Home Left

ବୋଲ୍ଡ ହେବାର ରାଜ୍‌ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡ ଫଟୋ ଶେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିକି ଏହି ବୋଲ୍ଡନେସକୁ ନେଇ ସେ ଅଧିକାଂଶ ସମୟରେ ଟ୍ରୋଲ୍‌ ବି ହୋଇଥାନ୍ତି। ଏପରିକି ଅନେକ ୟୁଜର ସୋସିଆଲ ମିଡିଆରେ ତାଙ୍କୁ…

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୬।୩: ଶ୍ରୀନଗରର ଅମିରାକଦଲରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀମାନେ ରବିବାର ଗ୍ରେନେଡ ଫିଙ୍ଗଛନ୍ତି। ଗ୍ରେନେଡ ବିସ୍ଫୋରଣ ଯୋଗୁ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ କର୍ମଚାରୀଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି। ହଠାତ୍‌ ବିସ୍ଫୋରଣ ପରେ ଘଟଣାସ୍ଥଳରେ…

ଆପଲ୍‌ର ଲୋଗୋ ଅଧା ଖାଇବା ସେଓ ଭଳି କାହିଁକି ହୋଇଥାଏ: ଜାଣନ୍ତୁ କ’ଣ ରହିଛି କାରଣ

ଟେକ୍ନୋଲୋଜି ଦୁନିଆରେ ଆପଲ କମ୍ପାନୀର ନାମ ଅତ୍ୟନ୍ତ ସ୍ବତନ୍ତ୍ର। ଏହାର ବିଶେଷ ଉତ୍ପାଦ ହେତୁ କମ୍ପାନୀ ମୋବାଇଲ, କମ୍ପ୍ୟୁଟର ସମ୍ବନ୍ଧୀୟ ଜିନିଷ ବଜାରରେ ବହୁ ନାମ ଅର୍ଜନ କରିଛି। କମ୍ପାନୀର ନାମ ଯେତେ ଅନନ୍ୟ, ଏହାର ଲୋଗୋ ସେତେ ଅନନ୍ୟ ଅଟେ।…

ଶଟ୍‌ ସର୍କିଟରୁ ଜଳିଗଲା ଘର

ଲାଞ୍ଜିଗଡ଼,୬।୩(ଡି.ଏନ.ଏ): ବିଦ୍ୟୁତ୍‌ ଶଟ୍‌ ସର୍କିଟରୁ ନିଆଁ ଲାଗି ଜଣେ ମହିଳାଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ମହିଳାଙ୍କ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତବକ, ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର ଗୋମତୀ ହରିଜନ…

ବିରାଟ ବିଜୟ ଆଣିଦେଲେ ଦୁଇ ଅଲରାଉଣ୍ଡର

ମୋହାଲି,୬।୩: ସ୍ଥାନୀୟ ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାତରୀୟ ଦଳ ଏକ ଇନିଂସ ଓ ୨୨୨ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଏହି ବଡ଼…

ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ୧୩ ଲକ୍ଷ ଟଙ୍କା ସହାୟତା ଦେଲା ବେଦାନ୍ତ

ଲାଞ୍ଜିଗଡ଼,୬।୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କାରଖାନା ପରିସରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବକ୍ସାଇଟ ବୋଝେଇ ହାଇଓ୍ବା ଚାପାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ମୁକେଶ ଟୁଡୁ(୩୩) ଓ ଅଭିମନ୍ୟୁ କୁମାର…

ଆମେରିକା ସାଂସଦଙ୍କୁ ଜେଲେନସ୍କି କହିଲେ ମୋତେ ଶେଷଥର ଲାଗି ଜୀବିତ ଅବସ୍ଥାରେ ଦେଖୁଛ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହେଲାଣି । ହେଲେ ଏବେବି ୟୁକ୍ରେନର ବଡ ବଡ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି । ରୁଷିଆ ତା’ ଜିଦରେ ଅଟଳ ଥିବା ବେଳେ ୟୁକ୍ରେନ ବି ମୁଣ୍ଡ ନୁଆଉ…

ବାଥରୁମ୍‌ ଟଓ୍ବେଲରୁ ମିଳିଲା ରକ୍ତ ଚିହ୍ନ

କୋ ସାମୁଇ(ଥାଇଲାଣ୍ଡ),୬।୩: ନିକଟରେ ପ୍ରାଣ ହରାଇଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନଙ୍କ ଘର ଚଟାଣ ଏବଂ ବାଥ ଟଓ୍ବେଲରୁ ମିଳିଛି ରକ୍ତ ଚିହ୍ନ। ପୂର୍ବତନ ଲେଗ୍‌ ସ୍ପିନରଙ୍କ ମୃତଦେହ ମିଳିବା ପରେ ପୋଲିସ ତାଙ୍କ ଭିଲାରେ ସର୍ଚ୍ଚ କରିବାରୁ ତାଙ୍କ…

ପୁଣି ବାଦାମ ବିକିବେ ‘କଚା ବାଦାମ୍‌’ ଷ୍ଟାର୍‌

‘କଚା ବାଦାମ’ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟିଥିବା ଭୁବନ ବାଦକର ଆଜିକାଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ଗୀତ ଭାଇରାଲ ହେବା ପରେ ନିଜକୁ ଜଣେ…

ବାଲିଗୁଡ଼ା ପୌରପରିଷଦ ପାଇଁ ପ୍ରାର୍ଥୀ ଦେଲା ବିଜେଡି

ବାଲିଗୁଡ଼ା,୬ା୩(ଡି.ଏନ୍‌.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ…

ଦର୍ଶକଙ୍କୁ ପସନ୍ଦ ଆସିଲାନି ଅମିତାଭଙ୍କ ‘ଝୁଣ୍ଡ’

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ରହିଛି ମନୋରଞ୍ଜନ ଦୁନିଆରେ ଏକ ଭିନ୍ନ ପରିଚୟ । ତାଙ୍କର ବିକଳ୍ପ କେହି ନାହିଁ କହିଲେ ଚଳେ । ୭୯ ବର୍ଷ ବୟସରେ ବି ସେ ଦର୍ଶକଙ୍କୁ ପୂର୍ବଭଳି ବାନ୍ଧି ରଖିବାରେ ବେଶ ପାରଙ୍ଗମ…

କୁକୁରକୁ ଭାରତ ପଠାଇଲେ ଛାତ୍ର, ନିଜେ ଆସିବାକୁ ମନା କଲେ; କାରଣ ଜାଣିଲେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଏବେ ବି କିଛି ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ଭାରତ ସରକାର ‘ଅପରେଶନ ଗଙ୍ଗା’ ଯୋଗେ ଛାତ୍ରୀଛାତ୍ରଙ୍କୁ ଏୟାରଲିଫ୍ଟ କରିସାରିଛନ୍ତି। ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ହରିୟାଣାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri