Home Left

ସ୍ବାମୀଙ୍କୁ ହତ୍ୟା କଲେ ୨ୟ ସ୍ତ୍ରୀ

ଆଠଗଡ,୯ା୨(ସ୍ବ.ପ୍ର.): ପାରିବାରିକ କଳହର ପରିଣତି କେତେ ଭୟଙ୍କର ହୋଇପାରେ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲା ଆଠଗଡ଼ ଏନ୍‌ଏସି ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡରେ। ଏହି ଓ୍ବାର୍ଡର ହରିଜନ ସାହିରେ ବୁଧବାର ଆତ୍ମରକ୍ଷା ପାଇଁ ସ୍ବାମୀଙ୍କୁ ଦ୍ୱିତୀୟ ସ୍ତ୍ରୀ…

ଏପ୍ରିଲ ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ବିତୀୟ ଟର୍ମ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୨୬ ଏପ୍ରିଲରୁ ଆରମ୍ଭ ହେବ । ବର୍ତ୍ତମାନ ସମ୍ପୂର୍ଣ୍ଣ ତାରିଖ କାର୍ଯ୍ୟସୂଚୀ…

ବିମାନରେ ରୋମାନ୍ସ କଲେ ମଡେଲ, ୪୫ ମିନିଟ୍‌ ପାଇଁ ଦେଲେ ଏତିକି ଟଙ୍କା

ମୁମ୍ବାଇ: ଦୁନିଆରେ ଅନେକ ଲୋକଙ୍କର ଅଜବ ସଉକ ସବୁ ରହିଛି। ଅଧିକାଂଶ ଲୋକ ଭାବନ୍ତି ଅଧିକ ରୋଜଗାର କଲେ ବିଳାସପୂର୍ଣ୍ଣ ଜୀବନ ବିତାଇବେ। ନିଜର ଇଚ୍ଛା ପୂରଣ ପାଇଁ କିଛି ବି ଅସମ୍ଭବ କଥାକୁ ସମ୍ଭବ କରିଦିଅନ୍ତି। କେହି କେହି ସମୁଦ୍ର…

ବେରୋଜଗାରୀ ନେଇଛି ୨୫ ହଜାର ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ,୯।୨: ୨୦୧୮ରୁ ୨୦୨୦ ମଧ୍ୟରେ ବେରୋଜଗାର ଏବଂ ରୁଣ ଚାପରେ ୨୫ ହଜାରରୁ ଅଧିକ ଭାରତୀୟ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ସଭାରେ ବୁଧବାର ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର। ତେବେ ଦୁଇ ବର୍ଷ ମଧ୍ୟରେ ବେକାରୀ ସମସ୍ୟା ପାଇଁ ୯,୧୪୦…

ବିବାହ ପୂର୍ବରୁ ଉଠିଲା କୋକେଇ

ଝାରସୁଗୁଡା ଅଫିସ, ୯।୨: ବାହାଘର ଆଉ ମାସେ ଥିବାବେଳେ ନର୍ବନ୍ଧକୁ ଥିଲା ଆଉ୨ ଦିନ । ପୁଅ ବାହାଘରକୁ ନେଇ ପରିବାର ଲୋକେ ଆୟୋଜନରେ ଲାଗି ପଡିଥିଲୋ ଏଭଳି ସ୍ଥିତିରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ବୁଧବାର ମୃତ୍ୟୁ ଘଟିଛି । ଏଭଳି…

ସ୍ତ୍ରୀଙ୍କୁ ହତ୍ୟା କରି ନିଜ ହାତ, ଗୋଡ଼ ହାଣିଦେଲେ ସ୍ବାମୀ

ଦିଗପହଣ୍ଡି,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ହିରଣ୍ୟ ସେଠୀ ସ୍ତ୍ରୀ ଝୁନୁଙ୍କୁ କାତିରେ ହାଣି ହତ୍ୟା କରିବା ପରେ ନିଜ ହାତ ଓ ଗୋଡ଼କୁ ହାଣି ଦେଇଥିଲେ। ଖବର ପାଇ…

ବୋମା ପକାଇ ଖସି ପଳାଇଲା ଡ୍ରୋନ

ଅମୃତଶର,୯।୨: ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପଞ୍ଜାବର ଅମୃତଶରରେ ଏକ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜଗରାହିଆନ ସୀମା ଆଉଟ୍‌ପୋଷ୍ଟଠାରେ ପାକିସ୍ତାନୀ ଡ୍ରୋନ ଦୁଇଟି ବୋମା ପକାଇଥିଲା। ସଜାଗ ଥିବା ଯବାନମାନେ ତୁରନ୍ତ…

ମଇଦାନରେ ନଣନ୍ଦ-ଭାଉଜ

ଝାରସୁଗୁଡ଼ା ଅଫିସ,୯ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ପ୍ରାର୍ଥୀ ହେଉଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍‌ ରମ୍ପେଲା ପଞ୍ଚାୟତ ସଂସରାଟିକ୍ରା ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ଗୋଟିଏ ପରିବାରରୁ ନଣନ୍ଦ…

‘ପୁଷ୍ପା’ ଗୀତରେ ଡ୍ୟାନ୍ସ କଲେ ରାନୁ ମଣ୍ଡଳ

ମୁମ୍ବାଇ: ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍‌’ ବ୍ଲକବଷ୍ଟର ହିଟ୍‌ ସାବ୍ୟସ୍ତ ହୋଇଛି। ଗୀତଗୁଡ଼ିକ ମଧ୍ୟ ସେତିକି ହିଟ୍‌। ତେବେ ଦର୍ଶକଙ୍କ ମୁଣ୍ଡରେ ଏବେ ଖାଲି ଗୋଟିଏ ଗୀତ ‘ଶ୍ରୀବଲି’। ଏହି ଗୀତ ସୋସିଆଲ ମିଡିଆରେ ବେଶ୍‌…

ସ୍କୁଲ, କଲେଜ ପାଖରେ ଆନ୍ଦୋଳନ ମନା

ନୂଆଦିଲ୍ଲୀ,୯।୨: ଶିକ୍ଷାନୁଷ୍ଠାନରେ ହିଜାବ ତଥା ମୁଣ୍ଡକୁ ଘୋଡ଼ାଇବା ପାଇଁ ସ୍କାର୍ଫର ବ୍ୟବହାରକୁ ନେଇ ଚାଲିଥିବା ବୁଧବାର ସଂସଦରେ ପହଞ୍ଚିଛି। କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ପାଖରେ ଛାତ୍ରୀଛାତ୍ରଙ୍କ ଏକତ୍ରୀତ ଏବଂ ଆନ୍ଦୋଳନ ଉପରେ କଟକଣା ଲଗାଇଛି ପୋଲିସ।…

‘ଛାତ୍ରୀ କାହିଁକି ଉତ୍ତେଜିତ କଲେ?’ ପ୍ରଶ୍ନକଲେ କର୍ନାଟକ ମନ୍ତ୍ରୀ

ବେଙ୍ଗାଲୁରୁ,୯।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକରେ ସ୍ଥିତି ଅଣାୟତ ହେଉଥିବା ବେଳେ ମାଣ୍ଡ୍ୟା କଲେଜରୁ ସାମ୍ନାକୁ ଆସିଥିବା ଘଟଣାରେ ମୁସଲିମ ଛାତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି ସି ନାଗେଶ। “ସାଫ୍ରନ ସ୍କାର୍ଫ…

୫୮ ଆସନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ଲକ୍ଷ୍ନୌ,୯ା୨: ଉତ୍ତର ପ୍ରଦେଶର ୪୦୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୮ ଆସନରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ପଶ୍ଚିମ ୟୁପିର ୧୧ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହି ଜିଲାଗୁଡ଼ିକ ହେଲା ଶାମ୍‌ଲି, ହାପୁର,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri