୨୦୨୩ରେ କାର୍ଯ୍ୟକ୍ଷମ ହେବ ଦ୍ୱାରକା ଏକ୍ସପ୍ରେସ୍ଓ୍ବେ: ୨୯ କି.ମି ପାଇଁ ଖର୍ଚ୍ଚ ହୋଇଛି ୯ ହଜାର କୋଟି
ନୂଆଦିଲ୍ଲୀ,୧୨ା୭: ୨୦୨୩ରୁ କାର୍ଯ୍ୟକାରୀ ହେବ ଦ୍ୱାରକା ଏକ୍ସପ୍ରେସ୍ ଓ୍ବେ। ଏନେଇ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଏକ୍ସପ୍ରେସ୍ ଓ୍ବେକୁ ନର୍ଦନ ପେରିଫେରାଲ ରୋଡ୍ (ଏନ୍ପିଆର୍) ମଧ୍ୟ କୁହାଯାଏ। ତେବେ ଏହା ଦେଶର ପ୍ରଥମଏଲିଭେଟେଡ୍ ଅର୍ବାନ…
ଏମ୍ସରେ ଲାଲୁଙ୍କୁ ଭଗବତ ଗୀତା ପାଠ କରିବାକୁ ମିଳୁନି ଅନୁମତି, ପୁଅ ଆଣିଲେ ଅଭିଯୋଗ
ନୂଆଦିଲ୍ଲୀ,୧୨।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବାକୁ ଅନୁମତି ଦିଆଯାଉ ନ ଥିବା ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର…
ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ହେଲପର ମୃତ, ୧୫ ଆହତ
ଖୋର୍ଦ୍ଧା ଅଫିସ,୧୨।୭: ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୃର୍ଘଟଣା ଘଟିଛି। ଟ୍ରକକୁ ପଛପଟୁ ଧକ୍କା ଦେଇ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରୁଣେଇ ଓଭର ବ୍ରିଜ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ଏହି…
୩୬ ଘଣ୍ଟାରେ ଆହୁରି ଘନୀଭୂତ ହେବ ଲଘୁଚାପ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୩.୬ କିମି ଉଚ୍ଚତା ଯାଏ ବ୍ୟାପିଛି। ଆଗମୀ ୩୬ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଠ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
ଢେଙ୍କାନାଳ ଅଫିସ,୧୨।୭: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନିମାପଡ଼ା ସବ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଢ଼େଙ୍କାନାଳସ୍ଥିତ ମୋଟଙ୍ଗା ଥାନା ଅନ୍ତର୍ଗତ…
ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ: ୨ଶହ କିଲୋ ପିଆଜ,୨୨୦ ଆଳୁ-୪୯୦ମୂଳା
କଲମ୍ବୋ,୧୨।୭: ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଗତ କିଛି ମାସରୁ ବହୁତ ଖରାପ ରହିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଦେଶରେ ବର୍ତ୍ତମାନ ରାଜନୈତିକ ଅସ୍ଥିରତା ଲାଗିରହିଛି। ଜନତାଙ୍କ ବିରୋଧ ପ୍ରଦର୍ଶନ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ଇସ୍ତଫା…
ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କଲା ନାସା
ନ୍ୟୁୟର୍କ,୧୨।୭: ଆମେରିକାର ସ୍ପେସ ଏଜେନ୍ସି ନାସା ପକ୍ଷରୁ ଗାଲାକ୍ସି ବା ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ଚିତ୍ର ଜାରି କରାଯାଇଛି। ଦୁନିଆର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ ‘ଜେମ୍ସ ୱେବ ଟେଲିସ୍କୋପ’ ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ଏହି ଚିତ୍ରରେ…
ଆରଏସଏସ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼
ଥିରୁଭାନନ୍ତପୁରମ୍,୧୨।୭: କେରଳର କନ୍ନୁର ଜିଲାର ପାୟାନ୍ନୁରରେ ଥିବା ଆରଏସଏସ କାର୍ଯ୍ୟାଳୟରେ ଉପରେ ବୋମା ମାଡ଼ କରାଯାଇଛି। ମଙ୍ଗଳବାର ସକାଳେ ଏହି ଘଟଣା ଘଟିଥିବା ପାୟାନ୍ନୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ବୋମା ମାଡ଼ରେ ବିଲ୍ଡିଂର ଝରକା କାଚ ଭାଙ୍ଗି ଯାଇଛି। କିଏ…
ଥମୁନି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୬୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୦ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା…
ଆଜି ରାଜ୍ୟରେ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୧୨।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ…
ବେଲ୍ରେ ଆସି ବାହୁଡ଼ାରେ ସାମିଲ ହୋଇଥିଲେ ଗୋବିନ୍ଦ: ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ସନ୍ଦେହ
ଭବାନୀପାଟଣା,୧୨।୭(ସ୍ବ.ପ୍ର): ବେଲ୍ରେ ଆସି ଗାଁ ବାହୁଡ଼ା ଯାତ୍ରାରେ ସାମିଲ ହେଲେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ। ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ଗୋବିନ୍ଦଙ୍କୁ ଗତ ୮ ତାରିଖରେ ହାଇକୋର୍ଟ ୧୪…
କାଳୀ ବିବାଦ: ମାନିମେକଲାଇଙ୍କୁ କୋର୍ଟ ସମନ, ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୨ା୭: କାନାଡାରେ ଫିଲ୍ମ ‘କାଳୀ’ ପୋଷ୍ଟର ପ୍ରଦର୍ଶନକୁ ନେଇ ବିବାଦୀୟ ଦେଖାଦେଇଛି। ଭାରତୀୟ ଫିଲ୍ମ ନିର୍ଦ୍ଦେଶିକା ଲିନା ମାନିମେକଲାଇ ଓ ଅନ୍ୟମାନଙ୍କୁ ଦିଲ୍ଲୀର ଏକ କୋର୍ଟ ସମନ ଜାରି କରିଛନ୍ତି। ହିନ୍ଦୁ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍ ଟାଣୁଥିବା…

