Home Left

ବାଡ଼ିରୁ ଘରକୁ ଲମ୍ବିଚି ଭୟଙ୍କର ସାପ, ଭିଡିଓକୁ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଲଭ୍‌ ଲେଟର ଲେଖି ମାଡ଼ ଖାଇଥିଲେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ସାଇ ପଲ୍ଲବୀ ପ୍ରାୟତହଃ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୁନ୍ଦର ଅଭିନୟ ପାଇଁ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ବର୍ତ୍ତମାନ ସେ ରାଣା ଡଗଗୁବତୀଙ୍କ ସହ ତାଙ୍କ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ: ଘୋଷିତ ହେଲା ୧୮ ଜଣିଆ ଦଳ

ନୂଆଦିଲ୍ଲୀ,୧୨ା୭ : ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ସାମିଲ କରାଯାଇଛି। ପ୍ରଥମ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ନେତୃତ୍ୱ…

ଆଜି ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଜିତିଥିବା ଟିମ ଇଣ୍ଡିଆ ମନୋବଳ ବେଶ୍‌ ଦୃଢ ରହିଛି। ଏହା…

ସରିଲା ଅଧରପଣା ନୀତି

ପୁରୀ ଅଫିସ,୧୨।୭: ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି। ପାଣିଆ ଆପଟ ସେବକମାନେ…

ବିକ୍ଷୋଭ ନ କରିବାକୁ ନିଜ ନାଗରିକକୁ କହିଲା ଚାଇନା

କଲମ୍ବୋ,୧୨।୭: ଶ୍ରୀଲଙ୍କାର ବନ୍ଧୁ ବୋଲାଉଥିବା ଚାଇନା ବିକ୍ଷୋଭ ନ କରିବା ପାଇଁ ଉତ୍ତ୍ୟକ୍ତ ଦେଶବାସୀଙ୍କୁ ତାଗିଦ୍‌ କରିଛି। ଶ୍ରୀଲଙ୍କାରେ ଥିବା ଚାଇନା ରାଷ୍ଟ୍ରଦୂତ ବିକ୍ଷୋଭ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏ ନେଇ ଚାଇନା ରାଷ୍ଟ୍ରଦୂତ କାର୍ଯ୍ୟାଳୟ ପକ୍ଷରୁ ଏକ…

ଶେଷରେ ପୁଅର ଝଲକ ଦେଖାଇଲେ ଭାରତୀ

ଟିଭି ଇଣ୍ଡଷ୍ଟ୍ରିର କମେଡି କୁଇନ ଭାବରେ ଜଣାଶୁଣା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଛୋଟ ପରଦା ସବୁଠୁ ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଦୁଇମାସ ପୂର୍ବେ ଅର୍ଥାତ୍‌ ଏପ୍ରିଲରେ, ହର୍ଷ ଏବଂ…

ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ: ୩ ଗିରଫ

କଲମ୍ବୋ,୧୨।୭: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥିସହ ଅଭିଯୁକ୍ତମାନଙ୍କୁ ୧୦ ଦିନିଆ କଷ୍ଟଡିକୁ ପଠାଇ ଦିଆଯାଇଛି। କ୍ରିମିନାଲ ଇନ୍‌ଭେଷ୍ଟିଗେଟିଂ ଡିପାର୍ଟମେଣ୍ଟ (ସିଆଇଡି) ରବିବାର ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ…

୧୨ ଘଣ୍ଟାରେ ପହଞ୍ଚି ହେବ ଦିଲ୍ଲୀରୁ ମୁମ୍ବାଇ

ନୂଆଦିଲ୍ଲୀ,୧୨ ।୭: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର କାମ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ଆଉ ମାତ୍ର ୩୦ ପ୍ରତିଶତ ବାକି ରହିଥିବା କୁହାଯାଉଛି । ଆସନ୍ତା ବର୍ଷ ୨୦୨୩ରେ ଏହି ଏକ୍ସପ୍ରେସ ୱେରେ ବାହନ ଚଳାଚଳ ଆରମ୍ଭ ହୋଇଯିବ ।…

ଦୋଷ ଲୁଚାଇବାକୁ ଅପଚେଷ୍ଟା: ବିରୋଧୀ

ଭୁବନେଶ୍ୱର,୧୨୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ମା’ଙ୍କ ସମେତ ଧାରଣାରେ ବସିଥିବା ଅନ୍ୟମାନଙ୍କୁ ସୋମବାର ପୋଲିସ ଘୋଷାରି ଘୋଷାରି ନେଇ ଗାଡ଼ିରେ ବସାଇବା ସହିତ ଆନ୍ଦୋଳନ ସ୍ଥଳରେ ଥିବା ଟେଣ୍ଟକୁ ଭାଙ୍ଗି ଦେଇଛି। ଏଡି ଘଟଣାକୁ…

ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ମିଳିତ ଜାତିସଂଘ

ନ୍ୟୁୟର୍କ,୧୨।୭: ଶ୍ରୀଲଙ୍କାରେ ଚାଲିଥିବା ହିଂସାକୁ ନିନ୍ଦା କରିଛନ୍ତି ମିଳିତ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରସ। ଶ୍ରୀଲଙ୍କାର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଶ୍ରୀଲଙ୍କାକୁ ସମର୍ଥନ କରିବାକୁ ମିଳିତ ଜାତିସଂଘ ପ୍ରସ୍ତୁତ ଅଛି। ଏକ ନୂତନ ସରକାର ଗଠନ ତଥା…

ଗ୍ୟାସ୍‌ ଦର ବୃଦ୍ଧି ହାଣ୍ଡିଶାଳକୁ ମହଙ୍ଗା ମାଡ଼: କଂଗ୍ରେସ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ବିଜେଡି ଏବଂ କେନ୍ଦ୍ରରେ ଭାଜପା ସରକାର ସାଧାରଣ ଜନତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଚାଲିଛନ୍ତି। ଗତ ୨ ବର୍ଷରେ କରୋନା ଯୋଗୁ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?