୩୦ ଛେଳି ଛୁଆକୁ ମାରିଦେଲେ ମାଙ୍କଡ଼ ପଲ
ହାଇଦ୍ରାବାଦ, ୨୩।୭: ହାଇଦ୍ରାବାଦ ସୂର୍ଯ୍ୟପେଟ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗ୍ରାମରେ ମାଙ୍କଡ଼ ପଲ ଆକ୍ରମଣ କରି ୩୦ ଛେଳି ଛୁଆକୁ ମାରି ଦେଇଛନ୍ତି। ଏହି ଘଟଣାଟି ଚିନ୍ଥାଲାପାଲେମ ମଣ୍ଡଳ ଅନ୍ତର୍ଗତ ବନଦ୍ରିଗୁଡେମ ଗ୍ରାମରେ ଘଟିଛି। ଏହି…
ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା
ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ ମା ଓ ବାପା କରୋନାର ସହାୟତା ନେଇଥିଲେ। ଫଳରେ କୋର୍ଟରେ ଅଧାରେ ଅଟକି ଯାଇଥିଲା…
କରୋନା ହୋଇଛି କି ନାହିଁ ଶୁଘିଂକି ଜାଣିପାରୁଛି କୁକୁର
ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ସ୍ବାବ୍ ପରୀକ୍ଷା ହେଉଛି। ସାଧାରଣତଃ ବ୍ଲଡ…
କରୋନାକୁ ହରାଇବା ପରେ ଗରିବଙ୍କ ପାଇଁ ଅଫିସକୁ ହସ୍ପିଟାଲ କଲେ ବ୍ୟବସାୟୀ
କରୋନାକୁ ନେଇ ଲୋକେ ଏବେ ଚିନ୍ତାରେ। ତେବେ ତା’ଠାରୁ ଅଧିକ ଚିନ୍ତା ଚିକିତ୍ସାକୁ ନେଇ। କାରଣ କରୋନାରେ ଆକ୍ରାନ୍ତ ହେଲେ ସରକାରୀ ହସ୍ପିଟାଲରେ ବେଡ୍ ମିଳୁ ନାହିଁ। ପ୍ରାଇଭେଟ୍ ହସ୍ପିଟାଲରେ ଅର୍ଥ ବାଧକ ସାଜୁଛି। ତେଣୁ ସାଧାରଣ ଲୋକ ଡରିଯାଉଛନ୍ତି। ସୁରଟର…
ଦେବଦୂତ ସାଜିଲେ ଡେଲିଭରୀ ବୟ
ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା ପୂର୍ବ ଚୀନର ହ୍ୟାଙ୍ଗଝୋଉ ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ…
୨୦୨୦ ଏହି ଗାଁ ପାଇଁ ଶୁଭ: ଜାଣନ୍ତୁ କାହିଁକି…
ସମଗ୍ର ବିଶ୍ୱରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିଛି ଚାଇନା। ଜନସଂଖ୍ୟା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜନସଂଖ୍ୟା କମ୍ କରିବା ପାଇଁ ସେମାନେ ସବୁବେଳେ ପରାମର୍ଶ ହେଉଛନ୍ତି। ତେବେ ଇଟାଲିରେ ଏମିତି…
ବାଘ ଆଗକୁ ଚାଲି ଆସିଲା ଅଜଗର; ଆଉ ତା ପରେ…..
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଖାଦ୍ୟ ପାଇଁ ହାତୀ-ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ-ସିଂହ ମଧ୍ୟରେ ଲଢେଇ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ…
ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୪୦ ଫୁଟ ତଳକୁ ଡେଇଁଲେ ୨ ଭାଇ: ଆଉ ତାପରେ …
ଫ୍ରାନ୍ସ: ସୋସିଆଲ ମିଡିଆରେ ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହେଉଥିବା ଆମେ ଦେଖିଥାଉ। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିବା ପରେ ହୋସ୍ ଉଡିଯିବ। ଫ୍ରାନ୍ସରେ ଅଗ୍ନିକାଣ୍ଡ ଘଟିଥିବା ଏକ ଆପାର୍ଟମେଣ୍ଟର ତୃତୀୟ…
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ଙ୍କ ନୂଆ ନିୟମ: ମାସ୍କ ନ ପିନ୍ଧିଲେ ମିଳିବ ଏମିତି କଠୋର ଦଣ୍ଡ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ତାଙ୍କ ଦେଶରେ ନୂତନ ନିୟମ ଲାଗୁ କରିଛନ୍ତି। ତେବେ ଏଠାରେ ଏପରି ଅନେକ ନିୟମ ଅଛି, ଯାହା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଲାଗୁ ହୋଇଥିବା ନିୟମ କରୋନା ସମ୍ବନ୍ଧୀୟ। ଉତ୍ତର କୋରିଆର ଲୋକମାନେ…
କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…
ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି।…
ଅଧା ସିଝା ମାଛ ତରକାରୀ ଖାଇବା ଏହି ବ୍ୟକ୍ତିଙ୍କୁ ପଡ଼ିଲା ମହଙ୍ଗା, ଯାହା ଦେଖି ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା କବଳିତ। ଲୋକେ ଏଥିରୁ ନିସ୍ତାର ପାଇବା ପାଇଁ ବାଟ ଖୋଜୁଛନ୍ତି। ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାରରସ୍ ବିଶ୍ୱରୁ କେବେ ମୂଳପୋଛ ହେବ ସେ ନେଇ ସମସ୍ତେ ଚିନ୍ତାରେ। ଠିକ୍ ଏହି ସମୟରେ…
ଦୂରତା ରକ୍ଷାକରି ଲୋକେ ଏମିତି ଦେଖିଲେ ବାଇକ୍ ରେସ୍
କରୋନା ଯୋଗୁ ସମଗ୍ର ବିଶ୍ୱରେ ଲକ୍ଡାଉନ୍ ଜାରି ରହିଛି। କେତେକ ସ୍ଥାନରେ ଏହି ଲକ୍ଡାଉନ୍ ଅବଧି ଶେଷ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ପୁଣି ଥରେ ଲକ୍ଡାଉନ୍ ଲାଗୁ କରାଯାଇଛି। ତେବେ ଏହାରି ମଧ୍ୟରେ ନିକଟରେ ପୋଲାଣ୍ଡର ଲାବଲିନ ସହରରେ…

