‘ବିମାନରେ ମୃତଦେହ ଅଧିକ ଯାଗା ନିଏ’
ବେଙ୍ଗାଲୁରୁ,୪।୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ପ୍ରାଣ ହରାଇଥିବା ନବୀନ ଶେଖରପ୍ପା ଜ୍ଞାନଗୌଡ଼ାଙ୍କ ମୃତଦେହକୁ କର୍ନାଟକରେ ଅପେକ୍ଷା କରିଛନ୍ତି ତାଙ୍କ ପରିବାର ଲୋକେ। ଏଭଳି ପରିସ୍ଥିତିରେ ଜଣେ ଭାଜପା ବିଧାୟକ କହିଛନ୍ତି, ‘ଏକ ମୃତଦେହ ବିମାନରେ ଅଧିକ ଯାଗା ନିଏ। କଫିନ ବଦଳରେ…
ଆସନ୍ତା ବର୍ଷ ଇଦ୍ରେ ରିଲିଜ୍ ହେବ ‘ଟାଇଗର ୩’
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ର ରିଲିଜ୍ ତାରିଖକୁ ଅପେକ୍ଷାର ସହ ରହିଛନ୍ତି ଦର୍ଶକ। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୌଫ ନଜର ଆସିବେ। ଅନେକ ଦିନ ପରେ ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ।…
ପ୍ରେମିକାଙ୍କୁ ପିଜା, ପାସ୍ତା ପଠାଇଲେ ହ୍ରିତିକ
ମୁମ୍ବାଇ: କିଛି ସପ୍ତାହ ପୂର୍ବରୁ ହ୍ରିତିକ ରୋଶନ ଏବଂ ସବା ଆଜାଦଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେବେଠାରୁ ପ୍ରଶଂସକମାନେ ଅନୁମାନ କରିଥିଲେ ଯେ, ହ୍ରିତିକ-ସବାଙ୍କ ଭିତରେ କିଛି ଚାଲିଛି। ଏପରିକି ଦୁଇଜଣ ଏକାଠି ବୁଲିବା, ଖାଇବା, ପିଇବାର ଫଟୋ ମଧ୍ୟ ଅଧିକାଂଶ…
ପରାଜୟ ପରେ ବୁଲିବୁଲି ଟଙ୍କା ମାଗୁଛନ୍ତି
ଦେଓଗାଁ,୪ା୩(ଡି.ଏନ୍.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ଲୋକଙ୍କୁ ଦେଇଥିବା ଟଙ୍କା ମାଗିବାର ଭିଡିଓ ଭାଇରାଲ ହୋଇଛି। ସ୍ତ୍ରୀ ପରାଜିତ ହେବା ପରେ ସ୍ବାମୀ କିଛି ସମର୍ଥକଙ୍କୁ ଧରି ପଞ୍ଚାୟତ ଅଧୀନ ନୁଆପାଲି…
ୟୁକ୍ରେନ ସଙ୍କଟ: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି
ନୂଆଦିଲ୍ଲୀ,୪।୩: ୟୁକ୍ରେନ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ କିପରି ସୁରକ୍ଷିତ ଅଣାଯାଇ ପାରି ସେନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ…
ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆର କବ୍ଜା ପରେ ୟୁଏନ୍ ଡକାଇଲା ଜରୁରୀକାଳୀନ ବୈଠକ
ଲଣ୍ଡନ,୪।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଛି। ବେଳକୁ ବେଳ ୨ଦେଶ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି। ଶୁକ୍ରବାର ୟୁକ୍ରେନର ଜପୋରିଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟରେ ରୁଷିଆ ସୈନ୍ୟ ଆକ୍ରମଣ କରି କବଜା କରିନେଇଛନ୍ତି।…
ନିର୍ବାଚନ ପରବର୍ତ୍ତୀ ହିଂସା: କାର୍ ଜାଳିଦେଲେ ଦୁର୍ବୃତ୍ତ
ଖୋର୍ଦ୍ଧା ଅଫିସ,୪ା୩: ଖୋର୍ଦ୍ଧା ବ୍ଲକ କାଇପଦର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବିଜୟୀ ସରପଞ୍ଚଙ୍କ ସମ୍ପର୍କୀୟ ମାନସ ରଞ୍ଜନ ରାଉତରାୟଙ୍କ କାର୍ରେ ବୁଧବାର ରାତିରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ…
ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର,୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ। ଏ ନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ଘୋଷଣା କରିଛନ୍ତି ।…
ପ୍ରାର୍ଥତ୍ପତ୍ର ଦାଖଲ କଲେ ୪ କର୍ପୋରେଟର ପ୍ରାର୍ଥୀ
ଭୁବନେଶ୍ୱର,୪ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ୪ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ବୁଧବାର ମେୟର ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଗୁରୁବାର ଆଉ ୩ ଜଣ ଫର୍ମ…
ମାର୍ଚ୍ଚ ୧୫ ସୁଦ୍ଧା ଅଫିସ ଫେରିବାକୁ କର୍ମଚାରୀଙ୍କୁ ଟୁଇଟର ସିଇଓଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୪।୩: ବିଶ୍ୱରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ଏବଂ ଟୁଇଟର ସମେତ ଅନେକ ବଡ ବଡ ବୈଷୟିକ କମ୍ପାନୀ ସେମାନଙ୍କର ଓ୍ବାର୍କ ଫର୍ମ ହୋମ କାର୍ଯ୍ୟକୁ ସମାପ୍ତ କରିଛନ୍ତି। ଗୁଗୁଲ ପରେ…
ନିଲମ୍ବିତ ହେଲେ ବିଜେଡି ଛାତ୍ର ସଭାପତି
ଝାରସୁଗୁଡ଼ା ଅଫିସ/ବଜରାଜନଗର(ଡି.ଏନ.ଏ.),୪ା୩: ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ବ୍ରଜରାଜନଗର ପୌରାଞ୍ଚଳ ବିଜୁ ଛାତ୍ର ଜନତା ଦଳ ସଭାପତି ସରୋଜ କୁମାର ଶାହଙ୍କୁ ଦଳରୁ ନିଳମ୍ବିତ କରାଯାଇଛି। ଏ ନେଇ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ପଳାସ କର୍ମକାର ଏକ ପ୍ରେସ୍…
୩ ଭଉଣୀଙ୍କ ପ୍ରେମରେ ପଡିଲେ ଜଣେ ଯୁବକ: ଆଉ ତା’ପରେ
କିନ୍ସାସା,୪।୩: ଆଫ୍ରିକୀୟ ଦେଶ କାଙ୍ଗୋରେ ଏକ ଏକ ନିଆରା ଘଟଣା ଘଟିଛି। ଏଠାରେ ତିନି ଭଉଣୀ ଜଣେ ବରକୁ ସହିତ ବିବାହ କରିଛନ୍ତି। ତିନି ଭଉଣୀଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ନାମ ଲୁୱିଜୋ। ତାଙ୍କର ବୟସ ୩୨ ବର୍ଷ। ଲୁଭିଜୋ ନତାଶା,…
Archives


