ଫୁରସତ

କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍‌ ବେଶିନ

ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ ଦୂରେଇ ରହିବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା। ଏଭଳି ପରିସ୍ଥିତିରେ ଲୋକେ ଘରେ…

ଏକାଥରକେ ପିଇଦେଲେ ୧୦ ବୋତଲ ମଦ, ଜାଣନ୍ତୁ ପରିଣାମ କ’ଣ ହେଲା

ଚାଇନାର ଜଣେ ବ୍ୟକ୍ତି ୧୦ ବୋତଲ ମଦ ଏକାଥରକେ ପିଇଦେଇଥିଲେ। ଏହାର ପରିଣାମ ଯାହା ହେଲା ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ। ଚାଇନାର ହୁ ନାମକ ଜଣେ ବ୍ୟକ୍ତି ଏକାଥରକେ ୧୦ ବୋତଲ ବିୟର୍‌ ପିଇଦେଇଥିଲେ। ମଦ ପିଇବା ପରେ…

ବିଏମ୍‌ଡବ୍ଲ୍ୟୁ ଚଲାଉଥିବା ଶିଳ୍ପପତି ଚଢ଼ିଲେ ବଳଦଗାଡ଼ି, ଜାଣନ୍ତୁ କାରଣ

ଭୋପାଳ: ମଧ୍ୟପ୍ରଦେଶର ବାଣିଜ୍ୟ ନଗର ଇନ୍ଦୋର ନିକଟ ପାଲଦା ଉଦ୍ୟୋଗିକ କ୍ଷେତ୍ରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଉଦ୍ୟୋଗପତିମାନେ ଶିଳ୍ପକ୍ଷେତ୍ରକୁ ବିଏମ୍‌ଡବ୍ଲ୍ୟୁ ପରି ଗାଡ଼ି ଚଢ଼ି ଆସିଥାନ୍ତି। କିନ୍ତୁ ଜଣେ ଉଦ୍ୟୋଗପତି ବିଏମ୍‌ଡବ୍ଲ୍ୟୁ ଗାଡ଼ି ଛାଡ଼ି ବଳଦଗାଡ଼ି ବା…

ମିଥୁନ ରାଶିରେ ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ଜୁଲାଇ ୧୫ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଆଶଙ୍କା

କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ ରହିଛନ୍ତି। ଶନିଙ୍କ ସହିତ ସୂର୍ଯ୍ୟଙ୍କର ଷଡ଼ାଷ୍ଟକ ସ୍ଥିତି ଜୁଲାଇ ୧୫ ପର୍ଯ୍ୟନ୍ତ ରହିବ। ଏହି…

ଏହି ଦେଶରେ ଛୁରୀରେ ହୋଇଥାଏ ମସାଜ: ଜାଣନ୍ତୁ କ’ଣ ରହିଛି ୨ହଜାର ବର୍ଷ ତଳର ଏହାର ଇତିହାସ

ତାଇପେଇ,୨୨।୬: ଫଳ, ପନିପରିବା ଓ ମାଂସ କାଟିବାରେ ଛୁରୀକୁ ବ୍ୟବହାର କରାଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି କି, ଛୁରୀରେ ମସାଜ କରାଯିବା କଥା। ଶୁଣିବାରେ ଏହା ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ କଥାଟି ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ପୂର୍ବ ଏସିଆ…

ଅପରିଚିତ ଲୋକଙ୍କୁ କିଡନୀ ଦାନ କରି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଦୁଇ ଝିଅ

ଆମେରିକାର ଇଲିନୋଇସ୍‌ରେ ଦୁଇ ଭଉଣୀ ମୃତ ପିତାଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅପରିଚିତ ଲୋକଙ୍କ କିଡନୀ ଦାନ କରି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦୁଇ ଝିଅ। ମାର୍କ ଗୋରାଲସ୍କି ନାମକ ଜଣେ ବ୍ୟକ୍ତି…

ମହାକାଶ ଭ୍ରମଣ: ଭଡ଼ା ୯୬ ଲକ୍ଷ

ଓ୍ବାଶିଂଟନ, ୨୨।୬: ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ଆମେରିକାର ଷ୍ଟାର୍ଟଅପ୍‌ ‘ସ୍ପେସ୍‌ ପ୍ରସ୍ପେକ୍ଟିଭ୍‌’ ପକ୍ଷରୁ ଏକ ନୂଆ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୪ଠାରୁ ଏହି କମ୍ପାନୀ ପର୍ଯ୍ୟଟକଙ୍କୁ ମହାକାଶ ଭ୍ରମଣର ସୁଯୋଗ ଯୋଗାଇଦେବ। କମ୍ପାନୀ ପକ୍ଷରୁ ‘ସ୍ପେସ୍ଶିପ୍‌ ନେପଚୁନ୍‌’ର ଶୁଭାରମ୍ଭ…

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ ତେବେ ତାହା ବହୁତ ମୂଲ୍ୟ ବୋଲି ଅନୁଭୂତ ହୋଇଥାଏ। ତେବେ ଏପରି କିଛି ଫଳ…

୫ ଭଉଣୀ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ରଚିଛନ୍ତି ଇତିହାସ

ଇସଲାମାବାଦ, ୨୧।୬: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା। ଏଭଳି ଘଟଣା ପାକିସ୍ତାନରେ ଘଟିଛି। ରାଓ୍ବଲପିଣ୍ଡିରେ ବାସ କରୁଥିବା ମଲିକ୍‌ ରଫିକ୍‌ ଅଓ୍ବାନଙ୍କ ୫ ଝିଅ ଏଭଳି କରି…

ଜାଣନ୍ତୁ ଏହି ସ୍ଥାନରେ କାହିଁକି ଦୋହଲିଥାଏ ପୃଥିବୀ

ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଅବିଶ୍ୱସନୀୟ ଲାଗିବ। ମାତ୍ର ଏପରି ଏକ ଚମତ୍କାରୀ ସ୍ଥାନ ରହିଛି ଛତିଶଗଡ଼ରେ। ଏଠାରେ ଛତିଶଗଡ଼ର ଏକ ସୂଚନା ବୋର୍ଡ ମଧ୍ୟ ଲଗାଯାଇଛି। ଯେଉଁଥିରେ ଲେଖା ହୋଇଛି, ଏଠାରେ ଧରିତ୍ରୀ ବା…

୩ ଫୁଟ ବରକୁ ୩ ଫୁଟ କନ୍ୟା

ଲକ୍ଷ୍ନୌ: କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ। ଯିଏ ଯାହା ପାଇଁ ତାକୁ ଭଗବାନ ସ୍ଥିର କରିଥାନ୍ତି। ଉତ୍ତରପ୍ରଦେଶର ମିରଟରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲାକେ ଚିନ୍ତାରେ ପଡ଼ିଥିବା ବେଳେ ୩…

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ ଡେ’ ଭାବେ ପାଳନ କରାଯାଏ। ଏଥର ଜୁନ୍‌ ୨୧ରେ ତାରିଖରେ ଫାଦର୍ଶ ଡେ’ ପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?