Posted inଫୁରସତ

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରିବା ପଡିଲା ମହଙ୍ଗା: ଯୁବତୀଙ୍କୁ ୩ ବର୍ଷ ଜେଲ୍‌, ୧୪ ଲକ୍ଷ ଟଙ୍କା ଜରିମାନା

ଟିକ୍‌ଟକ୍‌ରେ ବେଲି ଡ୍ୟାନ୍ସ କରି ଛାଡିବା ଯୁବତୀଙ୍କୁ ମହଙ୍ଗା ପଡିଛି। ଇଜିପ୍ଟର ହାଇପ୍ରୋଫାଇଲ ବେଲି ଡ୍ୟାନ୍ସର ସାମା ଏଲ୍‌-ମେସି ଟିକ୍‌ଟକ୍‌ରେ ଏକ ଉତ୍ତେଜିତ ବେଲି ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଥିଲେ। ଲୋକଙ୍କ ଉପରେ ଏଭଳି ଭିଡିଓ ଖରାପ ପ୍ରଭାବ ପକାଇବା ଅଭିଯୋଗରେ କାହିରା କୋର୍ଟ ତାଙ୍କ ଉପରେ ତିନି ବର୍ଷ ଜେଲ ଦଣ୍ଡ ଏବଂ ୩୦,୦୦୦ ପାଉଣ୍ଡ (ପ୍ରାୟ ୧୪ ଲକ୍ଷ ଟଙ୍କା) ଜରିମାନା କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ଯାଞ୍ଚ ବେଳେ ମେସିଙ୍କୁ ଏପ୍ରିଲରେ ଗିରଫ କରାଯାଇଥିଲା। ୪୨ ବର୍ଷୀୟ ମେସି ଏହି ଅଭିଯୋଗକୁ ଅସ୍ବୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ସେ କହିଛନ୍ତି ଯେ, ତାଙ୍କ ଫୋନରୁ ଭିଡିଓ ଚୋରି ହୋଇଛି ଏବଂ ବିନା ଅନୁମତିରେ ଶେୟାର କରାଯାଇଛି। ମିଶରର ପାରିବାରିକ ନୀତି ଏବଂ ମୂଲ୍ୟବୋଧକୁ ଉଲ୍ଲଂଘନ କରିଥିବାରୁ ମେସିଙ୍କୁ ଏଭଳି ଦଣ୍ଡ ଦିଆଯାଇଥିବା କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ-ଶ୍ୱଶୁରଙ୍କ ବିବାହ କରାଇଲେ ଜ୍ୱାଇଁ; ୬୦ ବର୍ଷ ପରେ ବାଜିଲା…

ଶାଶୁ-ଶ୍ୱଶୁରଙ୍କ ବିବାହ କରାଇଲେ ଜ୍ୱାଇଁ। ରାଜସ୍ଥାନର ବାନ୍ସଓ୍ବାଡା ଜିଲା ଅନ୍ତର୍ଗତ ଭାଡଲିପଡ଼ା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାରେ। ଘଟଣାର ଭିଡିଓ...

ପ୍ରଭୁ ଶ୍ରୀଜଗନ୍ନାଥ ମୋର ସବୁକିଛି: ଦୀପ୍ତିରେଖା ପାଢ଼ୀ

ଦୀପ୍ତିରେଖା ପାଢ଼ୀ, ଓଡ଼ିଆ ସଙ୍ଗୀତ ଜଗତର ଜଣେ ବହୁ ପରିଚିତ ନାଁ। ଅନେକ ସୁପରହିଟ୍‌ ଗୀତ ଗାଇ ଆଜି ସେ ଘରେ ଘରେ ପରିଚିତ। ତା’ଛଡ଼ା...

ସ୍ମୃତିରେ ୨୦୧୯: ଅନନ୍ୟା

ଶେଷପାଦରେ ଉପନୀତ ୨୦୧୯। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ… ଚର୍ଚ୍ଚାରେ ଅନୁପ୍ରିୟା:...

ଗର୍ଭ ନିରୋଧକ ହିଁ ବିକଳ୍ପ

ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର...

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି,...

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

ମାଲିକଙ୍କଠୁ ଛୁଟି ନେଇ ନିର୍ବାଚନ ଲଢ଼ିବେ ଏହି କାମବାଲି: ଭାଜପା କରିଛି ପ୍ରାର୍ଥୀ

ପଶ୍ଚିମବଙ୍ଗ, ୨୩।୩: ରାଜନୀତିରେ କିଛି ବି ସମ୍ଭବ ହୋଇପାରେ। ଏ ହେଉଛନ୍ତି ୩୨ ବର୍ଷିୟା କଲିତା ମାଝି। କଲିତା ଅନ୍ୟର ଘରେ ସହାୟିକା ଭାବେ କାମ...

‘ଜନ୍‌ ଓ୍ବିକ୍‌’ରେ ରିନା ସ୍ବୟଂମା

ଜାପାନରେ ଜନ୍ମିତ ବ୍ରିଟିଶ୍‌ ପପ୍‌ ସୁପରଷ୍ଟାର ରିନା ସ୍ବୟଂମା ଗୀତ ଗାଇବା ପରେ ଏବେ ଅଭିନୟ ଜଗତରେ ପାଦ ଥାପିଛନ୍ତି। ତାଙ୍କୁ କେଆନୁ ରିଭେସ୍‌ ଷ୍ଟାରର୍‌...

Advertisement
Archives

Model This Week