ବୋମା ପକାଇ ଖସି ପଳାଇଲା ଡ୍ରୋନ
ଅମୃତଶର,୯।୨: ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ର ଯବାନମାନେ ପଞ୍ଜାବର ଅମୃତଶରରେ ଏକ ଆତଙ୍କବାଦୀ ଆକ୍ରମଣ ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଜଗରାହିଆନ ସୀମା ଆଉଟ୍ପୋଷ୍ଟଠାରେ ପାକିସ୍ତାନୀ ଡ୍ରୋନ ଦୁଇଟି ବୋମା ପକାଇଥିଲା। ସଜାଗ ଥିବା ଯବାନମାନେ ତୁରନ୍ତ…
ମଇଦାନରେ ନଣନ୍ଦ-ଭାଉଜ
ଝାରସୁଗୁଡ଼ା ଅଫିସ,୯ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ପ୍ରାର୍ଥୀ ହେଉଛନ୍ତି। ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ ରମ୍ପେଲା ପଞ୍ଚାୟତ ସଂସରାଟିକ୍ରା ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ଗୋଟିଏ ପରିବାରରୁ ନଣନ୍ଦ…
‘ପୁଷ୍ପା’ ଗୀତରେ ଡ୍ୟାନ୍ସ କଲେ ରାନୁ ମଣ୍ଡଳ
ମୁମ୍ବାଇ: ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍’ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଛି। ଗୀତଗୁଡ଼ିକ ମଧ୍ୟ ସେତିକି ହିଟ୍। ତେବେ ଦର୍ଶକଙ୍କ ମୁଣ୍ଡରେ ଏବେ ଖାଲି ଗୋଟିଏ ଗୀତ ‘ଶ୍ରୀବଲି’। ଏହି ଗୀତ ସୋସିଆଲ ମିଡିଆରେ ବେଶ୍…
ସ୍କୁଲ, କଲେଜ ପାଖରେ ଆନ୍ଦୋଳନ ମନା
ନୂଆଦିଲ୍ଲୀ,୯।୨: ଶିକ୍ଷାନୁଷ୍ଠାନରେ ହିଜାବ ତଥା ମୁଣ୍ଡକୁ ଘୋଡ଼ାଇବା ପାଇଁ ସ୍କାର୍ଫର ବ୍ୟବହାରକୁ ନେଇ ଚାଲିଥିବା ବୁଧବାର ସଂସଦରେ ପହଞ୍ଚିଛି। କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ପାଖରେ ଛାତ୍ରୀଛାତ୍ରଙ୍କ ଏକତ୍ରୀତ ଏବଂ ଆନ୍ଦୋଳନ ଉପରେ କଟକଣା ଲଗାଇଛି ପୋଲିସ।…
‘ଛାତ୍ରୀ କାହିଁକି ଉତ୍ତେଜିତ କଲେ?’ ପ୍ରଶ୍ନକଲେ କର୍ନାଟକ ମନ୍ତ୍ରୀ
ବେଙ୍ଗାଲୁରୁ,୯।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକରେ ସ୍ଥିତି ଅଣାୟତ ହେଉଥିବା ବେଳେ ମାଣ୍ଡ୍ୟା କଲେଜରୁ ସାମ୍ନାକୁ ଆସିଥିବା ଘଟଣାରେ ମୁସଲିମ ଛାତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି ସି ନାଗେଶ। “ସାଫ୍ରନ ସ୍କାର୍ଫ…
୫୮ ଆସନରେ ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର
ଲକ୍ଷ୍ନୌ,୯ା୨: ଉତ୍ତର ପ୍ରଦେଶର ୪୦୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୮ ଆସନରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ପଶ୍ଚିମ ୟୁପିର ୧୧ ଜିଲାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏହି ଜିଲାଗୁଡ଼ିକ ହେଲା ଶାମ୍ଲି, ହାପୁର,…
ଉଚ୍ଚ ରକ୍ତଚାପରେ ପୀଡ଼ିତ କି? କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ
ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ…
‘ଭାରତୀୟ ସେନାକୁ ଧନ୍ୟବାଦ’ କହି କିସ୍ କଲେ
କୋଚି,୯।୨: କେରଳର ପାଲାକ୍କାଡ ପାହାଡରେ ସୋମବାରଠାରୁ ଫଶି ରହିଥିବା ଜଣେ ଯୁବ ଟ୍ରେକରଙ୍କୁ ସେନାର ମାରାଥନ ଉଦ୍ୟମ ପରେ ବୁଧବାର ସକାଳେ ଉଦ୍ଧାର କରାଯାଇଛି। “ଭାରତୀୟ ସେନାକୁ ଅନେକ ଅନେକ ଧନ୍ୟବାଦ୍” ପାହାଡରୁ ସୁରକ୍ଷିତ ଭାବେ ଉଦ୍ଧାର ପାଇବା ପରେ ଆର.…
ପ୍ରଯୋଜକଙ୍କୁ ମାର୍ପିଟ୍ କରି ବିବାଦରେ ଏହି ଅଭିନେତା, ଜୁହୁ ଥାନାରେ ରୁଜୁ ହେଲା ମାମଲା
ମୁମ୍ବାଇ: ପୁଣି ବିବାଦରେ ଫସିଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି। ତାଙ୍କ ନାଁରେ ପ୍ରଯୋଜକଙ୍କୁ ମାର୍ପିଟ୍ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ସେ ଧମକ ଦେଇଥିବା ଜଣାପଡିଛି। ଏନେଇ ଜୁହୁ ପୋଲିସ ଷ୍ଟେଶନରେ…
ସରପଞ୍ଚ ପଦବୀ ପାଇଁ ୩ ପୁରୁଷଙ୍କୁ ଭାରି ପଡ଼ିଛନ୍ତି ୩ ମହିଳା ପ୍ରାର୍ଥିନୀ
କର୍ଲାମୁଣ୍ଡା,୯ା୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ପ୍ରସାର ସରଗରମ ଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ୧୯୫୫ରେ ଗଠିତ ହୋଇଥିବା ଏହି ପଞ୍ଚାୟତରେ ୧୨ଟି ଓ୍ବାର୍ଡରେ…
ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ
ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ ଘଟଣାରେ ପୋଲିସ ଦୁଇ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଝାଡ଼ଖଣ୍ଡ ରାଜ୍ୟ…
ଗୁରୁବାରଠାରୁ ଘରକୁ ଘର ବୁଲି ଦିଆଯିବ ଫାଇଲେରିଆ ବଟିକା
ଭୁବନେଶ୍ୱର,୯।୨(ବ୍ୟୁରୋ): ଗୁରୁବାରଠାରୁ ଦିଆଯିବ ଫାଇଲେରିଆ ଔଷଧ। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫାଇଲେରିଆ ନିରାକରଣ ଲାଗି ମାସ୍ ଡ୍ରଗ ଆଡମିନିଷ୍ଟ୍ରେଶନ ଅଭିଯାନ ଆଧାରରେ ଏହି ଔଷଧ ବଣ୍ଟନ କରାଯିବ। ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଅଭିଯାନ ହେବାକୁ ଥିବା ବେଳେ…
Archives


