ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ୩ଟି ହାତୀ ଖାଦ୍ୟ ପାଇଁ ଝଗଡା କରୁଛନ୍ତି ଶେଷରେ କାହାର ବିଜୟ ହେଉଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେଲଡ୍ରିକ୍ ଓ୍ବାଇଲ୍ଡଲାଇଫ୍ ପକ୍ଷରୁ ଏହି ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ମୌଶା, ରୋହୋ ଏବଂ ଲାରୋ ନାମକ ୩ ହାତୀ ଏକ ଗଛର ଡାଳ ଖାଇବା ପାଇଁ ଲଢିଥିଲେ। ଜଣେ ଡାଳ ଧରିଲେ ଆଉ ଜଣେ ତାକୁ ଛଡାଇ ନେଉଥିଲା। ତୃତୀୟ ଜଣଙ୍କ ମଧ୍ୟ ଚୁପ୍ ନ ରହି ସେ କଳିରେ ଏଣ୍ଟ୍ରି ମାରିଥିଲା। ଏମିତି ଶୁଣ୍ଢରେ ୩ ହାତୀ କଳି ଲଗେଇଥିଲେ। ଶେଷରେ ଏକତାର ବିଜୟର ହୋଇଥିଲା। ୩ ହାତୀ ଡାଳକୁ ବାଣ୍ଟି ଖାଇଥିଲେ। ଏହି ଭିଡିଓକୁ ୟୁଜର୍ସ ବେଶ୍ ପସନ୍ଦ କରିଛନ୍ତି।
Maisha might have given the tasty branch to Roho but there’s no way Larro was going to give up on the treat without a fight. Their tussle ends in a sweet hug (or is it stalemate?)! Catch up with all the antics from our Orphan Units: https://t.co/y84KAO4wNM pic.twitter.com/bfaPNQb1lE
— Sheldrick Wildlife (@SheldrickTrust) July 14, 2020