିବାହ, ଦିନ ଥିଲା ସବୁକିଛିକୁ ନେଇ ଚର୍ଚ୍ଚାରେ ରହିଥିଲେ ଲୋକପ୍ରିୟ ଅଭିନେତ୍ରୀ ଅମ୍ରିତା ସିଂହ। ନବେ ଦଶକରେ ସେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କର ଡେବ୍ୟୁ ଫିଲ୍ମ ଥିଲା ‘ବେତାବ’। ଏଥିରେ ଅଭିନେତା ସନ୍ନି…

ଇଂରାଜୀରେ ଓରିଶା ବଦଳରେ ଓଡ଼ିଶା ହାଇକୋର୍ଟ ନାଁ ଦେବାକୁ ଦାବି

ଭୁବନେଶ୍ୱର,୯ା୨(ବ୍ୟୁରୋ): ରାଜ୍ୟସଭାର ଶୂନ୍ୟକାଳରେ ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରାଯାଇଛି। ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦାବି କରିଛନ୍ତି। ଇଂରାଜୀରେ ଓରିଶା (ORISSA) ବଦଳରେ (ODISHA) ହାଇକୋର୍ଟ କରିବାକୁ ସେ ଦାବି କରିଛନ୍ତି। ସ୍ବତନ୍ତ୍ର ଆଇନ…

୪ ମିନିଟରେ ମିଳିବ କରୋନା ରିପୋର୍ଟ

ବେଜିଂ,୯।୨: କରୋନା ମହାମାରୀରୁ ବିଶ୍ୱ କେବେ ମୁକୁଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଏନେଇ ବିଶ୍ୱ ଏହା ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବି ଏହାର ନିରାକରଣ ଖୋଜିବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ଆର୍‌ଟିପିସିଆର୍‌ ଟେଷ୍ଟକୁ…

କ୍ଷମା ମାଗିଲେ ଡୋମିନୋଜ, ହୋଣ୍ଡା

ନୂଆଦିଲ୍ଲୀ,୯।୨: ସୋସିଆଲ ମିଡିଆ ଜରିଆରେ ଭାରତୀୟଙ୍କ ଭାବନାକୁ ଆଘାତ ଦେବା ପାଇଁ ପିଜା ଚେନ ଡୋମିନଜ ଏବଂ ଜାପାନର ଅଟୋ କମ୍ପାନୀ ହୋଣ୍ଡା ବୁଧବାର କ୍ଷମାପ୍ରାର୍ଥନା କରିଛନ୍ତି। ସ୍ବାଧୀନ କଶ୍ମୀର ସମର୍ଥନ କରିବା ଘଟଣାକୁ ନେଇ କୋରିୟାର କାର ନିର୍ମାତା ହ୍ୟୁଣ୍ଡାଇ…

୧୭ରୁ ଖୋଲିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ,୯।୨: ଆସନ୍ତା ଫେବୃୟାରୀ ୧୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ପ୍ରଫେସର ରଜନୀ ଆବି ବଧବାର ସୂଚନା ଦେଇଛନ୍ତିି। ଫିଜିକାଲ କ୍ଲାସ୍‌ କିଭଳି ହେବ ଏବଂ ଶ୍ରେଣୀ ଗୃହରେ ଛାତ୍ରୀଛାତ୍ର କରୋନା ପ୍ରୋଟୋକଲ ମାନି କିପରି ପରୀକ୍ଷା ଦେବେ ସେ ବିଷୟରେ…

ଟିମ୍‌ ଇଣ୍ଡିଆକୁ ୨୩୭ ରନ୍‌ରେ ରୋକି ଦେଲେ

ଅହମ୍ମଦାବାଦ,୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ୯ ଉଇକେଟ ହରାଇ ୨୩୭ ରନ୍‌ କରିବାକୁ ସକ୍ଷମ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ଏକ୍ସପେରିମେଣ୍ଟ କରିଥିଲା। ଦଳରେ ଲୋକେଶ…

ସବୁ ସୀମା ଟପିଗଲେ ଦୀପିକା

ବମ୍ବେ: ବିବାହ ପରେ ବୋଲ୍ଡ ଦୃଶ୍ୟ ଦେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ଚଳଚ୍ଚିତ୍ର ‘ଗେହରାଇୟାଁ’ରେ ସବୁ ସୀମା ଟପିଛନ୍ତି ସେ। ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ତାଙ୍କର ଅନେକ କିସିଂ ଦୃଶ୍ୟ ଏଥିରେ ରହିଛି। ଫିଲ୍ମର ରିଲିଜ ତାରିଖ…

ସପ୍ତାହ ମଧ୍ୟରେ କାର୍ଯ୍ୟ ଶେଷ କର

ଆରଡି, ୯।୨,(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ ଅଧୀନ ମଟଡିହ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରାଯାଇଛି ା ଏନେଇ ଇ ସ୍ମାର୍ଟ କ୍ଲାସରୁମ, ଇ ଲାଇବ୍ରେରୀ, ସାଇନ୍ସ ଲ୍ୟାବ ସହ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପ୍ରାୟ…

ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ

ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ…

ଖୁବଶୀଘ୍ର ହେବ ଜଙ୍ଗଲ ଜମି ସମସ୍ୟାର ସମାଧାନ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଙ୍ଗଲ ଜମିରେ ବସବାସ ସମସ୍ୟାର ସମାଧାନ ହେବ। ମାସେ ଭିତରେ ଜଙ୍ଗଲ କିସମ ପରିବର୍ତ୍ତନ ପ୍ରସ୍ତାବ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ,ରାଜଧାନୀର ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri