ଶୂନ୍ୟରେ ବସିଛନ୍ତି ଏହି ବ୍ୟକ୍ତି, ଭିଡିଓ ଭାଇରାଲ
ଅନେକ ସମୟରେ ଆପଣ ହୁଏତ ରାସ୍ତା ପାର୍ଶ୍ୱରେ କିମ୍ବା ବଜାରରେ କୌଣସି ଲୋକ ଯାଦୁ ଦେଖାଉଥିବା ଦେଖିଥିବେ। ସେହି ଯାଦୁଗର ଯାଦୁ ଦେଖାଇବା ପରେ ମନକୁ ପ୍ରଶ୍ନ ଆସେ ଏସବୁ କରୁଛନ୍ତି କେମିତି? ଠିକ୍ ସେହିପରି ଏକ ଯାଦୁଗରି କୌଶଳ...
କରୋନାରୁ ମୁକ୍ତି ପାଇବା ପାଇଁ ପବ୍ ମାଲିକ ବାର୍ରେ ବାନ୍ଧିଲେ ବିଦ୍ୟୁତ ତାର: ସତ୍ୟତା ଜାଣିଲେ ହେବେ ଚକିତ
କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ଅଣଦେଖା କରୁଛନ୍ତି। ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ଏହି...
୬୦ ଦିନରେ ବଦଳି ଗଲା ଜ୍ୟୋତିଙ୍କ ଜୀବନ
ପାଟନା, ୧୬।୭: ବିହାରର ଜ୍ୟୋତି କୁମାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ଜୀବନ ଗତ ୬୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ୧୨୦୦ କିମି ସାଇକେଲ ଚଳାଇ ପିତାଙ୍କୁ ଲକ୍ଡାଉନ୍ ସମୟରେ ଘରକୁ ଆଣିଥିଲେ। ସେ ଗୁଡଗାଓଁ ରୁ...
ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି କାଳିଚରଣଙ୍କ ଶିବତାଣ୍ଡବ ସ୍ତୋତ୍ର ପାଠ: ଶୁଣିଲେ ଟାଙ୍କୁରି ଉଠିବ ଲୋମ…
ଚାଲିଛି ଶ୍ରାବଣ ମାସ। ପ୍ରଭୁ ଶିବଙ୍କ ପ୍ରୀୟ ମାସ। ଏହି ମାସରେ ଭକ୍ତମାନେ ଶିବଙ୍କୁ ଆରାଧନା କରିବା ପାଇଁ ପ୍ରତ୍ୟେକ ସୋମବାର ପବିତ୍ର ପୁଷ୍କରିଣୀର ଜଳ ଆଣି ଶିବଲିଙ୍ଗରେ ଢ଼ାଳିଥାନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତମାନଙ୍କୁ ନିରାଶ...
ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ
ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିବା ଦେଖାଯାଇଛି। ନିକଟରେ ଆସିଥିବା ଏକ ଫଟୋରୁ ଏହା ସ୍ପଷ୍ଟ...
ମିସ୍ କଲ୍ରୁ ପ୍ରେମ, ପରେ ଥାନା; ଶେଷରେ ମନ୍ଦିରରେ ପହଞ୍ଚିଲା ଏହି ପ୍ରେମକାହାଣୀ
ମିରଟ: ମିସ୍ କଲରୁ ସୃଷ୍ଟି ହୋଇଥିଲା ପ୍ରେମ। ପରେ ଘଟଣା ପହଞ୍ଚିଥିଲା ଥାନାରେ। ପ୍ରାୟ ୩ ବର୍ଷ ପ୍ରେମସମ୍ପର୍କ ପରେ ପ୍ରେମିକ ପ୍ରେମିକାକୁ ବିବାହ କରିଦେବାକୁ ମନା କରିବାରୁ ପ୍ରେମିକା ଜଣକ ହଙ୍ଗାମା କରିଥିଲେ। ଫଳରେ ମାମଲା ଥାନାକୁ ଯାଇଥିଲା।...
କାର୍ ଭିତରେ ଗର୍ଲଫ୍ରେଣ୍ଡଙ୍କ ସହ ବସିଥିଲେ ସ୍ବାମୀ, ଦେଖିଦେଲେ ସ୍ତ୍ରୀ: ତା’ପରେ ଘଟିଲା ଏମିତି
ମୁମ୍ବାଇ ରାସ୍ତାରେ ଏକ ସ୍ବାମୀ-ସ୍ତ୍ରୀ ଝଗଡା ଦେଖିବାକୁ ମିଳଥିଲା। ଝଗଡାର କାରଣ ଜାଣିବା ପାଇଁ କାର ପାଖରେ ଲୋକେ ଭିଡ ଜମାଇଥିଲେ। ଏହା ପରେ ଯାହା ଜଣାପଡିଲା ତାହା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ। ମୁମ୍ବାଇର ପେଡର ରୋଡରେ...
ଏହି ବୃଦ୍ଧଙ୍କ କେଶ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ
ଲମ୍ବା କେଶ ରଖିବା ସବୁ ନାରୀଙ୍କ ପସନ୍ଦ ହୋଇଥାଏ। ବେଳେ ବେଳେ ଏହି ପସନ୍ଦ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ। ପୁରୁଷମାନେ ଲମ୍ବା ଲମ୍ବା କେଶ ରଖିବା ଏହା ଏବେ ଫ୍ୟାଶନ୍ ପାଲଟିଗଲାଣି। ହେଲେ ପରିଣତ ବୟସରେ ଜଣେ ବୃଦ୍ଧ...
ମାଲିକ ଗାଈକୁ ବିକିବାକୁ ନେଇ ଷଣ୍ଢର ଉତ୍ପାତ: ଗାଡ଼ି ପଛରେ ୧ କିମି ଯାଏ ଦୌଡ଼ିଲା; ପରେ ଘଟିଲା ଏପରି କିଛି..
ମଦୁରାଇ: କଥାରେ ଅଛି ପ୍ରେମ ଶାଶ୍ୱତ, ସୁନ୍ଦର। ଆଜିର ଅତ୍ୟାଧୁନିକ ଯୁଗରେ ଯେଉଁଠି ମଣିଷମାନେ ସମ୍ପର୍କକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି ସେଠାରେ ପଶୁପକ୍ଷୀମାନେ ନିଆରା ଉଦାହରଣ ସୃଷ୍ଟି କରୁଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ...
ବ୍ୟାଣ୍ଡ୍ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି
ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି। ଭାଗଲପୁର ପୋଲିସ ବ୍ୟାଣ୍ଡବାଜା ଧରି ପଳାତକ ଅପରାଧୀଙ୍କ ଘରେ ପହଞ୍ଚି ତାଙ୍କୁ ଆତ୍ମସମର୍ପଣ...
କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ
ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ଅନ୍ତିମ ସଂସ୍କାର। ଆଇଟିଓ ଓ ଦିଲ୍ଲୀ ଗେଟ ମଧ୍ୟରେ...
ଏହି ରଙ୍ଗୀନ କାର୍ ପାଇଁ ଯିବାକୁ ପଡ଼ିଲା ହାଇକୋର୍ଟ, ଜାଣନ୍ତୁ କାହିଁକି
୨୦୧୯ ଜୁଲାଇରେ ଆଡ୍ଭୋକେଟ୍ ରଞ୍ଜିତ ମାଲହୋତ୍ରା ଏକ କାର୍ କିଣିଥିଲେ। ଏହି କାର୍ଟି ଦେଖିବାକୁ ରଙ୍ଗବେରଙ୍ଗ ତଥା ଖୁବ୍ ଆକର୍ଷଣୀୟ। ମେକ୍ସିକୋର ଜଣେ କଳାକାର ଏହି କାର୍କୁ ସୁନ୍ଦର ରଙ୍ଗ ଦେଇଥିଲେ। ଏହା ଏକ ଆମ୍ବାସଡାର କାର୍। ଯାହାକୁ ରଞ୍ଜିତ୍...
Archives


