ଟିକେଟ୍ କିଣି ମେଟ୍ରୋ ଟ୍ରେନ୍ରେ ଯାତ୍ରା କଲେ ମୋଦି
ପୁଣେ,୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ପୁଣେରେ ପହଞ୍ଚି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି। ମୋଟ ୩୨.୨ କିମି ପୁଣେ ମେଟ୍ରୋ ରେଳ ପ୍ରକଳ୍ପର ୧୨ କିମି ବିଭାଗକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ପରେ ପ୍ରଧାନମନ୍ତ୍ରୀ ଷ୍ଟେଶନରେ…
ରୋଡ୍ ଡିଭାଇଡରରେ ପିଟିହେଲା କାର୍, ୨ ଗୁରୁତର
ସାକ୍ଷୀଗୋପାଳ,୬ା୩(ଡି.ଏନ୍.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ୪ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଓଡି ୦୨ ବି.ଜି ୭୭୪୪ ନମ୍ବର କାର୍ଟି ଭାରସାମ୍ୟ…
ଅଶ୍ୱିନଙ୍କୁ ମିଳିଗଲା ୪୩୫ ନଂ ଉଇକେଟ
ମୋହାଲି,୬।୩: କିମ୍ବଦନ୍ତୀ କପିଳ ଦେବଙ୍କ ୪୩୪ ଟେଷ୍ଟ ଉଇକେଟ ରେକର୍ଡକୁ ପଛରେ ପକାଇଛନ୍ତି ଭେଟେରାନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏଥିସହ ସେ ୮୫ତମ ମ୍ୟାଚ୍ରେ ଭାରତ ପାଇଁ ସର୍ବାଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ…
୬ ମାସର ଝିଅକୁ କାଖରେ ଧରି ମ୍ୟାଚ୍ ଖେଳିବାକୁ ଷ୍ଟାଡିୟମକୁ ଆସିଲେ ଅଧିନାୟିକା
ଖ୍ରୀଷ୍ଟଚର୍ଚ୍ଚ,୬।୩: କୌଣସି ମହିଳା ଖେଳାଳିଙ୍କ ମା ହେବା ପରେ ଖେଳକୁ ଫେରିବା ସହଜ କଥା ନୁହେଁ। ସମୟ ସମୟରେ, ଅନେକ କ୍ରୀଡ଼ାରେ ମହିଳାମାନେ ମା’ ହେବା ପରେ ଟ୍ରାକ୍କୁ ଫେରି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏବେ ନ୍ୟୁଜିଲାଣ୍ଡରେ ମହିଳା ବିଶ୍ୱକପ ୨୦୨୨…
ରାସ୍ତାରେ ଥିଲେ ଲୋକେ, ହଠାତ୍ ଆସିଲା ଚିତା; ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଡ୍ୟୁଟିରେ ବିରକ୍ତ ହୋଇ ୪ ସହକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ନିଜକୁ ଗୁଳି କଲେ ବିଏସ୍ଏଫ୍ ଯବାନ…
ଅମୃତସର, ୬।୩ : ରବିବାର ସକାଳେ ଅମୃତସରର ବିଏସ୍ଏଫ୍ର ଖାସା ମୁଖ୍ୟାଳୟରେ ଜଣେ ଯବାନ ୪ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କ ସାଥୀମାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନ ଜଣକ ନିଜକୁ ଗୁଳି କରିଥିଲେ। ଏହି ଘଟଣାରେ ପାଞ୍ଚ…
ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିଲା ଭାରତ
ମାଉଣ୍ଟ ମଙ୍ଗାନୁଇ,୬।୩: ଆଇସିସି ମହିଳା ବିଶ୍ୱକପ୍ ୨୦୨୨ର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ହରାଇଛି ଭାରତ। ରବିବାର ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ୫୦ ଓଭରରେ ୭ ଉଇକେଟ ହରାଇ ୨୪୪ ରନ୍ କରିଥିଲା। ଜବାବରେ…
ସବାଙ୍କ ଫ୍ୟାନ୍ ହେଲେ ହ୍ରିତିକ୍ଙ୍କ ସମ୍ପର୍କୀୟ
ବଲିଉଡ୍ ସୁପରଷ୍ଟାର ହ୍ରିତିକ ରୋଶନ ଏବେ ତାଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସବା ଆଜାଦଙ୍କ ସହିତ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ହେବ ସବା ଏବଂ ହ୍ରିତିକଙ୍କ ପରିବାରର ଘନିଷ୍ଠତା ମଧ୍ୟ…
୩୫୦ ବର୍ଷ ଧରି ଏହି ଗାଁର ଯୁବତୀ-ଯୁବକଙ୍କ ଘରେ ହୋଇନି ବାହାଘର, କାରଣ ଜାଣିଲେ…
ରାଜସ୍ଥାନର ବାରମର ଜିଲାରେ ଏମିତି ଏକ ଗାଁ ଅଛି, ଯେଉଁଠାରେ ପ୍ରାୟ ୩୫୦ ବର୍ଷ ଧରି କୌଣସି ଘରେ ବିବାହ ହୋଇ ନାହିଁ। ଅର୍ଥାତ୍ ଗ୍ରାମର ସମସ୍ତ ଅବିବାହିତ ଯୁବତୀ-ଯୁବକଙ୍କ ବିବାହ ମନ୍ଦିରରେ ହିଁ ହୋଇଥାଏ। ବିଶ୍ୱାସ କରାଯାଏ, ଯଦି ବିବାହ…
ଶ୍ରୀଲଙ୍କା ୧୭୪ରେ ଅଲଆଉଟ୍; ଭାରତ ଦେଲା ଫଲୋଅନ୍
ମୋହାଲି,୬।୩: ଏଠାରେ ଚାଲୁଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଫଲୋଅନ୍ ଦେଇଛି ଭାରତ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ବ୍ୟାଟ୍ସମ୍ୟାନମାନଙ୍କ ଦମ୍ଦାର ବ୍ୟାଟିଂ ଯୋଗୁ ଦଳ ଶ୍ରୀଲଙ୍କା ସମ୍ମୁଖରେ…
ବ୍ୟାଟିଂ ପରେ ବୋଲିଂରେ ଆଉ ଏକ କୀର୍ତ୍ତିମାନ ରଚିଲେ ଜାଡେଜା
ମୋହାଲି,୬।୩: ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚମକିଛନ୍ତି ରବୀନ୍ଦ୍ର ଜାଡେଜା । ପ୍ରଥମେ ବ୍ୟାଟିଂ ପରେ ଏବେ ବୋଲିଂରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି ସେ । ଶନିବାର ଭାରତ ପାଇଁ ୭ମ ଉଇକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା…
ବେଦାନ୍ତରେ ଅଘଟଣ: ହାଇଓ୍ବା ଚାପାରେ ଦୁଇ ଶ୍ରମିକଙ୍କ ଜୀବନ ଗଲା
ଭବାନୀପାଟଣା,୬ା୩(ସ୍ବ.ପ୍ର.): ବେଦାନ୍ତ ଲିମିଟେଡ୍ରେ ଘଟିଛି ଅଘଟଣ। ବକ୍ସାଇଟ୍ ବୋଝେଇ ଓ ଖଲାସ କରିବା ପାଇଁ ଓଏସ୍ଏଲ କମ୍ପାନୀ ନିୟୋଜିତ ଥିବାବେଳେ ଏହା ଅଧୀନରେ ଥିବା ରାୟଗଡ଼ା ଜିଲା ମୁନିଗୁଡ଼ାର ଜନୈକ ବ୍ୟକ୍ତିଙ୍କ ହାଇଓ୍ବା ଟ୍ରକ୍ ଏଥିରେ ଭଡ଼ାରେ ଲାଗିଥିଲା। ଶନିବାର ବିଳମ୍ବିତ…
Archives


