Home Left

ଫେଲ୍‌ ହେଲେ ୮୬୯୯ ପିଲା

କଟକ ଅଫିସ,୬।୭: ବୁଧବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କଟକ ବୋର୍ଡ କାର୍ଯ୍ୟାଳୟରେ ଅନୁଷ୍ଠାନିକଭାବେ ଏହା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ…

ଜୁଲାଇ ୧୧ରୁ ରି-ଚେକିଂ ଲାଗି କରିପାରିବେ ଆବେଦନ

କଟକ ଅଫିସ,୬।୭: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଅନୁଷ୍ଠାନିକଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚଳିତ ବର୍ଷ ପାସ ହାର ୯୦.୫୫ ପ୍ରତିଶତ ରହିଛି।…

୨୧ ବର୍ଷ ପରେ ମିଳିଲା ମୁଲ୍ଲା ଓମାରଙ୍କ ଟୟୋଟା କାର୍‌…

କାବୁଲ, ୬।୭ : ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ୨୧ ବର୍ଷ ପୁରୁଣା କାରକୁ ଖୋଜି ବାହାର କରାଯାଇଛି। ଆମେରିକାର ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମୁଲ୍ଲା ଓମାର ଲାୁଚି ରହିଥିଲେ। କାଙ୍କ କାରକୁ ମାଟି ତଳେ ପୋତି ଦିଆଯାଇଥିଲା। ଆମେରିକାରେ…

ପଞ୍ଚାୟତ ସମିତି ବୈଠକ ବାତିଲ: ଅଧକ୍ଷ ନିବାଚନ ସ୍ଥଗିତ

କଟକ ସଦର,୬।୭(ଡି.ଏନ୍‌. ଏ.): କଟକ ସଦର ବ୍ଲକ ଅଧକ୍ଷ ନିର୍ବାଚନ ପାଇଁ ବୁଧବାର ସ୍ବତନ୍ତ୍ର ବୈଠକ ଡକାଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ୧୧ଟା ସୁଦ୍ଧା କେହି ସଭ୍ୟା, ସଭ୍ୟ ବୈଠକକୁ ନ ଆସିବାରୁ ନିର୍ବାଚନକୁ ବାତିଲ କରିଦିଆ ଯାଇଛି ବୋଲି ନିର୍ବାଚନ…

ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୬।୭ : ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ ଶୀର୍ଷକୋର୍ଟ ସ୍ପଷ୍ଟ କରିଛି ଯେ କୋର୍ଟଙ୍କ ପୂର୍ବ ଅନୁମତି ବିନା ବିଜୟ ବାବୁ କେରଳ…

ଟିଏମ୍‌ସି ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କଲୋ ମହୁଆ

କୋଲକାତା,୬।୭: ପଶ୍ଚିମବଙ୍ଗର କୃଷ୍ଣନଗରର ଏମ୍‌ପି ମହୁଆ ମୋଇତ୍ରା ନିଜ ଦଳ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଟୁଇଟର ହ୍ୟାଣ୍ଡେଲକୁ ଅନ୍‌ଫଲୋ କରିଛନ୍ତି। ସୂଚନାଯୋଗ୍ୟ, ମହୁଆ ମା’ କାଳୀଙ୍କ ଉପରେ ଏକ ବୟାନ ଦେଇଥିଲେ। ଏହା ପରେ ଦଳ ତାଙ୍କ ବୟାନରୁ ନିଜକୁ ଦୂରେଇ ରଖିଥିଲା।…

ବାହୁଡ଼ାଯାତ୍ରା ନୀତି ପାଇଁ ପ୍ରଶାସନର ପ୍ରସ୍ତୁତି

ପୁରୀ ଅଫିସ,୬।୭: ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲାପାଳଙ୍କ ବୈଠକ ହୋଇଛି। ଜୁଲାଇ ୮ ସା ଦର୍ଶନ ଦିନ ଅପରାହ୍ନ ୪ରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ସୁନାବେଶ…

ଭମରଙ୍କୁ କଚାଡିଲା ଦନ୍ତା

ଢେଙ୍କାନାଳ ଅଫିସ,୬।୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଦୁଦୁରକୋଟ କର୍ଣ୍ଣପୁର ଗ୍ରାମରେ ବୁଧବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ଭ୍ରମରବର ବେହେରା। ଭ୍ରମର ବାଡି ପଟକୁ ଶୌଚ ହେବା ପାଇଁ ଯାଇଥିଲା ବେଳେ…

ବସ ଷ୍ଟାଣ୍ଡରେ ବୁଲଥିଲା ବେଳେ ପୋଲିସର ହେଲା ସନ୍ଦେହ, ୨ ଯୁବକ ଗିରଫ

ଭଦ୍ରକ ଅଫିସ,୬।୭: ଭଦ୍ରକ ଟାଉନ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ୧୧ କେଜି ଗଞ୍ଜେଇ ସହ ୨ ଜଣ ଅବିଯୁକ୍ତଙ୍କୁ ଗିରଫ କରିଛି । ପାଟ୍ରୋଲିଂ ସମୟରେ ଏପରି ଘଟିଥିବା ଜଣାପଡ଼ିଛି। ଏ ନେଇ ଟାଉନ ଥାନାରେ (୨୬୩/୨୨) ମାମଲା ରୁଜୁ ହୋଇଛି…

କାର୍ଡବୋର୍ଡରେ ନନ୍ଦିଘୋଷ ରଥ

ଖୋର୍ଦ୍ଧା ଅଫିସ,୬।୭: ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଯୁକ୍ତ-୨କଳା ଛାତ୍ର ସୁମିତ୍‌ କୁମାର ଦାଶ। କାର୍ଡବୋର୍ଡକୁ ବ୍ୟବହାର କରି ପ୍ରସ୍ତୁତ କରିଛନ୍ତି ୪ଫୁଟ ଉଚ୍ଚର ନନ୍ଦିଘୋଷ ରଥ। କଲେଜର ସହପାଠୀମାନେ ଏହି ରଥକୁ ଟାଣିଥିଲେ। ଶ୍ରୀକ୍ଷେତ୍ର ଘୋଷଯାତ୍ରା ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କର ସୁନାବେଶ,…

‘ଭୁବନେଶ୍ୱରକୁ ମଡେଲ ସିଟି କରିବାକୁ ଲକ୍ଷ୍ୟ’

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନୂତନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଗଞ୍ଜାମର ପୂର୍ବତନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ସେ ଜଣେ ଦକ୍ଷ ପ୍ରଶାସକ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି। ଜିଲାପାଳ ଥିବା ସମୟରେ…

ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ

ମହାକାଳପଡ଼ା,୬।୭ (ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ତରରେ ବସବାସ କରୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଅନେକ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଉଛିି। ହେଲେ ସରକାରୀ ଯୋଜନା ଏହି ଅଭାବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?