ରସଗୋଲାର ପ୍ରକୃତ ଇଂରାଜୀ ନାମ ଜାଣନ୍ତି କି
ଅନେକ ଖାଦ୍ୟ ପଦାର୍ଥ ରହିଛି, ଯାହାର ବିଶେଷ ଇଂରାଜୀ ନାମ ଅଛି। କିନ୍ତୁ ଆମେ ସେଗୁଡ଼ିକ ବିଷୟରେ ଜାଣି ନ ଥାଉ। ଆମେ ସେହି ଖାଦ୍ୟଗୁଡ଼ିକୁ କେବଳ ହିନ୍ଦୀ ଅନୁଯାୟୀ ଇଂରାଜୀ ଶବ୍ଦରେ ଲେଖୁ । ଯଦି ରସଗୋଲା ବିଷୟରେ ପଚରାଯାଏ,…
ଯୁଦ୍ଧ ସଙ୍କଟରେ ମାନବତାର ଉଦାହରଣ, ପୋଷା ବିଲେଇକୁ ନେଇ ସ୍ବଦେଶ ଫେରୁଛନ୍ତି ଭାରତୀୟ ଛାତ୍ର…
ନୂଆଦିଲ୍ଲୀ, ୫।୩ : ୟୁକ୍ରେନ୍ରେ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଅପରେଶନ୍ ଗଙ୍ଗା ଜାରି ରହିଛି। ୟୁକ୍ରେନ୍ରୁ ଫେରିଥିବା ଜଣେ ଭାରତୀୟ ଛାତ୍ରଙ୍କ ମାନବତାର…
ପ୍ରୋଜେକ୍ଟ-କେ’ ଫିଲ୍ମ ପାଇଁ ସାହାଯ୍ୟ କରିବେ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କିପରି
ସାଉଥ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କୁ ସାହାଯ୍ୟ କରିବେ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା। ତାଙ୍କୁ ଟୁଇଟ୍ରେ ଏକ ସାହାଯ୍ୟ ମାଗିଛନ୍ତି ଅଶ୍ବିନ। ଅଭିନେତା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ସହ ‘ପ୍ରୋଜେକ୍ଟ-କେ’ ଫିଲ୍ମର ଶୁଟିଂ ଚାଲିଛି। ଏହି…
ବିଶ୍ୱ ରେକର୍ଡ ସାଙ୍ଗକୁ କପିଲ ଦେବଙ୍କୁ ପଛରେ ପକାଇଲେ
ମୋହାଲି,୫।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି । ପ୍ରଥମ ଇନିଂସରେ ଅପରାଜିତ ୧୭୫ ରନ୍ର ଇନିଂସ ଖେଳି ଜାଡେଜା ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି । ସେ କିମ୍ବଦନ୍ତୀ କ୍ରିକେଟର…
ତଦନ୍ତରେ ଅବହେଳା: ଚୋରିମୂର୍ତ୍ତି ପାଇଁ ରାସ୍ତାରୋକୋ
ସାକ୍ଷୀଗୋପାଳ,୫।୩(ଡି.ଏନ୍.ଏ): ପୁରୀ ଜିଲା ସତ୍ୟବାଦୀ ଥାନା ନୂଆ ସୋମେଶ୍ୱରପୁର ଶାସନ ଶ୍ରୀ ଗୋପୀନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ୭ ଟି ଆଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତରେ ଅବହେଳା ଅଭିଯୋଗ କରି ଗ୍ରାମବାସୀ ଶନିବାର ସକାଳୁ ରାସ୍ତାରୋକୋ କରିଛନ୍ତି।…
ନେତାଙ୍କ ପୁଅ ବିବାହ ଭୋଜି ଖାଇ ୧୨୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି…
ମେହସାଣା, ୫।୩ : ଗୁଜରାଟ ମେହସାଣା ଜିଲାର କଂଗ୍ରେସ ନେତାଙ୍କ ପୁଅ ବିବାହ ଭୋଜି ଖାଇ ୧୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିସମନଗର ଥାନା ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ରାତିରେ ସାଓ୍ବଲା ଗାଁରେ ହୋଇଥିବା…
ମୃତ୍ୟୁ ପୂର୍ବର କେଇ ଘଣ୍ଟା; ଓ୍ବର୍ନଙ୍କୁ ବଞ୍ଚାଇବାକୁ ସଂଘର୍ଷ କରିଥିଲେ ହେଁ…
ନୂଆଦିଲ୍ଲୀ,୫।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ୱର୍ନଙ୍କ ଅକାଳ ବିୟୋଗ ପୂରା କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି । ମାତ୍ର ୫୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ । ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଓ୍ବର୍ନ ହୃଦଘାତରେ…
ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୪ ନାବାଳିକା
ରାଉରକେଲା ଅଫିସ,୫ା୩: ରାଉରକେଲାସ୍ଥିତ ପାନପୋଷ ବ୍ରାହ୍ମଣୀ ଘାଟିରେ ଗାଧୋଇବାକୁ ଯାଇ ୪ ନାବାଳିକା ବୁଡ଼ି ଯାଇଛନ୍ତି। ପାଟି ଶୁଣି ନିକଟରେ ଥିବା ସ୍ଥାନୀୟ କିଛି ଲୋକ ଦୌଡ଼ି ଆସିଥିଲେ। ନଦୀ ଭିତରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳିକା…
ଘରେ ପଶି ଆଖିବୁଜା ଗୁଳି ଚଳାଇଲେ, ସ୍ବାମୀ ମୃତ; ସ୍ତ୍ରୀ-ପୁଅ ଆହତ
ମହାକାଳପଡ଼ା,୫ା୩(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଅରବିନ୍ଦ ମିଶ୍ରଙ୍କ ଘରେ ଶନିବାର ଅପରାହ୍ନର ଦୁଇ ଦୁର୍ବୃତ୍ତ ଅତର୍କିତ ଗୁଳି ଚାଳନା କରିଥିଲେ। ଏଥିରେ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମୀନତି ଏବଂ…
ଜାଡେଜାଙ୍କ ଯାଦୁ: ୫୭୪ରେ ପାଳି ଘୋଷଣା କଲା ଭାରତ
ମୋହାଲି,୫।୩: ତିନି ମାସ ପରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଜାଡେଜା ୨୨୮ ବଲ୍ରେ ରେକର୍ଡ ୧୭୫ ରନ କରିଛନ୍ତି ।…
ଚର୍ଚ୍ଚାରେ ତାରାଙ୍କ ଫଟୋ ଶୁଟ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଫ୍ୟାଶନ ସେନ୍ସ ୟଙ୍ଗଷ୍ଟରଙ୍କୁ ବେଶ ପସନ୍ଦ । ସେ ସବୁବେଳେ ନୂଆ ନୂଆ ଲୁକ୍ସ ନିଜ ଉପରେ ଟ୍ରାଏ କରିଥାଆନ୍ତି । ହେଲେ ଏଥର ସେ ତାଙ୍କର ନୂଆ ଫଟୋଶୁଟରେ ଇଣ୍ଟରନେଟର ପାରାକୁ ଆହୁରି…
ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା, କାଉନ୍ସିଲର ନିର୍ବାଚନ: ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେଡି
ଛତ୍ରପୁର,୫ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍ଏସିରେ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଜେଡି ପକ୍ଷରୁ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଓ ୧୪ କାଉନ୍ସିଲର ପ୍ରାର୍ଥୀଙ୍କ ସମ୍ପର୍କରେ ଶନିବାର ଘୋଷଣା କରାଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର…
Archives


