ଏସ୍-୪୦୦ ଯୋଗାଣରେ ଅସୁବିଧା ହେବନାହିଁ
ନୂଆଦିଲ୍ଳୀ,୩।୩: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ଥିବା ଯୁଦ୍ଧ ଯୋଗୁ ରୁଷିଆ ପକ୍ଷରୁ ଭାରତକୁ ଏସ୍-୪୦୦ ମିଶାଇଲ ଯୋଗାଣ ବ୍ୟାହତ ହେବ ନାହିଁ ବୋଲି କହିଛନ୍ତି ରୁଷିଆ ରାଷ୍ଟ୍ରଦୂତ ଡେନିସ୍ ଏଲିପୋଭ। ଯୁଦ୍ଧ କାରଣରୁ ବହୁ ଦେଶ ରୁଷିଆ ଉପରେ…
ସିଡ୍ନୀରେ ବିଚିତ୍ର ପ୍ରାଣୀ
ସିଡ୍ନୀ,୩।୩: ଅଷ୍ଟ୍ରେଲିଆର ସିଡ୍ନୀ ସହର ରାସ୍ତାରୁ ଏକ ବିଚିତ୍ର ପ୍ରାଣୀ ମିଳିଛି, ଯାହା ଜୀବବିଜ୍ଞାନୀ, ଶିକ୍ଷାବିତ୍ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବିସ୍ମିତ କରିଛି। ହାରି ହାୟେସ୍ ନାମକ ବାଳକ ଗତ ସୋମବାର ସକାଳେ ଜଗିଂ କରିବାକୁ ଯାଇଥିବାବେଳେ ରାସ୍ତାରେ ଉକ୍ତ…
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ: ୫୭ ଆସନ ପାଇଁ ଭୋଟଗ୍ରହଣ
ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିପାଇଁ…
‘ଝୁଣ୍ଡ୍’ ଦେଖି ଭାବପ୍ରବଣ ହେଲେ ଅମୀର
ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ଆକାଶ ଥୋସର ଷ୍ଟାରର ‘ଝୁଣ୍ଡ୍’ର ଏକ ସ୍କ୍ରିନିଂ ଭିଡିଓ ରିଲିଜ ହୋଇଛି। ଭେଟେରାନ ଅଭିନେତା ଆମୀର ଖାନ ଫିଲ୍ମର ସ୍କ୍ରିନିଂରେ ଯୋଗ ଦେଇଥିଲେ। ସ୍କ୍ରିନିଂ ଦେଖିବା ପରେ ସେ ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ଏପରିକି ‘ଝୁଣ୍ଡ୍’…
୧୦୨ ମ୍ୟୁନିସିପାଲିଟି ଆସନ ଦଖଲ କଲା ଟିଏମ୍ସି
କୋଲକାତା,୨।୩ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ବିପୁଳ ବିଜୟର ୧୦ ମାସ ପରେ ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳ ବୁଧବାର ପ୍ରକାଶ ପାଇଛି। ସୂଚନାନୁଯାୟୀ, ରାଜ୍ୟର ୧୦୮ ମ୍ୟୁନିସିପାଲିଟି ମଧ୍ୟରୁ ଟିଏମ୍ସି ୧୦୨ଟି ନିଜ…
ଏ’ରୁ ବି’ ଗ୍ରେଡ୍କୁ ଖସିଲେ ରାହାନେ, ପୂଜାରା
ମୁମ୍ବାଇ,୨।୩: ଭେଟେରାନ ବ୍ୟାଟର ଚେତେଶ୍ୱର ପୂଜାରା ଓ ପୂର୍ବତନ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଗ୍ରେଡ୍ ସଦ୍ୟ ପ୍ରକାଶିତ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ତଳକୁ ଖସିଛି। ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ୪ଟି ଗ୍ରେଡ୍ ରହିଛି। ଏ’ ପ୍ଲସ ଗ୍ରେଡ୍ରେ ସାମିଲ ଥିବା…
ବାଜିଲା ପୌର ନିର୍ବାଚନ ବିଗୁଲ୍: ହିଞ୍ଜିଳିକାଟୁ ରାଜନୀତି ସରଗରମ
ହିଞ୍ଜିଳିକାଟୁ,୨ା୩(ଡି.ଏନ୍.ଏ.): ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇଛି ଗାମ ଜିଲାର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦ ରାଜନୀତି। ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ୪ ପ୍ରାର୍ଥୀ ଫର୍ମ କିଣିଛନ୍ତି। ୨ଟି ଅଧ୍ୟକ୍ଷ ପଦ ଓ…
ୟୁକ୍ରେନ୍ରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍ ନଂ ଜାରି କଲା ଭାଜପା
ଭୁବନେଶ୍ୱର, ୨ା୩(ବ୍ୟୁରୋ): ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଏହି କାରଣରୁ ବହୁ ସଂଖ୍ୟାରେ ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍ର ବିଭିନ୍ନ ସହରରେ ଫସି ରହିଛନ୍ତି । ଆକ୍ରମଣ ଯୋଗୁ ଭୟଭୀତ ହୋଇ ଭାରତୀୟମାନେ ବର୍ତ୍ତମାନ ସୀମା ପାରହୋଇ…
ସର୍ବସମ୍ମୁଖରେ ସଚିନଙ୍କୁ ବୁଢ଼ା ବୋଲି କହୁଥିଲେ ଏହି ଖେଳାଳି, ଏଭଳି ଜବାବ ଦେଇଥିଲେ ସେହ୍ବାଗ
ନୂଆଦିଲ୍ଲୀ,୨।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ତାଙ୍କ କ୍ରିକେଟ କ୍ୟାରିୟରରେ କେବେ ବି ବିନା କାରଣରେ ବିରୋଧି ଖେଳାଳିଙ୍କ ସହ ମତାନ୍ତର କରୁ ନ ଥିଲେ। ହେଲେ ଅନେକ ଖେଳାଳି ତାଙ୍କ ବିରୋଧରେ…
ଦୁଇ ହଜାର ଜନସାଧାରଣଙ୍କ ଜୀବନ ନେଲାଣି ଯୁଦ୍ଧ
କ୍ୱିଭ,୨।୩: ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ୟୁକ୍ରେନରେ ଦୁଇ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ମୃତ୍ୟୁ ହୋଇଛି। ଯୋଗାଯୋଗ ବ୍ୟବସ୍ଥା, ହସ୍ପିଟାଲ୍ସ, ବାଳାଶ୍ରମ ଓ ଘର ନଷ୍ଟ କରି ଦିଆଯାଇଛି। ପ୍ରତି ଘଣ୍ଟାରେ ଶିଶୁ, ମହିଳା…
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଲା ଜାତୀୟ ବିଜ୍ଞାନ ପୁରସ୍କାର
ଭୁବନେଶ୍ୱର,୨ା୩,(ବ୍ୟୁରୋ): ଲେଖା ମାଧ୍ୟମରେ ବିଜ୍ଞାନକୁ ଜନପ୍ରିିୟ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ପ୍ରଫେସର ଡ. ରମେଶ ଚନ୍ଦ୍ର ପରିଡ଼ାଙ୍କୁ ମିଳିଛି ଜାତୀୟ ପୁରସ୍କାର। ୨୦୨୧ ଲାଗି ନ୍ୟାଶନାଲ କାଉନସିଲ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି ଆଓ୍ବାର୍ଡ ପାଇ…
ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା: ଅଭିଯୁକ୍ତ ଗଲେ ଜେଲ୍
କୋକସରା,୨ା୩(ଡି.ଏନ୍.ଏ.): ପ୍ରଥମେ ପ୍ରେମ ପରେ ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଘରୁ ଫେରାର କରି ତା’ସହ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି କୋକସରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଜାମିନ…
Archives


